ରାମ ନୁହେଁ, ରାବଣଙ୍କ ବିନାଶ ପଛରେ ଥିଲେ ଭଉଣୀ ସୁପର୍ଣଖା ?

ରାମାୟଣର ଗାଥା କାହାକୁ ବା ଅଛପା।  ଏହି ମହାକାବ୍ୟକୁ ଆଧାର କରି ବର୍ଷ ବର୍ଷ ଧରି ଚାଲିଛି ଭାରତୀୟ ସମାଜ। ତେବେ ରାମାୟଣରେ ଏମିତି କିଛି ଅକୁହା କଥା ଅଛି ଯାହା ସାଧାରଣ ଲୋକ ଜାଣିନଥିବେ। କିନ୍ତୁ ପ୍ରଭୁ ଶ୍ରୀରାମ ଓ ଲଙ୍କାପତି ରାବଣଙ୍କ ଯୁଦ୍ଧ ବିଷୟରେ ସମସ୍ତେ ଅବଗତ ଥିବେ। ଏହି ଯୁଦ୍ଧରେ ପରାକ୍ରମୀ ରାବଣଙ୍କୁ ମାରି ପ୍ରଭୁ ଶ୍ରୀରାମ ପତ୍ନୀ ସୀତାଙ୍କୁ ଉଦ୍ଧାର କରିଥିଲେ।  ରାମାୟଣରେ ରାବଣର ଚରିତ୍ର ନକରାତ୍ମକ ଥିଲେ ହେଁ, ଅସଲ […]

ravan-2-1

ravan-2-1

Rakesh Mallick
  • Published: Friday, 14 July 2017
  • Updated: 14 July 2017, 10:15 PM IST

Sports

Latest News

ରାମାୟଣର ଗାଥା କାହାକୁ ବା ଅଛପା।  ଏହି ମହାକାବ୍ୟକୁ ଆଧାର କରି ବର୍ଷ ବର୍ଷ ଧରି ଚାଲିଛି ଭାରତୀୟ ସମାଜ। ତେବେ ରାମାୟଣରେ ଏମିତି କିଛି ଅକୁହା କଥା ଅଛି ଯାହା ସାଧାରଣ ଲୋକ ଜାଣିନଥିବେ। କିନ୍ତୁ ପ୍ରଭୁ ଶ୍ରୀରାମ ଓ ଲଙ୍କାପତି ରାବଣଙ୍କ ଯୁଦ୍ଧ ବିଷୟରେ ସମସ୍ତେ ଅବଗତ ଥିବେ। ଏହି ଯୁଦ୍ଧରେ ପରାକ୍ରମୀ ରାବଣଙ୍କୁ ମାରି ପ୍ରଭୁ ଶ୍ରୀରାମ ପତ୍ନୀ ସୀତାଙ୍କୁ ଉଦ୍ଧାର କରିଥିଲେ।  ରାମାୟଣରେ ରାବଣର ଚରିତ୍ର ନକରାତ୍ମକ ଥିଲେ ହେଁ, ଅସଲ ଜୀବନରେ ରାବଣ ଜଣେ ମହାଜ୍ଞାନୀ ଥିଲେ।  ପରାକ୍ରମୀ ରାବଣ ଦେବ-ଦେବୀଙ୍କୁ ନିଜ ଅଧିନରେ ରଖିଥିଲେ। ତେବେ ରାବଣଙ୍କ ବିନାଶ ରାମ କରିଥିଲେ, କିନ୍ତୁ ବହୁତ୍‌ କମ ଲୋକ ଜାଣିଥିବେ ରାବଣଙ୍କ ବିନାଶ ପଛରେ ଭଉଣୀ ସୁର୍ପଣଖାଙ୍କ ହାତ ଥିଲା। ସୁର୍ପଣଖାଙ୍କ ଅଭିଶାପ ପାଇଁ ରାବଣଙ୍କର ବିନାଶ ହୋଇଥିଲା। ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ, ଲଙ୍କାପତି ନିଜ ଭଉଣୀକୁ ଏତେ ଭଲ ପାଉଥିଲେ ମଧ୍ୟ କଣ ପାଇଁ ଭଉଣୀ ସୁର୍ପଣଖାଠାରୁ ଅଭିଶାପ ପାଇଥିଲେ। ଏହା ପଛର ରହସ୍ୟ ଜାଣଛନ୍ତି କି ?

ଲଙ୍କାପତି ରାବଣ ନିଜ ପରାକ୍ରମ ବଳରେ ପ୍ରତି ରାଜ୍ୟକୁ ପରାଜିତ କରି ନିଜ ରାଜ୍ୟରେ ମିଶାଇବାକୁ ଚାହୁଁଥିଲା । ଏହି କ୍ରମରେ କାଳକେୟଙ୍କ ରାଜ୍ୟ ଉପରେ ଆକ୍ରମଣ କରି କାଳକେୟକୁ ହତ୍ୟା କରିବା ସହ  ସେନାପତି ବିଦ୍ୟୁତଜିଭାକୁ ମଧ୍ୟ ହତ୍ୟା କରିଥିଲେ ପରାକ୍ରମୀ ରାବଣ । କିନ୍ତୁ ରାବଣ ନିଜେ ଜାଣିନଥିଲେ ବିଦ୍ୟୁତଜିଭାଙ୍କ ହତ୍ୟା ହିଁ ତାଙ୍କ ନିଜ ମୃତ୍ୟୁର କାରଣ ପାଲଟିବ। କାରଣ ବିଦ୍ୟୁତଜିଭାଙ୍କୁ ଭଉଣୀ ସୁର୍ପଣଖା ପ୍ରେମ କରୁଥିଲେ ଯାହା ରାବଣ ଜାଣିନଥିଲେ। ଅନ୍ୟ ପୁରାଣକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ରାବଣ ଜାଣିଥିଲେ ବିଦ୍ୟୁତଜିଭାଙ୍କୁ ତାଙ୍କ ଭଉଣୀ ଭଲ ପାଉଥିଲେ। ତେଣୁ ସେ ବିଦ୍ୟୁତଜିଭାଙ୍କ ହତ୍ୟା କରିଥିଲେ।

ଭାଇ ରାବଣଙ୍କ ହାତରେ ପ୍ରେମିକ ବିଦ୍ୟୁତଜିଭାଙ୍କ ହତ୍ୟା ହୋଇଥିବାର ଖବର ପାଇ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡିଲେ ସୁର୍ପଣଖା। ନିଜ ପ୍ରେମକୁ ହରାଇବା ଦୁଃଖରେ ସେ ଭାଇ ରାବଣଙ୍କୁ ଅଭିଶାପ ଦେଇଥିଲେ। ‘ମୋ ପାଇଁ ହିଁ ତୁମର ସର୍ବନାଶ ହେବ’ ରାବଣଙ୍କୁ ଦୁଃଖରେ ଏଭଳି ଅଭିଶାପ ଦେଇଥିଲେ ଭଉଣୀ ସୁର୍ପଣଖା । ପରବର୍ତ୍ତୀ ସମୟରେ ସୁର୍ପଣଖା ପାଇଁ ରାବଣ ଦେବୀ ସୀତାଙ୍କୁ ହରଣ କରିବା ସହ ନିଜ ବିନାଶକୁ ଡାକି ଆଣିଥିଲେ। ଆଉ ଶେଷରେ ରାମଙ୍କ ହାତରେ ବଧ ହୋଇଥିଲେ ରାବଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story