ପ୍ରଥମ ଦେଖାରେ କେଉଁ ରାଶିର ଲୋକେ ପ୍ରେମରେ ପଡ଼ନ୍ତି?

ପ୍ରଥମ ଦେଖାରେ ପ୍ରେମର ଅନୁଭୂତି ପୂରା ନିଆରା। ଏହି ପ୍ରେମ ବହୁତ ରୋମାଞ୍ଚକ। ତେବେ କୁହାଯାଏ ପ୍ରଥମ ଦେଖାରେ ପ୍ରେମ ସହିତ ବ୍ୟକ୍ତିର ରାଶିର ସଂପର୍କ ଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ପ୍ରଥମ ଦେଖାରେ ପ୍ରେମ ହୋଇଯାଏ। ରାଶିମାନଙ୍କ ଆରମ୍ଭ ହୋଇଥାଏ ମେଷ ରାଶିରୁ। ମେଷ ରାଶିର ଲୋକମାନେ ବହୁତ ଉତ୍ସାହୀ ଓ ଚଳଚଞ୍ଚଳ। ଏହି ରାଶିର ବ୍ୟକ୍ତିମାନଙ୍କୁ ସାଧାରଣତଃ ପ୍ରଥମ ଦେଖାରେ ପ୍ରେମ ହୋଇଥାଏ। ମେଷ ରାଶିର ପୁଅଙ୍କ ହୃଦୟ ବହୁତ […]

LOVESTRIP

LOVESTRIP

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 11:08 AM IST

Sports

Latest News

ପ୍ରଥମ ଦେଖାରେ ପ୍ରେମର ଅନୁଭୂତି ପୂରା ନିଆରା। ଏହି ପ୍ରେମ ବହୁତ ରୋମାଞ୍ଚକ। ତେବେ କୁହାଯାଏ ପ୍ରଥମ ଦେଖାରେ ପ୍ରେମ ସହିତ ବ୍ୟକ୍ତିର ରାଶିର ସଂପର୍କ ଥାଏ। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ପ୍ରଥମ ଦେଖାରେ ପ୍ରେମ ହୋଇଯାଏ।

ରାଶିମାନଙ୍କ ଆରମ୍ଭ ହୋଇଥାଏ ମେଷ ରାଶିରୁ। ମେଷ ରାଶିର ଲୋକମାନେ ବହୁତ ଉତ୍ସାହୀ ଓ ଚଳଚଞ୍ଚଳ। ଏହି ରାଶିର ବ୍ୟକ୍ତିମାନଙ୍କୁ ସାଧାରଣତଃ ପ୍ରଥମ ଦେଖାରେ ପ୍ରେମ ହୋଇଥାଏ। ମେଷ ରାଶିର ପୁଅଙ୍କ ହୃଦୟ ବହୁତ ବଡ଼। ତେଣୁ ସେମାନଙ୍କୁ କୌଣସି ଝିଅ ବେକାର ଲାଗନ୍ତି ନାହିଁ। ପ୍ରେମ କରିବା ସେମାନଙ୍କର ଏକ ଅଭ୍ୟାସ। ତେବେ ଏହି ରାଶିର ବ୍ୟକ୍ତିମାନଙ୍କ ଧୈର୍ଯ୍ୟ ନ ଥାଏ। ଏମାନେ ଖୁବ୍ ବ୍ୟାକୁଳ ପ୍ରକୃତିର ହୋଇଥାଆନ୍ତି। ବହୁତଶୀଘ୍ର ଯାହାକୁ ହେଲେ ବି ପସନ୍ଦ କରି ନିଅନ୍ତି। ପ୍ରେମ ପାଇଁ ସେମାନେ ସବୁ କିଛି କରନ୍ତି। ଧୈର୍ଯ୍ୟର ଅଭାବ ହେତୁ ପାର୍ଟନରଙ୍କ ସହିତ ଏମାନଙ୍କର କଥା କଥାରେ ଝଗଡ଼ା ହୋଇଥାଏ। ତେଣୁ ବାରମ୍ବାର ଏମାନଙ୍କ ହୃଦୟ ଭାଙ୍ଗେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story