୬ ଦୁର୍ଦ୍ଦାନ୍ତ ଲେଡି ଆଇପିଏସ୍: କିଏ ବିଧାୟକଙ୍କୁ ଚାପୁଡ଼ା ମାରିଛନ୍ତି, ତ କିଏ ଉଗ୍ରବାଦୀଙ୍କୁ ଦେଇଛନ୍ତି ଜବାବ

ସମୟ ବଦଳିଛି। ଏକବିଂଶ ଶତାବ୍ଦୀରେ ଆମେ ପାଦ ଦେଇଛନ୍ତି। ସମୟ ‍ବଦଳିବା ସଙ୍ଗେ ସଙ୍ଗେ ବଦଳିଛି ଲୋକଙ୍କର ମାନସିକତା । ପୁରୁଷ ପ୍ରଧାନ ଦେଶରେ ଏବେ ଦେଖିବାକୁ ମିଳୁଛି ମହିଳାମାନଙ୍କ ଜଲୱା। ଘରର ଏରୁଣ୍ଡି ବନ୍ଧ ଡେଇଁ ଭାରତୀୟ ମହିଳା ଏବେ ଆକାଶରେ ଉଡିବା ଶିଖିଲେଣି। ବିଭିନ୍ନ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ପକାଇ ଆଗକୁ ବଢିଲେଣି ମହିଳା। ଏହାର ଜଳ୍ୱନ୍ତ ଉଦାହରଣ ହେଉଛି, ପ୍ରଶାସନିକ କ୍ଷେତ୍ରରେ ଭାରତୀୟ ମହିଳାଙ୍କ ସଫଳତା । ଗତ କିଛିଦିନ ତଳେ ଉତ୍ତର […]

ips11

ips11

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 08:11 PM IST

Sports

Latest News

ସମୟ ବଦଳିଛି। ଏକବିଂଶ ଶତାବ୍ଦୀରେ ଆମେ ପାଦ ଦେଇଛନ୍ତି। ସମୟ ‍ବଦଳିବା ସଙ୍ଗେ ସଙ୍ଗେ ବଦଳିଛି ଲୋକଙ୍କର ମାନସିକତା । ପୁରୁଷ ପ୍ରଧାନ ଦେଶରେ ଏବେ ଦେଖିବାକୁ ମିଳୁଛି ମହିଳାମାନଙ୍କ ଜଲୱା। ଘରର ଏରୁଣ୍ଡି ବନ୍ଧ ଡେଇଁ ଭାରତୀୟ ମହିଳା ଏବେ ଆକାଶରେ ଉଡିବା ଶିଖିଲେଣି। ବିଭିନ୍ନ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ପକାଇ ଆଗକୁ ବଢିଲେଣି ମହିଳା। ଏହାର ଜଳ୍ୱନ୍ତ ଉଦାହରଣ ହେଉଛି, ପ୍ରଶାସନିକ କ୍ଷେତ୍ରରେ ଭାରତୀୟ ମହିଳାଙ୍କ ସଫଳତା । ଗତ କିଛିଦିନ ତଳେ ଉତ୍ତର ପ୍ରଦେଶରେ ଜଣେ ମହିଳା ପୋଲିସ ଅଫିସରଙ୍କ ସାହସ ଓ ବୀରତ୍ୱ ଦେଖିବାକୁ ମିଳିଥିଲା । ଟ୍ରାଫିକ ନିୟମ ଭାଙ୍ଗିଥିବା ଜଣେ ବିଜେପି ନେତାଙ୍କୁ ଠାରୁ ମହିଳା ପୋଲିସ ଅଫିସର ଶ୍ରେଷ୍ଠା ଠାକୁର ଚାଲାଣ କାଟିବାକୁ ନେଇ ଜୋରସୋର ପାଟିତୁଣ୍ଡ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ସେହିଭଳି କିଛି ଦବଙ୍ଗ ମହିଳା ପୋଲିସ ଅଫିସରଙ୍କ ବିଷୟରେ ଆସନ୍ତୁ ଜାଣିବା।

