ଗୁଆ ବଦଳେ ପାନରେ ଅଛି ସୁନ୍ଦରୀ ମୋ ମନ…

ପାନ ହେଉଛି ଓଡ଼ିଆଙ୍କ ସଂସ୍କୃତି ଓ ପରମ୍ପରା।  ପାନ ଖାଇବା ହେଉଛି ଓଡିଆଙ୍କ ଅଭ୍ୟାସ । ଶ୍ରୀମନ୍ଦିରରେ ବି ପାନର ପ୍ରଚଳନ ଅଛି । ବାହାଘର ଓ ପୂଜା ପାର୍ବଣରେ ବି ପାନ ଏକ ମୁଖ୍ୟ ଅଂଶ । କଡ଼ାଜର୍ଦ୍ଦା, ଚଉଷଠୀ ମସଲା ଗୁଣ୍ଡି।  କେବେ ହାଲକା ତ କେବେ କଡ଼ା । ଖଇର ମାର୍କା ପାନ କଳରେ ଜାକି ମସଲାଦାର କଥାକୁହନ୍ତି ଓଡିଆ ।  ଯେହେତୁ ଓଡିଆଙ୍କ ଖାଦ୍ୟ ପରମ୍ପରାରେ ପାନ ମଧ୍ୟ ଗୁରୁତ୍ୱ ରଖେ। ତେଣୁ ଆମ ସାହିତ୍ୟ ଓ ସିନେମାରେ ବି ପାନର ବ୍ୟାଖ୍ୟାନ ପଢ଼ିବାକୁ ଓ ଦେଖିବାକୁ ମିଳେ ।

[vc_video link=" " align="center"]

ପାନ ଖାଉଥିବା ଲୋକ ଟିକେ ରସିକ ପ୍ରକୃତିର ବୋଲି ସମସ୍ତେ କହନ୍ତି।  କଥାଟା ପୂରା ମିଛ ବି ନୁହେଁ । ପାନ ଖାଉଥିବା ଲୋକର ଭେଜା ଖୋଲିଯାଏ ବୋଲି କେତେକ କହନ୍ତି । ତେଣୁ ଲୋକଟିର ମନ ପ୍ରଫୁଲ୍ଲ ହୋଇ ରହିଥାଏ।  ସେହିପରି କେତେକ କହନ୍ତି ପ୍ରେମ ସମ୍ପର୍କରେ ବି କାଳେ ପାନ ପରୋକ୍ଷ ଉପାଦାନ । ପାନକୁ ନେଇ ରହିଛି ଅନେକ ଉପମା ।  ଓଡ଼ିଆ ସିନେମାରେ ପାନକୁ ନେଇ ଅନେକ ସିକୁଏନ୍ସ ରହିଛି । ଏପରିକି ବହୁ ଗୀତ ମଧ୍ୟ ରହିଛି ।  ଦେଖନ୍ତୁ ‘ଓଡ଼ିଶା ରିପୋର୍ଟର’ର ଏହି ସ୍ପେଶାଲ ଭିଡିଓ।

Ordigital Desk
• Published: Wednesday, 26 July 2017
• Updated: 26 July 2017, 04:25 PM IST

Sports

Latest News

ପାନ ହେଉଛି ଓଡ଼ିଆଙ୍କ ସଂସ୍କୃତି ଓ ପରମ୍ପରା।  ପାନ ଖାଇବା ହେଉଛି ଓଡିଆଙ୍କ ଅଭ୍ୟାସ । ଶ୍ରୀମନ୍ଦିରରେ ବି ପାନର ପ୍ରଚଳନ ଅଛି । ବାହାଘର ଓ ପୂଜା ପାର୍ବଣରେ ବି ପାନ ଏକ ମୁଖ୍ୟ ଅଂଶ । କଡ଼ାଜର୍ଦ୍ଦା, ଚଉଷଠୀ ମସଲା ଗୁଣ୍ଡି।  କେବେ ହାଲକା ତ କେବେ କଡ଼ା । ଖଇର ମାର୍କା ପାନ କଳରେ ଜାକି ମସଲାଦାର କଥାକୁହନ୍ତି ଓଡିଆ ।  ଯେହେତୁ ଓଡିଆଙ୍କ ଖାଦ୍ୟ ପରମ୍ପରାରେ ପାନ ମଧ୍ୟ ଗୁରୁତ୍ୱ ରଖେ। ତେଣୁ ଆମ ସାହିତ୍ୟ ଓ ସିନେମାରେ ବି ପାନର ବ୍ୟାଖ୍ୟାନ ପଢ଼ିବାକୁ ଓ ଦେଖିବାକୁ ମିଳେ ।

[vc_video link=" " align="center"]

ପାନ ଖାଉଥିବା ଲୋକ ଟିକେ ରସିକ ପ୍ରକୃତିର ବୋଲି ସମସ୍ତେ କହନ୍ତି।  କଥାଟା ପୂରା ମିଛ ବି ନୁହେଁ । ପାନ ଖାଉଥିବା ଲୋକର ଭେଜା ଖୋଲିଯାଏ ବୋଲି କେତେକ କହନ୍ତି । ତେଣୁ ଲୋକଟିର ମନ ପ୍ରଫୁଲ୍ଲ ହୋଇ ରହିଥାଏ।  ସେହିପରି କେତେକ କହନ୍ତି ପ୍ରେମ ସମ୍ପର୍କରେ ବି କାଳେ ପାନ ପରୋକ୍ଷ ଉପାଦାନ । ପାନକୁ ନେଇ ରହିଛି ଅନେକ ଉପମା ।  ଓଡ଼ିଆ ସିନେମାରେ ପାନକୁ ନେଇ ଅନେକ ସିକୁଏନ୍ସ ରହିଛି । ଏପରିକି ବହୁ ଗୀତ ମଧ୍ୟ ରହିଛି ।  ଦେଖନ୍ତୁ ‘ଓଡ଼ିଶା ରିପୋର୍ଟର’ର ଏହି ସ୍ପେଶାଲ ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos