କେତେ ଭୟଙ୍କର ‘ମଦର୍‌ ଅଫ୍‌ ଅଲ୍‌ ବମ୍‌’: ଜାଣନ୍ତୁ ଜନ୍ମ ଜାତକ

ୱାଶିଂଟନ୍‌:  ଆଫଗାନିସ୍ତାନରେ ଆଇଏସ୍‌ଆଇଏସ୍‌ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଆମେରିକା । ଗତକାଲି ଆମେରିକା ସବୁଠାରୁ ବଡ଼ ନନ ନ୍ୟୁକ୍ଲିୟର ଜିବିୟୁ-୪୩ ବୋମାମାଡ଼ କରିଛି। ଏହି  ବୋମାକୁ ‘ମଦର ଅଫ୍‌ ଅଲ୍‌ ବମ୍‌’ ବା ସବୁ ବୋମାର ମା’ର ବୋଲି କୁହାଯାଉଛି। ପାକିସ୍ତାନ ସୀମାନ୍ତ ନଙ୍ଗରହର ପ୍ରଦେଶର ଆଚିନ୍‌ ଜିଲ୍ଲା ଅଞ୍ଚଳରେ ଏହି ବୋମାମାଡ଼ ହୋଇଛି। ଆଇଏସ୍‌ଆଇଏସ୍‌ର ଶିବିରକୁ ଟାର୍ଗେଟ କରି ବୋମାମାଡ଼ ହୋଇଛି।  ବୋମାର ଓଜନ ପ୍ରାୟ ୧୦ ହଜାର କିଲୋଗ୍ରାମ ହେବ।   […]

moab-new

moab-new

Rakesh Mallick
  • Published: Friday, 14 April 2017
  • Updated: 14 April 2017, 02:10 PM IST

Sports

Latest News

ୱାଶିଂଟନ୍‌:  ଆଫଗାନିସ୍ତାନରେ ଆଇଏସ୍‌ଆଇଏସ୍‌ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଆମେରିକା । ଗତକାଲି ଆମେରିକା ସବୁଠାରୁ ବଡ଼ ନନ ନ୍ୟୁକ୍ଲିୟର ଜିବିୟୁ-୪୩ ବୋମାମାଡ଼ କରିଛି। ଏହି  ବୋମାକୁ ‘ମଦର ଅଫ୍‌ ଅଲ୍‌ ବମ୍‌’ ବା ସବୁ ବୋମାର ମା’ର ବୋଲି କୁହାଯାଉଛି। ପାକିସ୍ତାନ ସୀମାନ୍ତ ନଙ୍ଗରହର ପ୍ରଦେଶର ଆଚିନ୍‌ ଜିଲ୍ଲା ଅଞ୍ଚଳରେ ଏହି ବୋମାମାଡ଼ ହୋଇଛି। ଆଇଏସ୍‌ଆଇଏସ୍‌ର ଶିବିରକୁ ଟାର୍ଗେଟ କରି ବୋମାମାଡ଼ ହୋଇଛି।  ବୋମାର ଓଜନ ପ୍ରାୟ ୧୦ ହଜାର କିଲୋଗ୍ରାମ ହେବ।

                                    ‘ଆମେରିକା ଏହାର ନାମ କାହିଁକି ରଖିଛି ‘ମଦର ଅଫ୍‌ ଅଲ୍‌ ବମ୍‌’?

୧-ମଦର ଅଫ୍‌ ଅଲ୍‌ ବମ୍‌’ ଶତ୍ରୁଙ୍କୁ ମାନସିକସ୍ତରରେ ଭୟଭୀତ କରିବା ପାଇଁ ବ୍ୟବହାର କରାଯାଇଥାଏ। ଏହି ବୋମାକୁ ଆମେରିକା ଗତକାଲି ଆଫଗାନିସ୍ତାନରେ ପକାଇଥିଲା। ଏହାପୂର୍ବରୁ ଆମେରିକା କେଉଁ ଦେଶ ଉପରେ ଏହାକୁ ବ୍ୟବହାର କରି ନଥିଲା।  ଏହି  ବୋମାଟି ଆଫାଗାନିସ୍ତାନର ଯେଉଁଠି ପଡ଼ିଥିଲା ସେଠାରେ ୩୦୦ ମିଟର ଗଭୀରର ଏକ ଗାତ ସୃଷ୍ଟି ହୋଇଛି।

