କର୍ମଚାରୀଙ୍କ ପାଇଁ ମାଲିକ ଭଗବାନ ସଦୃଶ୍ୟ: ତାରକା ହୋଟେଲ୍‌ରେ ଖାଇବା ସାଙ୍ଗକୁ ସୁନା ମୁଦି ଉପହାର ଦେଉଛନ୍ତି    

ଅନେକ ସମୟରେ କମ୍ପାନୀର ମାଲିକ କର୍ମଚାରୀଙ୍କ ଉପରେ ବିରକ୍ତ ହୁଅନ୍ତି। ବିରକ୍ତି ଭାବ ଯୋଗୁଁ କର୍ମଚାରୀଙ୍କ ମନ ବଳ ଭାଙ୍ଗିଯାଏ ଓ କାମ କାମ କରିବାକୁ ଇଚ୍ଛା ହୁଏନାହିଁ। କିନ୍ତୁ ଏମିତି ଜଣେ  ମାଲିକ ଅଛନ୍ତି ଯିଏ ତାଙ୍କ କର୍ମଚୀଙ୍କୁ ଖୁବ ଭଲ ପାଆନ୍ତି। ଖାଲି ସେତିକି ନୁହେଁ କାମ ଠାରୁ ଅଧିକ ଦରମା ଦେବା ସହିତ ମୂଲ୍ୟବାନ ଉପହାର ବି ଦିଅନ୍ତି। ଏହା ଶୁଣି ଆପଣ ଭାବୁଥିବେ କିଏ ସେହି ମାଲିକ। ଆମେ କହୁଛୁ ହାଇଦ୍ରାବାଦର […]

Chicago_tea master

Chicago_tea master

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 09:29 PM IST

Sports

Latest News

ଅନେକ ସମୟରେ କମ୍ପାନୀର ମାଲିକ କର୍ମଚାରୀଙ୍କ ଉପରେ ବିରକ୍ତ ହୁଅନ୍ତି। ବିରକ୍ତି ଭାବ ଯୋଗୁଁ କର୍ମଚାରୀଙ୍କ ମନ ବଳ ଭାଙ୍ଗିଯାଏ ଓ କାମ କାମ କରିବାକୁ ଇଚ୍ଛା ହୁଏନାହିଁ। କିନ୍ତୁ ଏମିତି ଜଣେ  ମାଲିକ ଅଛନ୍ତି ଯିଏ ତାଙ୍କ କର୍ମଚୀଙ୍କୁ ଖୁବ ଭଲ ପାଆନ୍ତି। ଖାଲି ସେତିକି ନୁହେଁ କାମ ଠାରୁ ଅଧିକ ଦରମା ଦେବା ସହିତ ମୂଲ୍ୟବାନ ଉପହାର ବି ଦିଅନ୍ତି। ଏହା ଶୁଣି ଆପଣ ଭାବୁଥିବେ କିଏ ସେହି ମାଲିକ। ଆମେ କହୁଛୁ ହାଇଦ୍ରାବାଦର ଚା ବ୍ୟବସାୟୀ ସୁକୁମାରନଙ୍କ କଥା।

ହାଇଦ୍ରାବାଦରେ ସୁକୁମାରନଙ୍କ ରିହିଛି  ଏକ ଚାହା ଦୋକାନ। ଏହି ଛୋଟ ଦୋକାନରେ ଚାହା ସହିତ ଜଳଖିଆ ବି ତିଆରି ହେଉଛି। ସେଥିପାଇଁ ଅଲଗା ଅଲଗା କର୍ମଚାରୀ ରହିଛନ୍ତି। ସୁକୁମାରନ ତାଙ୍କ କର୍ମଚୀରଙ୍କୁ ଖୁବ ଭଲ ପାଆନ୍ତି ଓ ସେମାନଙ୍କର ଯେପରି କୌଣସି ଅସୁବିଧା ନ ହେଉ ସେଥିପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତି। ସେମାନଙ୍କ ରିହିବା ଖାଇବା ଫ୍ରି କରିବା ସହିତ ମାସ ନପୁରୁଣୁ ଦରମା ଦେବା ଓ ପ୍ରତି ବର୍ଷ ବୋନସ ଦରମା ଦିଅନ୍ତି। ପ୍ରତ୍ୟେକ କର୍ମଚାରୀଙ୍କୁ ପୋଷାକ କିଣିବା ପାଇଁ ବାର୍ଷିକ ୨୦୦୦ ଟଙ୍କା ଅଲଗା ଭତ୍ତା ଦିଅନ୍ତି। ଯେଉଁ କର୍ମଚାରୀ ବର୍ଷର ୩୦୦ ଦିନ କାମ କରନ୍ତି ସେମାନଙ୍କୁ ୨ ଗ୍ରାମର ସୁନାମୁଦି ଉପହାର ଦିଅନ୍ତି। ସେମାନଙ୍କ ମନ ଖୁସୀ କରିବା ପାଇଁ ତାରକା ହୋଟେଲରେ ମାଗଣାରେ ଖୁଆନ୍ତି। ୧୮୬୪ରେ ହୋଇଥିବା ଶ୍ରମିକ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ବିଗତ ୩୦ ବର୍ଷ ହେବ ସୁକୁମାରନ କର୍ମଚାରୀଙ୍କୁ ଏହି ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story