ପରିସ୍ରା ପାଇଁ ଶୌଚାଳୟ ଯାଉଛନ୍ତି: ହୁସିଆର, ପଡିଯାଇ ପାରନ୍ତି ମହିଳା କଇଁଛିଧାରୀଙ୍କ ହାବୁଡ଼ରେ

ମଣିଷ ବହୁତ ପ୍ରକାର ରୋମାଞ୍ଚ କର ଘଟଣା ସୃଷ୍ଟି କରିବାରେ ଧୂରନ୍ଦର। ଏପରି ଘଟଣା ସୃଷ୍ଟି କରିବା ଓ ଏଥିରୁ ମଜା ନେବା ଅବଶ୍ୟ ନିଆରା। ଆଜି ଆମେ ଏପରି ଏକ ରୋମାଞ୍ଚଭରା ପରିସ୍ରାଗାର କଥା କହିବାକୁ ଯାଉଛି, ଯେଉଁଠିକୁ କୌଣସି ପୁରୁଷ ଗଲେ ୧୦୦ ଥର ଚିନ୍ତା କରିବ। କାରଣ ଏଠାରେ ଆପଣଙ୍କୁ ଜଗିଥିବେ କଇଁଚିଧାରୀ ମହିଳା।

[vc_video link="" align="center"]

ଲୋନାୱାଲାର ‘ଡେଲା ଏଡଭେଞ୍ଚର ରିସୋର୍ଟ’ରେ ନିର୍ମାଣ କରାଯାଇଛି ଏପରି ପରିସ୍ରାଗାର। ଯେଉଁଠି ପରିସ୍ରା କରିବାକୁ ଜଣେ ପୁରୁଷ ଚିନ୍ତାରେ ପଡ଼ିଯିବ। ତଥାପି ଏଠାରେ ପରିସ୍ରା କରିବାର ରୋମାଞ୍ଚ ଅତ୍ୟନ୍ତ ନିଆରା। କାରଣ ଏଠାରେ ପରିସ୍ରା କରିବା ବେଳେ ମହିଳାଙ୍କ ନଜରରେ ରହିଥାନ୍ତି ପୁରୁଷ। ତେଣୁ ବିପଦ ସତ୍ତ୍ୱେ ବହୁ ପୁରୁଷ ଏଠାରେ ପରିସ୍ରା କରିଥାନ୍ତି।

ଆପଣ ଭାବୁଥିବେ ଜଣେ ପୁରୁଷ ପରିସ୍ରା କରିବା ବେଳେ ସେଠାରେ ମହିଳାଙ୍କ ଉପସ୍ଥିତି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ। ହେଲେ ପ୍ରକୃତ କଥା ହେଲା ଏହି ପରିସ୍ରାଗାରରେ ବାସ୍ତବରେ ମହିଳାମାନେ ଛିଡା ହୋଇ ନଥାନ୍ତି। ପରଦାରେ ରହିଥାନ୍ତି ଏହି ମହିଳାମାନେ। ମଜାଦାର କଥା ହେଲା ପରାଦରେ ଥିବା ଏହି ମହିଳାଙ୍କ ମଧ୍ୟରୁ କାହା ହାତରେ କଇଁଚି ଥାଏ ତ ଆଉ ହାତରେ ଥାଏ ଛାଡୁ। ଆଉ କେଉଁଠି ମହିଳାମାନେ ଆପଣଙ୍କ ଆଡକୁ ଅନାଇ ହସୁଥିବାର ଦୃଶ୍ୟ।

Ordigital Desk
• Published: Sunday, 09 July 2017
• Updated: 09 July 2017, 11:30 AM IST

Sports

Latest News

ମଣିଷ ବହୁତ ପ୍ରକାର ରୋମାଞ୍ଚ କର ଘଟଣା ସୃଷ୍ଟି କରିବାରେ ଧୂରନ୍ଦର। ଏପରି ଘଟଣା ସୃଷ୍ଟି କରିବା ଓ ଏଥିରୁ ମଜା ନେବା ଅବଶ୍ୟ ନିଆରା। ଆଜି ଆମେ ଏପରି ଏକ ରୋମାଞ୍ଚଭରା ପରିସ୍ରାଗାର କଥା କହିବାକୁ ଯାଉଛି, ଯେଉଁଠିକୁ କୌଣସି ପୁରୁଷ ଗଲେ ୧୦୦ ଥର ଚିନ୍ତା କରିବ। କାରଣ ଏଠାରେ ଆପଣଙ୍କୁ ଜଗିଥିବେ କଇଁଚିଧାରୀ ମହିଳା।

[vc_video link="" align="center"]

ଲୋନାୱାଲାର ‘ଡେଲା ଏଡଭେଞ୍ଚର ରିସୋର୍ଟ’ରେ ନିର୍ମାଣ କରାଯାଇଛି ଏପରି ପରିସ୍ରାଗାର। ଯେଉଁଠି ପରିସ୍ରା କରିବାକୁ ଜଣେ ପୁରୁଷ ଚିନ୍ତାରେ ପଡ଼ିଯିବ। ତଥାପି ଏଠାରେ ପରିସ୍ରା କରିବାର ରୋମାଞ୍ଚ ଅତ୍ୟନ୍ତ ନିଆରା। କାରଣ ଏଠାରେ ପରିସ୍ରା କରିବା ବେଳେ ମହିଳାଙ୍କ ନଜରରେ ରହିଥାନ୍ତି ପୁରୁଷ। ତେଣୁ ବିପଦ ସତ୍ତ୍ୱେ ବହୁ ପୁରୁଷ ଏଠାରେ ପରିସ୍ରା କରିଥାନ୍ତି।

ଆପଣ ଭାବୁଥିବେ ଜଣେ ପୁରୁଷ ପରିସ୍ରା କରିବା ବେଳେ ସେଠାରେ ମହିଳାଙ୍କ ଉପସ୍ଥିତି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ। ହେଲେ ପ୍ରକୃତ କଥା ହେଲା ଏହି ପରିସ୍ରାଗାରରେ ବାସ୍ତବରେ ମହିଳାମାନେ ଛିଡା ହୋଇ ନଥାନ୍ତି। ପରଦାରେ ରହିଥାନ୍ତି ଏହି ମହିଳାମାନେ। ମଜାଦାର କଥା ହେଲା ପରାଦରେ ଥିବା ଏହି ମହିଳାଙ୍କ ମଧ୍ୟରୁ କାହା ହାତରେ କଇଁଚି ଥାଏ ତ ଆଉ ହାତରେ ଥାଏ ଛାଡୁ। ଆଉ କେଉଁଠି ମହିଳାମାନେ ଆପଣଙ୍କ ଆଡକୁ ଅନାଇ ହସୁଥିବାର ଦୃଶ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos