ମାଙ୍କଡ଼ଙ୍କ ପାଇଁ ନିଜକୁ ସମର୍ପି ଦେଇଥିବା ମଣିଷ ‘ସ୍ୱପ୍ନିଲ୍‌’: ୧୦ ବର୍ଷ ଧରି ୫୦୦ ମାଙ୍କଡ଼ଙ୍କୁ ଦେଉଛନ୍ତି ଆହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୁହାଯାଏ ମାନବ ସେବା ହିଁ ମାଧବ ସେବା। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ମାନବ ସେବା ଗୌଣ ହୋଇ ଯାଉଥିବା ବେଳେ ପଶୁପକ୍ଷୀଙ୍କ କଥା କିଏ ପଚାରେ? ହେଲେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପାଇଁ ମାନବିକତାର ଦୀପ ଶିଖାଟିଏ ଆଜି ବି ଜଳେ। ଯାହାଙ୍କ ନିସ୍ୱାର୍ଥପର ସେବା ପାଇଁ ମଣିଷପଣିଆ ବଞ୍ଚିଛି। ଆଉ ସେହିମାନଙ୍କ ମଧ୍ୟରେ କିଛି ପଶୁପ୍ରେମୀ ମଧ୍ୟ ଅଛନ୍ତି।ଯାହାର ଆତ୍ମା ପଶୁପକ୍ଷୀଙ୍କ ପାଇଁ ଭାବେ । ଚିନ୍ତା ମଧ୍ୟ […]

puspa-final

puspa-final

Puspanjali Panda
  • Published: Wednesday, 31 October 2018
  • Updated: 31 October 2018, 02:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୁହାଯାଏ ମାନବ ସେବା ହିଁ ମାଧବ ସେବା। ହେଲେ ଆଜିର ସ୍ୱାର୍ଥପର ଦୁନିଆରେ ମାନବ ସେବା ଗୌଣ ହୋଇ ଯାଉଥିବା ବେଳେ ପଶୁପକ୍ଷୀଙ୍କ କଥା କିଏ ପଚାରେ? ହେଲେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପାଇଁ ମାନବିକତାର ଦୀପ ଶିଖାଟିଏ ଆଜି ବି ଜଳେ। ଯାହାଙ୍କ ନିସ୍ୱାର୍ଥପର ସେବା ପାଇଁ ମଣିଷପଣିଆ ବଞ୍ଚିଛି।

ଆଉ ସେହିମାନଙ୍କ ମଧ୍ୟରେ କିଛି ପଶୁପ୍ରେମୀ ମଧ୍ୟ ଅଛନ୍ତି।ଯାହାର ଆତ୍ମା ପଶୁପକ୍ଷୀଙ୍କ ପାଇଁ ଭାବେ । ଚିନ୍ତା ମଧ୍ୟ କରେ। ଆଉ ସେମାନଙ୍କର ସେବା କରି ନିଜେ ଆତ୍ମତୃପ୍ତି ଲାଭ କରେ। ସେମିତି ଜଣେ ନିଆରା ମଣିଷଟିଏ ହେଉଛନ୍ତି ରାଜସ୍ଥାନ ଏହମଦାବାଦର ସ୍ୱପ୍ନିଲ୍‌ ସୋନୀ। ଯିଏ ମାଙ୍କଡ଼ଙ୍କ ସେବା ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି। ସ୍ୱପ୍ନିଲ୍‌ ୧୦ ବର୍ଷ ଧରି ୫୦୦ ମାଙ୍କଡ଼ଙ୍କୁ ଆହାର ଦେଇ ଆସୁଛନ୍ତି।

ସ୍ୱପ୍ନିଲ୍‌ ହେଉଛନ୍ତି ହନୁମାନଙ୍କର ଜଣେ ପରମ ଭକ୍ତ। ତେଣୁ ମାଙ୍କଡ଼ ଦେଖିଲେ ତାଙ୍କ ଭିତରେ ଏକ ପ୍ରକାର ଭାବଭକ୍ତି ଆସିଯାଏ। ଆଉ ସେ ମାଙ୍କଡ଼ଙ୍କୁ ଖାଇବାକୁ ଦିଅନ୍ତି। ମାଙ୍କଡ଼ଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି ବିଚାର କରି ପ୍ରତି ସୋମବାର ସେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥାନ୍ତି।

ଗତ ୧୦ ବର୍ଷ ଧରି ସ୍ୱପ୍ନିଲ୍‌ ଏହି କାର୍ଯ୍ୟ କରି ଆସୁଛନ୍ତି। ଏଥିପାଇଁ ସେ ପ୍ରତି ସୋମବାର ୧୭୦୦ ରୁଟି ପ୍ରସ୍ତୁତ କରିଥାନ୍ତି ଏବଂ ୫୦୦ ମାଙ୍କଡ଼ଙ୍କୁ ଏହି ରୁଟି ଖାଇବାକୁ ଦେଇଥାନ୍ତି। ଅର୍ଥ ଯେତେ ଅଭାବ ରହିଲେ ମଧ୍ୟ ସ୍ୱପ୍ନିଲ୍‌ କେବେ ନିଜ କର୍ତ୍ତବ୍ୟର ଅବହେଳା କରନ୍ତି ନାହିଁ।

ପଇସା ନଥିଲେ ସେ ଯେମିତି ହେଉ ଯୋଗାଡ଼ କରି ମାଙ୍କଡ଼ପାଇଁ ଏହି ଖାଦ୍ୟ ପ୍ରସ୍ତୁତ କରନ୍ତି। ସ୍ୱପ୍ନିଲ୍‌ଙ୍କୁ ଦେଖିଲେ ମାଙ୍କଡ଼ଙ୍କ ମନ ସତେ ଜେମିତି କୁଶ୍ଢେମୋଟ ହୋଇଯାଏ। ଡିଆଁ କୁଦା ଓ କିଚିରି ମିଚିରି ଶବ୍ଦ କରି ସ୍ୱପ୍ନିଲ୍‌ଙ୍କୁ ଛାଡ଼ନ୍ତି ନାହିଁ। ତେଣୁ ମାଙ୍କଡ଼ଙ୍କର ସେଇ ପ୍ରେମ, ଶ୍ରଦ୍ଧା, ଭଲପାଇବା ତାଙ୍କୁ ବି ଅନେକ ଖୁସି ଓ ଆନନ୍ଦ ଦିଏ ବୋଲି ସ୍ୱପ୍ନିଲ୍‌ କୁହନ୍ତି। ଆଉ ମାଙ୍କଡ଼ଙ୍କ ପ୍ରତି ସ୍ୱପ୍ନିଲ୍‌ଙ୍କର ଏହି ଭକ୍ତିକୁ ଦେଖି ସେଠାକାର ସ୍ଥାନୀୟ ଲୋକ ତାଙ୍କୁ ‘ମଙ୍କି ମ୍ୟାନ୍‌’ ବୋଲି ଡାକିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story