ଦିନରେ ସାଥୀ ରାତିରେ ଶତ୍ରୁ: ପଢନ୍ତୁ ତରଭୁଜର ଟାଇମ୍‌ ଟେବଲ୍‌

ଖରାଦିନେ ତରଭୁଜ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କେବଳ ଯେ ପାଟି ସୁଆଦିଆ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ହିତକର। ତରଭୁଜ ଖାଇଲେ ହୃଦଘାତ ଓ ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।  ତେବେ ଡାକ୍ତରଙ୍କ ମତରେ ତରଭୁଜ ସନ୍ଧ୍ୟା ୭ଟା ପରେ ଖାଇବା ଉଚିତ ନୁହେଁ। କାରଣ ଏଥିରେ ୯୪ ପ୍ରତିଶତ ପାଣି ରହିଥାଏ। ଏହାସହ ଏହା ପ୍ରାୟତଃ ଥଣ୍ଡା ଜାତୀୟ ଫଳ। ରାତିରେ ତରଭୁଜ ଖାଇଲେ […]

watermelon

watermelon

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 06:07 PM IST

Sports

Latest News

ଖରାଦିନେ ତରଭୁଜ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କେବଳ ଯେ ପାଟି ସୁଆଦିଆ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ହିତକର। ତରଭୁଜ ଖାଇଲେ ହୃଦଘାତ ଓ ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ।  ତେବେ ଡାକ୍ତରଙ୍କ ମତରେ ତରଭୁଜ ସନ୍ଧ୍ୟା ୭ଟା ପରେ ଖାଇବା ଉଚିତ ନୁହେଁ। କାରଣ ଏଥିରେ ୯୪ ପ୍ରତିଶତ ପାଣି ରହିଥାଏ। ଏହାସହ ଏହା ପ୍ରାୟତଃ ଥଣ୍ଡା ଜାତୀୟ ଫଳ। ରାତିରେ ତରଭୁଜ ଖାଇଲେ ହଜମ ପ୍ରକ୍ରିୟାରେ ବିଳମ୍ବ ହୋଇଥାଏ, ଏହାସହ ଏସିଡିଟି ହେବାର ସମ୍ଭାବନ ମଧ୍ୟ ଅଧିକ ରହିଥାଏ। ତେଣୁ ସନ୍ଧ୍ୟା ପରେ ତରଭୁଜ ଖାଇବା ଦ୍ୱାରା ଏହା ଦେହ ଉପରେ କୁପ୍ରବାଭ ପକାଇ ଥାଏ। ଡାକ୍ତରଙ୍କ ମତରେ ଦିନ ୧୨ଟାରୁ ଗୋଟାଏ ହେଲା ତରଭୁଜ ଖାଇବାର ପ୍ରକୃଷ୍ଟ ସମୟ। ତରଭୁଜ ଖାଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହିଥାଏ, ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଦୃଷ୍ଟି ଶକ୍ତି ଉପରେ ମଧ୍ୟ ଏହା ଭଲ ପ୍ରଭାବ ପକାଇଥାଏ। ଏହାସହ ପ୍ରଚଣ୍ଡ ଖରାରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ତରଭୁଜ ଖାଇବା ନିହାତି ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story