ଟ୍ରେନ୍‌ରେ ଗୋଡ଼ କଟିଥିଲା, ଏବେ ଆଗଧାଡ଼ିର ସେଲିବ୍ରିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ କିଛି ବି କରିପାରେ। ସେମିତି କିଛି କରି ଉଦାହରଣ ପାଲଟିଛନ୍ତି ବିହାରର ଦେବ୍‌ ଶର୍ମା। ଦେବ୍‌ଙ୍କର ଦୁଇଟି ଯାକ ଗୋଡ ନାହିଁ, କିନ୍ତୁ ସେ ନାଚିପାରନ୍ତି। ଆଖିରେ ନ ଦେଖିଲେ ଆପଣ ହୁଏତ ଏ କଥା ବିଶ୍ୱାସ କରିପାରିବେନି। ହେଲେ ଦେବ୍‌ଙ୍କ ଏ କାରନାମା ଦେଖିଲେ ନିଶ୍ଚିତ ବିସ୍ମିତ ହେବେ। ଦେବ୍‌ଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କଲ୍‌ର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ […]

Untitled

Untitled

Biswobandita Swain
  • Published: Friday, 14 December 2018
  • Updated: 14 December 2018, 04:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି, ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ କିଛି ବି କରିପାରେ। ସେମିତି କିଛି କରି ଉଦାହରଣ ପାଲଟିଛନ୍ତି ବିହାରର ଦେବ୍‌ ଶର୍ମା। ଦେବ୍‌ଙ୍କର ଦୁଇଟି ଯାକ ଗୋଡ ନାହିଁ, କିନ୍ତୁ ସେ ନାଚିପାରନ୍ତି। ଆଖିରେ ନ ଦେଖିଲେ ଆପଣ ହୁଏତ ଏ କଥା ବିଶ୍ୱାସ କରିପାରିବେନି। ହେଲେ ଦେବ୍‌ଙ୍କ ଏ କାରନାମା ଦେଖିଲେ ନିଶ୍ଚିତ ବିସ୍ମିତ ହେବେ। ଦେବ୍‌ଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କଲ୍‌ର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ’ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟରେ’ ସେ ମୁନ୍‌ ୱାଲ୍କ(ନାଚ) କରି ଦେଖାଇଥିଲେ। ଯାହାକୁ ଦେଖି ସାରା ବିଶ୍ୱ ଏଇ ଭିନ୍ନକ୍ଷମ ଜଣକ ଅଦ୍‌ଭୁତ୍‌ କଳା କୌଶଳ ଦେଖି ଚକିତ ହୋଇଥିଲା।
କିଏ ଏହି ଦେବ୍‌: ୨୨ବର୍ଷୀୟ ଦେବ୍‌ ବିହାରର ବେଗୁସ୍‌ରାଇ ଜିଲ୍ଲାର ଧାକ୍‌ଜାରି ଗାଁରେ ଜନ୍ମ ଗ୍ରହଣ କରିଥିଲେ। ବାପାଙ୍କ ନାଁ ରାଜକୁମାର ମିଶ୍ର ଏବଂ ମାଆ ବନ୍ଦନା ଦେବୀ। ଦେବ୍‌ ୬ମାସର ହୋଇଥିଲା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ୩ ଭାଇ ଭଉଣୀଙ୍କ ମଧ୍ୟରେ ଦେବ୍‌ ଥିଲେ ସବା ସାନ। ସ୍ୱାମୀଙ୍କ ମୃତ୍ୟୁ ପରେ ବନ୍ଦନା ୩ ସନ୍ତାନଙ୍କର ଲାଳନ ପାଳନ ପାଇଁ ଅନେକ ପରିଶ୍ରମ କରିଛନ୍ତି। କେତେବେଳ ବିଲରେ ଚାଷ କରିଛନ୍ତି ତ କେତେବେଳେ ଦିନ ମଜୁରି କରି ପିଲାଙ୍କ ତୁଣ୍ଡକୁ ଆହାର ଯୋଗାଇଛନ୍ତି।

ବନ୍ଦନା ନିଜେ ଭୋକିଲା ଶୋଇଛନ୍ତି, କିନ୍ତୁ ପିଲାମାନଙ୍କୁ କେବେ ଖାଲି ପେଟରେ ରଖି ନାହାନ୍ତି। ମାଆଙ୍କର ଅବସ୍ଥା ଏବଂ ଘରର ଆର୍ଥିକ ପରିସ୍ଥିତି ଦେଖି ଦେବ୍‌ ୫ବର୍ଷ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲେ। ବିଲକୁ ଯାଇ ସେ ମାଆଙ୍କୁ କାମ କରିବାରେ ସାହାଯ୍ୟ କରୁଥିଲେ।  ଆର୍ଥିକ ସଙ୍କଟ ପାଇଁ ଦେବ୍‌ ସ୍କୁଲ୍‌ ଯାଉ ନ ଥିଲେ।