ସଂଯୁକ୍ତା ପାରସର: ଭାରତର ଜଣେ ଦବଙ୍ଗ ଲେଡି ପୋଲିସ ଅଫିସର ଭାବେ ସଂଯୁକ୍ତା ପାରସର ପରିଚିତ। ୨୦୦୬ ବ୍ୟାଚର ଏହି ଆଇପିଏସ୍‌ ଅଫିସରଙ୍କ ନାମ ଶୁଣିଲେ ବୋଡୋ ଉଗ୍ରବାଦୀଙ୍କ ଛାତିରେ ଛନକା ପଶିଯାଏ। ଆସାମର ସୋନିତପୁର ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ବେଳେ ୧୫ ମାସ ମଧ୍ୟରେ ସେ ୧୬ ବୋଡୋ ଉଗ୍ରବାଦୀଙ୍କ ଏନ୍‌କାଉଣ୍ଟର କରିଥିଲେ। ଏଥିସହିତ ୬୪ ଉଗ୍ରବାଦୀଙ୍କୁ ଗିରଫ କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ସେ ଆସାମର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ଭାବେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଛନ୍ତି।

ମୀରା ବୋରୱାନଙ୍କର: ୨୦୦୧ରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ପ୍ରଥମ ମହିଳା କମିସନର ଭାବେ ମୀରା ବୋରୱାନ ନିଯୁକ୍ତି ପାଇଥିଲେ। ସେ ତାଙ୍କ କାର୍ଯ୍ୟକାଳ ସମୟରେ ଜାଲଗାଓଁ ସେକ୍ସ ସ୍କାଣ୍ଡାଲ, ମୁମ୍ବାଇ ସିରିଏଲ ବମ୍‌ ବିସ୍ପୋରଣର ଅଭିଯୁକ୍ତ ଆବୁ ସାଲେମକୁ ଭାରତ ଆଣି ପୋଲିସ ବିଭାଗରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ଜଣେ ଆଇରନ୍‌ ଲେଡି ଭାବେ ଜଣାଶୁଣା ମୀରା। ୧୯୮୧ ମସିହା ବ୍ୟାଚର ଆଇପିଏସ୍‌ ଅଫିସର ମୀରାଙ୍କ ଜୀବନିକୁ ନେଇ ହିନ୍ଦୀ ଭାଷାରେ ମର୍ଦ୍ଦାନୀ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏବେ ପୁଣେ କ୍ରାଇମବ୍ରାଞ୍ଚରେ ସ୍ପେଶାଲ ଅଫିସର ଭାବେ କାର୍ଯ୍ୟରତ ମୀରା।

ରୁଭେଦା ସାଲାମ: ଆତଙ୍କବାଦୀଙ୍କ ଗୁଳିରେ କଶ୍କୀର ଅସ୍ଥିର ହୋଇ ଉଠୁଥିବା ବେଳେ ରୁଭେଦା ଆଇପିଏସ୍‌ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିଲେ। ଆଉ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ବହୁତ୍‌ କଠିନ ପରିଶ୍ରମ କରିଥିଲେ ରୁଭେଦା। କଶ୍ମୀରର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ହେବାର ସୋଭାଗ୍ୟ ଅର୍ଜନ କରିଥିଲେ ସେ। ପୋଲିସ୍‌ ସେବାରେ ଆସିବା ପୂର୍ବରୁ ସେ ଏମ୍‌ବିବିଏସ୍‌ ପାଠ ପଢା ଶେଷ କରିଥିଲେ। ହେଲେ ତାଙ୍କ ବାପା ତାଙ୍କୁ ଆଇଏଏସ୍‌ ଭାବେ ଦେଖିବାକୁ ଚାହୁଁଥିଲେ। ଆଉ ସେ ୨୦୧୩ରେ ବାପାଙ୍କ ସ୍ୱପ୍ନ ପୂରଣ କରିଥିଲେ। ଏବେ ସେ ଚେନ୍ନାଇର ଆସିଷ୍ଟାଣ୍ଡ ପୋଲିସ୍‌ କମିସନର ଭାବେ କାର୍ଯ୍ୟରତ।

