ଯେଉଁଠି ଗୁରୁ ଶିଷ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ
ପିପିଲି: ଗୁରୁ ଶିଷ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଗୁରୁ ଶିଷ୍ୟର ସର୍ବଦା ନମସ୍ୟ। ଆଉ ଗୁରୁ ଶିଷ୍ୟର ଏହି ସମ୍ପର୍କକୁ ଆହୁରି ସୁଦୃଢ କରେ ଗୁରୁଦିବସର ପରମ୍ପରା। ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସକୁ ସାରା ଦେଶ ଗୁରୁଦିବସ ରୂପେ ପାଳନ କରିଥାଏ । ଏହି ଦିନ ଶିଷ୍ୟମାନେ ଗୁରୁଙ୍କୁ ଈଶ୍ୱର ଭଳି ପୂଜାର୍ଚ୍ଚନା କରନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ପିପିଲିଠାରେ ଅବସ୍ଥିତ ବିବେକାନନ୍ଦ ଗୁରୁକୁଳ ଆଶ୍ରମରେ। ଗରୁପୂଜାର ସ୍ୱତନ୍ତ୍ର ପରମ୍ପରା ଏଠାରେ ଦେଖିବାକୁ ମିଳେ। ନିଜର ଘର ଦ୍ୱାର ଛାଡ଼ି ପିଲାମାନେ ଏଠାକୁ ପାଠ ପଢିବାକୁ ଆସିଛନ୍ତି। ନୀତି ନିୟମ ମଧ୍ୟରେ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏମାନେ ଜ୍ଞାନଲୋକ ପାଇବା ପାଇଁ ଚେଷ୍ଟା କରୁଛନ୍ତି।
୧୯୮୯ ମସିହାରେ ମାତ୍ର ୧୫ଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛାତ୍ରାବାସରେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପିଲାଏ ଆସି ଅଧ୍ୟୟନ କରୁଛନ୍ତି। କେବଳ ପାଠପଢା ନୁହେଁ ଏଠି ଛାତ୍ରଙ୍କୁ ବିଭିନ୍ନ ନୈତିକ ଶିକ୍ଷା ମଧ୍ୟ ଦିଆଯାଇଥାଏ। ପିଲାର ଶାରୀରିକ, ମାନସିକ ତଥା ପୂର୍ଣ୍ଣାଙ୍ଗ ରୂପରେ କିପରି ଉନ୍ନତି ଘଟିବ ଓ ପିଲାଟି କିପରି ଜଣେ ଭଲ ମଣିଷ ହୋଇ ଦେଶ ସେବା କରିବ  ସେଥିପାଇଁ ଆଶ୍ରମର ଗୁରୁମାନେ ଲାଗିପଡ଼ିଥାନ୍ତି।
ଏଥିପାଇଁ ଶିଷ୍ୟମାନେ ଗୁରୁଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ ଭୂଲି ନାହାଁନ୍ତି। ଖାସ୍ ସେଇଥିଲାଗି ଗୁରୁ ଦିବସ ଦିନ ଆଶ୍ରମର ପରିବେଶ ଉତ୍ସବ ମୁଖରିତ ହୋଇଉଠେ। ଏହିଦିନ ଛାତ୍ରମାନେ ଗୁରୁଙ୍କୁ ଇଶ୍ୱର ଭଳି ବନ୍ଦାପନା କରିଥାନ୍ତି ଏବଂ ଗୁରୁଙ୍କ ଠାରୁ ଆର୍ଶୀବାଦ ମଧ୍ୟ ନେଇଥାନ୍ତି। କାରଣ ଏମାନେ ଗୁରୁ ଶିଷ୍ୟ ସମ୍ପର୍କର ମହତ୍ତ୍ୱକୁ ବୁଝି ସାରିଛନ୍ତି। ଏବଂ ବୁଝିସାରିଛନ୍ତି ଯେ ଶିଷ୍ୟର ଜୀବନରେ ଗୁରୁଙ୍କ ଅବଦାନ ପାଇଁ ଏମାନେ ତାଙ୍କ ନିକଟରେ ଚିର ଋଣୀ।
https://www.youtube.com/watch?v=vSA83Q8bv3w
Ordigital Desk
• Published: Tuesday, 05 September 2017
• Updated: 05 September 2017, 09:54 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos