ମହିଳାଙ୍କ ଖତରନାକ ଷ୍ଟଣ୍ଟ୍‌: ଜିଭରେ ଗୋଟିଏ ମିନିଟ୍‌ରେ ଚଳନ୍ତା ଫ୍ୟାନ୍‌କୁ ୩୨ ଥର ଅଟକାଇଲେ

ନୂଆଦିଲ୍ଲୀ: ନିକଟରେ ଜଣେ ମହିଳାଙ୍କ ଏକ ଷ୍ଟଣ୍ଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ଏହି ଷ୍ଟଣ୍ଟର ଭିଡିଓଟି ଭାଇରାଲ୍ ହୋଇଯାଇଛି। ଏଥିରେ ମହିଳା ଜଣଙ୍କ ଜିଭରେ ଚଳନ୍ତା ଫ୍ୟାନକୁ ଅଟକାଇ ଦେଉଛନ୍ତି। ପୁଣି ଥରେ ନୁହେଁ, ଏକାଧିକ ଥର ସେ ଏପରି କରୁଛନ୍ତି। ଗୋଟିଏ ମିନିଟରେ ସେ ଜିଭ ସାହାଯ୍ୟରେ ୩୨ ଥର ଚଳନ୍ତା ଫ୍ୟାନ୍‌ର ସ୍ପିଡ୍ କମ୍ କରି ଦେଇଥିଲେ। ଏକ ଇଟାଲୀୟ ଗେମ୍ ଶୋ’ ବେଳେ ସେ ଏହି ରେକର୍ଡ କରିଥିଲେ। ଏହି ଶୋ’ର […]

zoe-lamore

zoe-lamore

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 01:37 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ଜଣେ ମହିଳାଙ୍କ ଏକ ଷ୍ଟଣ୍ଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ଏହି ଷ୍ଟଣ୍ଟର ଭିଡିଓଟି ଭାଇରାଲ୍ ହୋଇଯାଇଛି। ଏଥିରେ ମହିଳା ଜଣଙ୍କ ଜିଭରେ ଚଳନ୍ତା ଫ୍ୟାନକୁ ଅଟକାଇ ଦେଉଛନ୍ତି। ପୁଣି ଥରେ ନୁହେଁ, ଏକାଧିକ ଥର ସେ ଏପରି କରୁଛନ୍ତି। ଗୋଟିଏ ମିନିଟରେ ସେ ଜିଭ ସାହାଯ୍ୟରେ ୩୨ ଥର ଚଳନ୍ତା ଫ୍ୟାନ୍‌ର ସ୍ପିଡ୍ କମ୍ କରି ଦେଇଥିଲେ। ଏକ ଇଟାଲୀୟ ଗେମ୍ ଶୋ’ ବେଳେ ସେ ଏହି ରେକର୍ଡ କରିଥିଲେ। ଏହି ଶୋ’ର ନାମ ‘ଲା ଶୋ ଦି ରେକର୍ଡ’। ଏହି ମହିଳାଙ୍କ ନାଁ ଜୋଇ ଲୈମୋର। ସେ ଅଷ୍ଟ୍ରେଲିଆର ବାସିନ୍ଦା। ସେ ୧୫ ବର୍ଷ ସର୍କସରେ କାମ କରିଥିଲେ। ସେ ସାରା ବିଶ୍ୱରେ ଅନେକ ଖତରନାକ୍ ଷ୍ଟଣ୍ଟ୍ ଶୋ’ କରିଛନ୍ତି। ସେ ପୂର୍ବରୁ ଗୋଟିଏ ମିନିଟ୍‌ରେ ଚଳନ୍ତା ଫ୍ୟାନ୍‌ର ବ୍ଲେଡ୍‌ଗୁଡ଼ିକୁ ୨୦ ଥର ନିଜ ଜିଭରେ ଅଟକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story