୨-‘ମଦର ଅଫ୍‌ ଅଲ୍‌ ବମ୍‌’ରେ ଜାଲିଜାଲି ପଙ୍ଖା ଥାଏ।  ବୋମାଟିକୁ  ପକାଯିବା ପରେ ଏହି ପଙ୍ଖା ବାୟୁମଣ୍ଡଳରେ ତା’ର ଓଜନକୁ ନିୟନ୍ତ୍ରିତ କରେ। ବୋମାଟି ବଡ଼ ଥିବାରୁ ଏହାକୁ  ବିମାନ ଦ୍ୱାରା ତଳକୁ ପକାଯାଇଥାଏ। ବୋମଟିକୁ ବିମାନରୁ ପାରାଚୁଟ୍‌  ଦ୍ୱାରା ବାହାରକୁ ବାହାର କରାଯାଇଥାଏ। ଶତ୍ରୁ ଦେଶକୁ ଟାର୍ଗେଟ କରି ବୋମା ପକାଯାଇଥାଏ।

୩-ଏହି ବମ୍‌ଟି  ମାଟିରୁ ୬ ଫୁଟ ଉଚ୍ଚରୁ ଫାଟି ଯାଇଥାଏ। ଫଳରେ ଅଧିକ କ୍ଷୟକ୍ଷତି ହୋଇଥାଏ।afghan-bomb-

୪-ଶତ୍ରୁ ପକ୍ଷରେ ଥିବା ସୈନ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଏହି ବୋମା ବ୍ୟବହାର କରାଯାଇଥାଏ।

୫- ମାର୍ଚ୍ଚ ୨୦୦୩ ଅର୍ଥାତ ଇରାକ ଯୁଦ୍ଧର କିଛି ଦିନ ପୂର୍ବରୁ ଏହାକୁ ପରୀକ୍ଷା କରାଯାଇଥିଲା। କିନ୍ତୁ କେଉଁ ଦେଶ ଉପରେ ବ୍ୟବହାର କରାଯାଇନଥିଲା।  ଆଫଗାନିସ୍ତାନ ଉପରେ ପ୍ରଥମ ଥର ଏହାକୁ ବ୍ୟବହାର କରାଯାଇଛି। ସେହିପରି ଋଷ ପାଖରେ ମଧ୍ୟ ଏକ ଶକ୍ତିଶାଳୀ ବୋମା ରହିଛି। ଯାହାର ନାଁ ‘ଫାଦର ଅଫ୍‌ ଅଲ୍‌ ବମ୍‌ ବୋଲି କୁହାଯାଉଛି।

୬-ମଦର ଅଫ୍‌ ଅଲ୍‌ ବମ୍‌’ର ଲମ୍ବ ୩୦ ମିଟର, ଚଉଡ଼ା ୪୦ ଇଞ୍ଚ  ଓ  ଓଜନ ୯,୫୦୦ କିଲୋଗ୍ରାମ। ଆମେରିକା ହିରୋସୀମା ଉପରେ ପକାଇଥିବା ପରମାଣୁ  ବୋମା ଠାରୁ ଏହାର ଓଜନ ଅଧିକ।

୭-ବୋମାଟି ଶତ୍ରୁଦେଶ ଉପରେ ପକାଇବା ଦ୍ୱାରା ବଡ଼ ଶବ୍ଦ ହୋଇଥାଏ ଓ ଏହାସହ କ୍ଷୟକ୍ଷତି ଘଟିଥାଏ। ଏହା ନ୍ୟୁକ୍ଲିୟର ବମ୍‌ ହୋଇ ନଥିବାରୁ  ଏଥିରୁ ରେଡିଏସନ ହୋଇ ନ ଥାଏ।

୮-ବମ୍‌ଟି ଯେଉଁଠି ପଡ଼ିଥାଏ,  କିଛି ସେକେଣ୍ଡ ମଧ୍ୟରେ ସେହି ସ୍ଥାନରେ ବଡ଼ ସୁଡଙ୍ଗ ସୃଷ୍ଟି ହୋଇଥାଏ। ଫଳରେ କିଛି ସମୟ ଭିତରେ ସେଠାରେ ଅମ୍ଳଜାନ  ସରିଯାଇଥାଏ। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ବମଟିରୁ ତୀବ୍ର ଆଲୋକ ନିର୍ଗତ ହୋଇଥାଏ।  ଏହି ଆଲୋକ ଯେଉଁ ଜିନିଷ ଉପରେ ପଡ଼େ  ତାହା କ୍ଷତି ହୋଇଥାଏ। ବୋମାର ଶବ୍ଦ  ଏତେ ମାତ୍ରା ଥାଏ ଯେ  ଏହା ଲୋକଙ୍କ କାନରୁ ରକ୍ତ ବାହାର କରିଦେଇଥାଏ। କିଛି  ଲୋକ ମଧ୍ୟ ମରିଯାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story