ହନୁମାନ ବି ଲେଖିଥିଲେ ଏକ ରାମାୟଣ, ଯାହାକୁ ଫିଙ୍ଗି ଦେଇଥିଲେ ସମୁଦ୍ରକୁ, କାହିଁକି ଜାଣନ୍ତି?

ହିନ୍ଦୁ ଧର୍ମର ଏକ ଧାର୍ମିକ ଗ୍ରନ୍ଥ ହେଉଛି ରାମାୟଣ। ଏହାର ରଚନା ମହର୍ଷି ବାଲ୍ମିକୀ କରିଥିଲେ। ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ, ରାମଭକ୍ତ ହନୁମାନ ମଧ୍ୟ ଏକ ରାମାୟଣ ରଚନା କରିଥିଲେ। ହନୁମଦ୍ ରାମାୟଣ ଭାବେ ଏହା ଜଣାଶୁଣା। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ରାମାୟଣକୁ ରଚନା କରିବା ପରେ ହନୁମାନ ନିଜେ ଏହାକୁ ସମୁଦ୍ର ମଧ୍ୟରେ ଫିଙ୍ଗି ଦେଇଥିଲେ। ତେବେ ଏହା ପଛର କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ। […]

HANUMAN

HANUMAN

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 06:37 PM IST

Sports

Latest News

ହିନ୍ଦୁ ଧର୍ମର ଏକ ଧାର୍ମିକ ଗ୍ରନ୍ଥ ହେଉଛି ରାମାୟଣ। ଏହାର ରଚନା ମହର୍ଷି ବାଲ୍ମିକୀ କରିଥିଲେ। ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ, ରାମଭକ୍ତ ହନୁମାନ ମଧ୍ୟ ଏକ ରାମାୟଣ ରଚନା କରିଥିଲେ। ହନୁମଦ୍ ରାମାୟଣ ଭାବେ ଏହା ଜଣାଶୁଣା। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ରାମାୟଣକୁ ରଚନା କରିବା ପରେ ହନୁମାନ ନିଜେ ଏହାକୁ ସମୁଦ୍ର ମଧ୍ୟରେ ଫିଙ୍ଗି ଦେଇଥିଲେ। ତେବେ ଏହା ପଛର କାରଣ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ।

ଶାସ୍ତ୍ର ଅନୁଯାୟୀ ବାଲ୍ମିକୀଙ୍କ ପୂର୍ବରୁ ହନୁମାନ ରାମକଥାକୁ ଏକ ବଡ଼ ଶିଳାରେ ନିଜ ନଖରେ ଖୋଦେଇ କରି ଲେଖିଥିଲେ। ଲଙ୍କା ବିଜୟ ପରେ ଭଗବାନ ରାମ ଅଯୋଧ୍ୟାରେ ରାଜକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ, ଭକ୍ତ ହନୁମାନ ହିମାଳୟରେ ଶିବଙ୍କ ଆରାଧନା କରୁଥିଲେ। ଏହି ସମୟରେ ପ୍ରତିଦିନ ଏକ ଶିଳାରେ ସେ ନଖ ମାଧ୍ୟମରେ ରାମକଥା ଲେଖୁଥିଲେ। ମହର୍ଷି ବାଲ୍ମିକୀ ମଧ୍ୟ ରାମାୟଣ ଲେଖିବା ପରେ ଭଗବାନ ଶିବଙ୍କୁ ସର୍ମପିତ କରିବା ପାଇଁ କୈଳାସ ପର୍ବତରେ ପହଞ୍ଚିଥିଲେ। ତେବେ କୈଳାସ ପର୍ବତରେ ହନୁମାନଙ୍କ ଦ୍ୱାରା ଲିଖିତ ହନୁମଦ୍ ରାମାୟଣକୁ ଦେଖି ନିରାଶ ହୋଇ ଯାଇଥିଲେ ବାଲ୍ମିକୀ।

ମହର୍ଷି ବାଲ୍ମିକୀଙ୍କୁ ନିରାଶ ଦେଖି ହନୁମାନ ରାମାୟଣ ଲେଖା ଥିବା ଶିଳାକୁ ଗୋଟିଏ କାନ୍ଧରେ ଓ ବାଲ୍ମୀକିଙ୍କୁ ଅନ୍ୟ କାନ୍ଧରେ ବସାଇ ସମୁଦ୍ର ଆଡକୁ ଅଗ୍ରସର ହେଲେ। ବାଲ୍ମିକୀ କିଛି ବୁଝିବା ପୂର୍ବରୁ ହନୁମାନ ରାମକଥା ଲେଖା ଥିବା ଶିଳାକୁ ସମୁଦ୍ର ମଧ୍ୟରେ ବୁଡାଇ ଦେଇଥିଲେ। ସେବେଠାରୁ ହନୁମାନଙ୍କ ଦ୍ୱାରା ଲେଖା ଯାଇଥିବା ରାମକଥା କେଉଁଠାରେ ବର୍ଣ୍ଣିତ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story