ସୋନିଆ ନାରଙ୍ଗ: ଜଣେ ଦାୟିତ୍ୱବାନ, ନିର୍ଭୀକ ପୋଲିସ ଅଫିସର ଭାବେ ଜଣାଶୁଣା ସୋନିଆ ନାରଙ୍ଗ। ‘ଆଇନ ଆଗରେ ସମସ୍ତେ ସମାନ ଓ ଆଇନର ଉର୍ଦ୍ଧ୍ୱରେ କେହି ନୁହେଁ’ ଏହି ବିଶ୍ୱାସ ପାଇଁ ସେ ଚର୍ଚ୍ଚିତ। ୨୦୦୬ରେ ଏକ ଘଟଣା ଘଟିଥିଲା ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେତେବେଳେ ସେ କର୍ଣ୍ଣାଟକରେ ବିଜେପିର ବିଧାୟକ ରେଣୁକାଚାର୍ଯ୍ୟଙ୍କୁ  ଚାପୁଡା ମାରି ଚର୍ଚ୍ଚାର ପରିସରକୁ ଆସିଥିଲେ।  କିନ୍ତୁ ୨୦୧୩ରେ କଂଗ୍ରେସ ସରକାର ୧୬ ହଜାର କୋଟି ଖଣି ଦୁର୍ନୀତିର ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ୨୦୦୨ ମସିହା ବ୍ୟାଚର ଏହି ଆଇପିଏସ୍‌ ଅଫିସର କର୍ଣ୍ଣାଟକର ଦ୍ୱିତୀୟ ମହିଳା ପୋଲିସ କମିସନର ଭାବେ ନିଯୁକ୍ତି ପାଇଥିଲେ।

ସୋମ୍ୟା ଶାମ୍ବାଶିଭନ: ୨୦୦୯ ମସିହା ବ୍ୟାଚର ଦବଙ୍ଗ ଲେଡି ପୋଲିସ ଅଫିସର ସୋମ୍ୟା ଶାମ୍ବାଶିଭନ। ସ୍ୱଳ୍ପ ସମୟ ମଧ୍ୟରେ ସେ ଜଣେ ନିର୍ଭୀକ ଓ ପରାକ୍ରମୀ ପୋଲିସ ଭାବରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ। ଯେହେତୁ ସେ ଜଣେ ମହିଳା ତେଣୁ ମହିଳାଙ୍କୁ ସୁରକ୍ଷା ଦେବାକୁ ସେ ସର୍ବଦା ସାମ୍ନାକୁ ଆସୁଥିଲେ। ସେ ମୁଖ୍ୟତଃ ବିଭିନ୍ନ ଡ୍ରଗ ମାଫିଆ।କୁ ଟାଗେର୍ଟ କରୁଥିଲେ। ଏବେ ସେ ହିମାଚଳ ପ୍ରଦେଶର ଶ୍ରୀମୋରର ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି।

ସଙ୍ଗୀତା କାଳିଆ: ୨୦୦୯ ବ୍ୟାଚର ଆଇପିଏସ୍‌ ଅଫିସର ସଙ୍ଗୀତା କାଳିଆ। ଟେଲିଭିଜନର ଏକ ସିରିୟଲରୁ ସେ ଆଇପିଏସ୍  ହେବା ପାଇଁ ପ୍ରେରଣା ପାଇଥିଲେ। ୯୦ ଦଶକର ଉଡାନ ସିରିଏଲ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଏହି ସିରିଏଲରେ ଜଣେ ମହିଳା କିପରି କଷ୍ଟ କରି ଆଇପିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ତାହା ଦର୍ଶା ଯାଇଥିଲା। ଠିକ୍‌ ସିରିଏଲ ପରି ସଙ୍ଗିତାଙ୍କ କାହାଣୀ।  ଏକ ଗରିବ ପରିବାରରୁ ଆସିଛନ୍ତି ସେ। ତେବେ ଏକ ଘଟଣା ତାଙ୍କୁ ଲୋକଲୋଚନକୁ ଆଣିଥିଲା। ୨୦୧୫ରେ ସେ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ସହ ଯୁକ୍ତି କରି ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story