୨୦୧୫ ଜୁନ୍‌୧ ତାରିଖରେ ଦେବ୍‌ ଠିକାଦାରୀ କରିବା ପାଇଁ ହାଇଦ୍ରାବାଦ୍‌ ବାହାରିଲେ। କିନ୍ତୁ ସେ ଜାଣି ନ ଥିଲା, ଏହି ଟ୍ରିପ୍‌ ତାଙ୍କ ଜୀବନର ମୋଡ଼ ବଦଲେଇଦେବ।
କ’ଣ ହୋଇଥିଲା ସେଦିନ : ହାଇଦ୍ରାବାଦ୍‌ ଯିବାକୁ ଦେବ୍‌ ଟ୍ରେନ୍‌ରେ ଚଢିବାକୁ ପ୍ରତୀକ୍ଷା କରିଥାନ୍ତି। ବରଉଣୀ ଷ୍ଟେସନ୍‌ରେ ଲାଗିବାକୁ ମାତ୍ର ଦଶ ହାତ ଦୂରରେ ଥାଏ ଟ୍ରେନ୍‌। ଅନ୍ୟ ଲୋକମାନଙ୍କ ପରି ଦେବ୍‌ ବି ଟ୍ରେନରେ ଚଢିବାକୁ ଠିଆ ହୋଇଥାନ୍ତି। ଏତିକି ବେଳେ ଗହଳି ଭିତରୁ କେହି ଜଣେ ଅଜଣାତରେ ଦେବ୍‌ଙ୍କୁ ଧକ୍କା ଦେଇଦେଲା। ଦୁର୍ଭାଗ୍ୟବଶତଃ ଦେବ୍‌ ଯାଇ ରେଲୱେ ଟ୍ରାକ୍‌ରେ ପଡ଼ିଲେ। ମାଡ଼ିଗଲା ଟ୍ରେନ୍‌। ଆଉ କଟିଗଲା ୨ଟିଯାକ ଗୋଡ଼।

ଦେବ୍‌ କୁହନ୍ତି- “ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲି। ସାହାଯ୍ୟ ପାଇଁ ଚିତ୍କାର କରୁଥିଲି। କିନ୍ତୁ କେହି ମୋ ଦେହରେ ହାତ ଦେଉ ନ ଥିଲେ, କି ସେ ଯନ୍ତ୍ରଣାରୁ ଉଦ୍ଧାର କରୁ ନ ଥିଲେ। ମୁଁ ଯେତେବେଳେ ଭାବିଲି ସ୍ଥିତିକୁ ସୁଧାରି ହେବ। ସେତେବେଳେ ଆଉ ଏକ ଟ୍ରେନ୍‌ ଆସି ମୋ ଗୋଡ଼ ଉପରେ ଚଢ଼ିଗଲା। ଅବଶ୍ୟ ସେତବେଳକୁ ମୋ ଗୋଡ଼ କଟି ସାରିଥିଲା। ଏଣୁ ମୁଁ ଟ୍ରାକ୍‌ରେ ପଡ଼ି ରହିଥାଏ। ପୂରାପୂରି ନିରୂପାୟ। ମୋ ଉପର ଦେଇ ଚାଲିଗଲା ଟ୍ରେନ୍‌। ଦ୍ୱିତୀୟ ଟ୍ରେନ ଯିବା ପରେ କିଛି ଲୋକ ମତେ ଟ୍ରାକ୍‌ରୁ କାଢ଼ି ପ୍ଲାଟଫମ ଉପରେ ଛାଡିଦେଲେ। ମୁଁ ଦୀର୍ଘ ୩ଘଣ୍ଟା ଧରି ସେଠାରେ ଯନ୍ତ୍ରଣାରେ ଚିତ୍କାର କରୁଥିଲି। ମୋର ଜଣେ ବନ୍ଧୁ ଆସି ମତେ ହସ୍ପିଟାଲ୍‌ ନେଲେ।”

