କାର୍ଗିଲ ଯୁଦ୍ଧରେ ବୀରଚକ୍ର ମେଡାଲ ପାଇଥିବା ସତପାଲ ଏବେ ଟ୍ରାଫିକ୍ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଜାବର ସଙ୍ଗରୁର୍‌ ଜିଲାର ଏକ ଛୋଟ ସହର ହେଉଛି ଭାୱନିଗର । ଏହି ସହରରେ ଏକ ଗହଳିପୂର୍ଣ୍ଣ ଟ୍ରାଫିକ୍‌କୁ ନିୟନ୍ତ୍ରଣ କରୁଛନ୍ତି ହେଡ କନଷ୍ଟେବଳ ସତପାଲ ସିଂହ।  ଆପଣ ଜାଣିବାକୁ ଚାହିଁବେ,  କ’ଣ ରହିଛି ତାଙ୍କ ବିଶେଷତ୍ୱ । ସମସ୍ତେ ନିଜ ନିଜ ଡ୍ୟୁଟି ତ କରୁଛନ୍ତି। ହେଲେ ଥରେ ନିରେଖି ଦେଖିଲେ, ଆପଣ ଜାଣି ପାରିବେ ସତପାଲ ସିଂହଙ୍କ ବିଷୟରେ ଆମେ କ’ଣ କହିବାକୁ ଚାହୁଁଛୁ। କନଷ୍ଟେବଳ ୟୁନିଫର୍ମରେ ଥିବା ଏହି ବ୍ୟକ୍ତିଙ୍କୁ […]

captain-1..

captain-1..

Niharika Rout
  • Published: Friday, 26 July 2019
  • Updated: 26 July 2019, 02:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଜାବର ସଙ୍ଗରୁର୍‌ ଜିଲାର ଏକ ଛୋଟ ସହର ହେଉଛି ଭାୱନିଗର । ଏହି ସହରରେ ଏକ ଗହଳିପୂର୍ଣ୍ଣ ଟ୍ରାଫିକ୍‌କୁ ନିୟନ୍ତ୍ରଣ କରୁଛନ୍ତି ହେଡ କନଷ୍ଟେବଳ ସତପାଲ ସିଂହ।  ଆପଣ ଜାଣିବାକୁ ଚାହିଁବେ,  କ’ଣ ରହିଛି ତାଙ୍କ ବିଶେଷତ୍ୱ । ସମସ୍ତେ ନିଜ ନିଜ ଡ୍ୟୁଟି ତ କରୁଛନ୍ତି। ହେଲେ ଥରେ ନିରେଖି ଦେଖିଲେ, ଆପଣ ଜାଣି ପାରିବେ ସତପାଲ ସିଂହଙ୍କ ବିଷୟରେ ଆମେ କ’ଣ କହିବାକୁ ଚାହୁଁଛୁ।

କନଷ୍ଟେବଳ ୟୁନିଫର୍ମରେ ଥିବା ଏହି ବ୍ୟକ୍ତିଙ୍କୁ ଦଣ୍ଡେ ଛିଡ଼ା ହୋଇ ଦେଖିଲେ,  ଆପଣ ଜାଣିପାରିବେ ସେ କିପରି ଭିଡ଼ରୁ ଅଲଗା । ସତପାଲଙ୍କ ୟୁନିଫର୍ମରେ ୪ଟି ମେଡାଲ ଥିବା ବେଳେ ଗୋଟିଏ ହେଉଛି ବୀରଚକ୍ର ମେଡାଲ।

ମାତ୍ର ୨୬ ବର୍ଷରେ କାର୍ଗିଲ ଯୁଦ୍ଧରେ ସାମିଲ ହୋଇ ଶତ୍ରୁପକ୍ଷଙ୍କୁ କଡ଼ା ଟକ୍କର ଦେଇଥିଲେ ସତପାଲ। ତାଙ୍କ ଗୁଳିରେ ଟଳି ପଡ଼ିଥିଲେ ପାକିସ୍ତାନର ୪ ଯବାନ। ସେମାନଙ୍କ ମଧ୍ୟରେ  ଥିଲେ କ୍ୟାପଟେନ କର୍ଣ୍ଣେଲ ଶେର ଖାନ, ଯିଏ କି ନିଜ ସାହସିକତା ତଥା ବୀରତ୍ୱ ଲାଗି ପାକିସ୍ତାନ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବା କରିବା ସତ୍ତ୍ୱେ ତାଙ୍କୁ ଯୋଗ୍ୟତା ଅନୁଯାୟୀ ପଦପଦବୀ ମିଳି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସତପାଲ।

୨୦ ବର୍ଷ ପୂର୍ବେ ଭାରତୀୟ ସେନାରେ ସିପାହୀ ଭାବେ ସେ ଯୋଗ ଦେଇଥିଲେ । ସେତେବେଳେ ଆରମ୍ଭ ହୋଇଥିବା କାର୍ଗିଲ ଯୁଦ୍ଧରେ ସେ ମଧ୍ୟ ସାମିଲ ହୋଇଥିଲେ। ଟାଇଗର ହିଲ୍‌ ଉପରେ ଶତ୍ରୁ ପକ୍ଷଙ୍କୁ ସାମନା କରି ୪ ଜଣଙ୍କୁ ସେ ନିପାତ କରିଥିଲେ।

୪୬  ବର୍ଷୀୟ ସତପାଲ  କହିଛନ୍ତି, "୧୯୯୯ ଜୁଲାଇ ୫ ତାରିଖ ସନ୍ଧ୍ୟା ସୁଦ୍ଧା ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିଲୁ। ହେଲେ ସେ ସମୟର ତାପମାତ୍ରା ଦେହକୁ ଥରାଇ ଦେଉଥିଲା।  ପ୍ରତିକୁଳ ପାଗ ସତ୍ତ୍ୱେ ଆଗକୁ ବଢ଼ିବାର ଅଦମ୍ୟ ଇଚ୍ଛା ଆମ ଭିତରେ ଭରି ରହିଥିଲା।  ଦେହକୁ ଥରାଇ ଦେଉଥିବା ଥଣ୍ଡାରୁ ରକ୍ଷା ପାଇବାକୁ ଆମେ ଶୀତବସ୍ତ୍ର ନେଇ ଆଗକୁ ବଢ଼ିବୁ, କି ଅସ୍ତ୍ରଶସ୍ତ୍ର ଧରି ଯିବୁ, ତାହା ଆମ ଉପରେ ନିର୍ଭର କରୁଥିଲା।

ସେ ସମୟରେ ନିଜେ ୪ଟି ବନ୍ଧୁକ ଧରି ଶତ୍ରୁଙ୍କୁ ସାମନା କରିବାକୁ ଆଗେଇ ଚାଲିଥିଲେ ସତପାଲ। ଜୁଲାଇ ୭ ତାରିଖ ସକାଳୁ ପାକିସ୍ତାନ ପଟୁ ଆରମ୍ଭ ହୋଇଗଲା ଗୁଳି ବର୍ଷଣ। ଆମେ ଜଣେ ପରେ ଜଣଙ୍କୁ ପ୍ରତିହତ କରିବାକୁ ଲାଗିଲୁ।" ଶେଷରେ ଉକ୍ତ ଦଳର ୪ ଜଣଙ୍କୁ ଗୁଳି କରି ମାରି ଦେଇଥିବା କହିଛନ୍ତି ସତପାଲ ସିଂହ।

ସତପାଲଙ୍କ ସାହସିକତାରେ ଖୁସି ହୋଇ ତାଙ୍କ କ୍ୟାପଟେନ ପଦ୍ମ ବୀରଚକ୍ର ଲାଗି ସତପାଲଙ୍କ ନାମ ସୁପାରିସ କରିଥିଲେ। କିନ୍ତୁ ତାଙ୍କୁ ତତ୍‌କାଳୀନ ରାଷ୍ଟ୍ରପତି ବୀରଚକ୍ରରେ ସମ୍ମାନିତ କଲେ। ସେନାରେ ଚାକିରି ସରିବା ପରେ ୨୦୦୯ ମସିହାରେ ପଞ୍ଜାବ ପୁଲିସରେ ଭର୍ତ୍ତି ହେଲେ ସତପାଲ।

କିନ୍ତୁ ନିଜ ବୀରତ୍ୱ ଲାଗି ଉପଯୁକ୍ତ ସମ୍ମାନ ପାଇ ପାରି ନଥିବା କ୍ଷୋଭର ସହ କହିଛନ୍ତି ସତପାଲ। ଯେଉଁଠି ଖେଳାଳିମାନେ ମେଡାଲ ଜିତିଲେ ସେମାନଙ୍କୁ ଉଚ୍ଚପଦସ୍ଥ ଚାକିରି ମିଳୁଛି, ସେ କ୍ଷେତ୍ରରେ ସତପାଲଙ୍କୁ ମିଳିଛି କନଷ୍ଟେବଳ ଚାକିରି। କିନ୍ତୁ ମରଣ ସହ ମୁହାଁମୁହିଁ ହୋଇ ଫେରି ଆସିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ସତପାଲ।

ଗଣମାଧ୍ୟମରୁ ଏହି ଖବର ଜାଣିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସତପାଲଙ୍କୁ ହେଡ କନଷ୍ଟେବଲରୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟକର ଭାବେ ପଦୋନ୍ନତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story