ଦୁର୍ଘଟଣାର ୬ଘଣ୍ଟା ପରେ ଦେବ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ ଦେବ୍‌। ତାଙ୍କ ଦେହରୁ ସବୁ ରକ୍ତ ଚାଲିଯାଇଥିବାରୁ ବଞ୍ଚେଇବା ବହୁତ କଷ୍ଟ ବୋଲି କହିଲେ ଡାକ୍ତର । କିନ୍ତୁ ବଡ଼ ଭାଇଙ୍କ ଆର୍ଥିକ ସାହାଯ୍ୟରେ ସୁସ୍ଥ ହୋଇଗଲେ ଦେବ୍‌। ଘରକୁ ଫେରିଲେ।

ହେଲେ ପୁଣି ଆଘାତ ପାଇଲେ ଦେବ୍‌। ଏଥର ଦେହକୁ ନୁହେଁ ତାଙ୍କ ମନକୁ ବାଧିଲା।

ଦେବ୍‌ଙ୍କ କହିବା ଅନୁଯାୟୀ ତାଙ୍କୁ ଦୁଃଖ ଗୋଡ଼ କଟିଯିବା ପାଇଁ ନ ଥିଲା ବରଂ, ଭାଇଙ୍କ କଥାରେ ସେ ଭାଙ୍ଗି ପଡ଼ିଥିଲେ।

ତାଙ୍କ ବଡ଼ଭାଇ କହିଥିଲେ, ‘ତୁ ବଞ୍ଚିବୁ ତ ମୋ ଦାନରେ, ମରିବୁ ତ ମୋ ଦାନରେ’।

ଏହି କଥା ତାଙ୍କୁ ଅଘାତ ଦେଇଥିଲା। ଏହାପରେ ଦେବ୍‌ ଆଉ କାହା ଉପରେ ନିର୍ଭରଶୀଳ ନ ହେବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ଠିକ୍‌ ହେବା ପରେ ସେ ମୁମ୍ବାଇ ଆସିଗଲେ। ସେଠାରେ ସେ ବଡ଼ ବଡ଼ କଳାକାରଙ୍କ ଘର ସାମ୍ନାରେ ଠିଆ ହୋଇ କାମ ମାଗିଲେ। କିନ୍ତୁ ତାଙ୍କୁ କେହି ସୁଯୋଗ ଦେଲେ ନାହିଁ।
ସାଥ୍‌ ଦେଲା ଭାଗ୍ୟ
ଦିନେ ତାଙ୍କର ଭେଟ ହେଲା ଗହଣା ଡିଜାଇନରର୍‌ ଫାର ଅଲି ଖାନ୍‌ଙ୍କ ସହ। ଦେବ୍‌ ତାଙ୍କ ସହ ଭେଟ ହେବାପରେ ତାଙ୍କ କାହାଣୀ କହିଥିଲେ ଓ କାମ ମାଗିଥିଲେ। ଫାରା ସଙ୍ଗେ ସଙ୍ଗେ ତାଙ୍କୁ କାମ ଦେବା ସହ ତାଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଆଜି ଦେବ୍‌ ଆର୍ଟିଫିସିଆଲ୍‌ ଗୋଡ ମାଧ୍ୟମରେ ଠିଆ ହୋଇପାରୁଛନ୍ତି।
ଦେବ୍‌ଙ୍କୁ ନାଚିବାର ବହୁତ୍‌ ଇଚ୍ଛା ଥିଲା। ଫାରାଙ୍କ ପାଖରେ କାମ କରୁଥିବା ସମୟରେ ଦିନେ ତାଙ୍କ ଭେଟ ହୋଇଥିଲା ଡ୍ୟାନ୍ସ ଇନ୍‌ଷ୍ଟ୍ରକ୍ଟର ବିଶାଲ୍‌ ପାସ୍‌ୱାନ୍‌ଙ୍କ ସହ। ଦେବ୍‌ ତାଙ୍କଠୁ କିଛି ଡ୍ୟାନ୍ସ ମୁଭ୍‌ ଶିଖିଥିଲେ। ଏବଂ ବିଭିନ୍ନ ଷ୍ଟେଜ୍‌ରେ ନାଚିବା ପରେ ଦିନେ ସେ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେଣ୍ଟ’କୁ ଯାଇ ଅଡ଼ିସନ୍‌ ଦେଇଥିଲେ। ତାଙ୍କ ନାଚ ଦେଖି ଉକ୍ତ ଶୋ’ର ଜଜ୍, କରନ୍‌ ଜୋହର, ମଲାଇକା ଆରୋରା ଖାନ୍‌ ଏବଂ କୀରନ୍‌ ଖେର୍‌ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ସେବେଠାରୁ ସେ ପାଲଟିଛନ୍ତି ଭିନ୍ନକ୍ଷମମାନଙ୍କ ପାଇଁ ଆଇକନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story