ନୁର୍ ଜାହାଁଙ୍କଠୁ ରାଣୀ ଭିକ୍ଟୋରିଆ: ଜାଣନ୍ତୁ ବିଶ୍ୱର ପ୍ରସିଦ୍ଧ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟ ସିକ୍ରେଟ୍

ଭାରତୀୟ ସମାଜରେ ଝିଅଙ୍କୁ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଝିଅଟିଏ ଘରର ସୌନ୍ଦର୍ଯ୍ୟ, ଘରର ଦେବୀ। ସେ ସଜେଇ ହେବା ଏକ ବିଧି। ତେଣୁ ଆମ ପରିବାର ଗୁଡ଼ିକରେ ଝିଅଙ୍କ ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଝିଅମାନେ ବି ନିଜ ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିବାକୁ ଖୁବ୍ ଭଲ ପାଆନ୍ତି। ନିଜକୁ ସୁନ୍ଦର ଭାବେ ସଜାଇବାକୁ ସେମାନେ କମ୍ ପରିଶ୍ରମ ବି କରନ୍ତିନି। ଏଥିପାଇଁ ସେମାନେ ଖୁବ୍ ଖର୍ଚ୍ଚ ବି କରନ୍ତି। ଝିଅଙ୍କ ସୌନ୍ଦର୍ଯ୍ୟ ରକ୍ଷା […]

bandana-cuttack

bandana-cuttack

Rakesh Mallick
  • Published: Friday, 29 September 2017
  • Updated: 29 September 2017, 01:25 PM IST

Sports

Latest News

ଭାରତୀୟ ସମାଜରେ ଝିଅଙ୍କୁ ସୌନ୍ଦର୍ଯ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଝିଅଟିଏ ଘରର ସୌନ୍ଦର୍ଯ୍ୟ, ଘରର ଦେବୀ। ସେ ସଜେଇ ହେବା ଏକ ବିଧି। ତେଣୁ ଆମ ପରିବାର ଗୁଡ଼ିକରେ ଝିଅଙ୍କ ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଝିଅମାନେ ବି ନିଜ ସୌନ୍ଦର୍ଯ୍ୟର ପ୍ରଶଂସା ଶୁଣିବାକୁ ଖୁବ୍ ଭଲ ପାଆନ୍ତି। ନିଜକୁ ସୁନ୍ଦର ଭାବେ ସଜାଇବାକୁ ସେମାନେ କମ୍ ପରିଶ୍ରମ ବି କରନ୍ତିନି। ଏଥିପାଇଁ ସେମାନେ ଖୁବ୍ ଖର୍ଚ୍ଚ ବି କରନ୍ତି। ଝିଅଙ୍କ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଏବେ ବଜାରରେ ଭଳିକି ଭଳି ପ୍ରସାଧନ ସାମଗ୍ରୀ ବି ମିଳୁଛି। କେବଳ ଟଙ୍କ। ଖର୍ଚ୍ଚ କରି ଏ ସବୁ ଜିନିଷ କିଣିବାକୁ ମିଳିବ। ବିଶ୍ୱ ଶାସନରେ ଏମିତି ଅନେକ ପ୍ରସିଦ୍ଧ ମହିଳା ଥିଲେ, ଯେଉଁମାନେ ନିଜ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରହୁଥିଲେ। ରାଜା ରାଜୁଡ଼ା ଶାସନଠାରୁ ଆଧୁନିକ ଯୁଗ ଯାଏ। ପୁରୁଣା ଦିନରେ କିନ୍ତୁ ଏବେ ପରି ଏତେ ଆଧୁନିକ ପ୍ରସାଧନ ସାମଗ୍ରୀ ନଥିଲା। ତଥାପି ପୁରୁଣା ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟର କଳନା ନଥିଲା। ବେଳେବେଳେ ମନକୁ ଆସେ, ସେ ସମୟରେ ଏହି ସୁନ୍ଦରୀମାନେ ନିଜ ସୌନ୍ଦର୍ଯ୍ୟ ରକ୍ଷା ପାଇଁ କଣ ସବୁ କରୁଥିଲେ। କଣ ସେମାନଙ୍କ ସୌନ୍ଦର୍ଯ୍ୟର ରାଜ୍, ଆସନ୍ତୁ ଜାଣିବା ସେଥିରୁ ଧାଡ଼ିଏ ଧାଡ଼ିଏ।

ନୁର୍ ଜାହାଁ: ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ମୋଗଲ ସୁନ୍ଦରୀ ଥିଲେ ନୁର୍ ଜାହାଁ । ୧୫୭୭ ମସିହାରେ ଆଫଗାନିସ୍ତାନରେ ଜନ୍ମଗ୍ରହଣ କରିଥିବା ନୁର୍ ଥିଲେ ଇତିହାସ ପ୍ରସିଦ୍ଧ ସମ୍ରାଟ ଜାହାଙ୍ଗୀରଙ୍କର ଅଷ୍ଟାଦଶ ରାଣୀ। ନୁର୍ ବାସ୍ତବରେ ଥିଲେ ଅପୂର୍ବ ସୁନ୍ଦରୀ। ସେ ନିଜ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଖୁବ୍ ଚର୍ଚ୍ଚା ବି କରୁଥିଲେ। କୁହାଯାଏ, ସେ ପ୍ରତିଦିନ ଗୋଲାପ ପାଖୁଡ଼ା ଭିଜା ଜଳରେ ହିଁ ସ୍ନାନ କରୁଥିଲେ। ଅର୍ଥାତ୍ ଶହ ଶହ ଗୋଲାପକୁ ଛିଣ୍ଡାଇ ଏହାର ପାଖୁଡ଼ାକୁ ତାଙ୍କ ଗାଧୁଆ କୁଣ୍ଡରେ ବହୁ ପୂର୍ବରୁ ପକା ଯାଉଥିଲା। ଫଳରେ ପାଣି ଗୋଲାପର ପ୍ରାକୃତିକ ଗୁଣରେ ଭରି ରହୁଥିଲା। ନୁର୍ ଏହି ଜଳରେ ଗାଧୋଇବା ଫଳରେ ଦିନସାରା ସତେଜ ରହୁଥିଲେ ଓ ତାଙ୍କ ଶରୀରରୁ ପ୍ରାକୃତିକ ଭାବେ ଗୋଲାପର ବାସ୍ନା ଆସୁଥିଲା। ଅର୍ଥାତ୍ ଏହା ତାଙ୍କ ପାଇଁ ଡିଓ ପରି କାମ ଦେଉଥିଲା।

ରାଜକୁମାରୀ ଡାଏନା: ୱାଲେସ୍ର ଚର୍ଚ୍ଚିତ ରାଜକୁମାରୀ ହେଉଛନ୍ତି। ସେ ହେଉଛନ୍ତି ବ୍ରିଟିଶ ରାଜକୀୟ ପରିବାର ଦାୟଦ ରାଜକୁମାର ଚାର୍ଲସଙ୍କ ପ୍ରଥମ ପତ୍ନୀ। ୧୯୬୧ ମସିହାରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ଡାଏନା ଥିଲେ ଅପୂର୍ବ ସୌନ୍ଦର୍ଯ୍ୟର ଅଧିକାରିଣୀ। ବିଶ୍ୱବ୍ୟାପୀ ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ଖୁବ୍ ହୋଇଥାଏ। ଏବେବି ତାଙ୍କର ଅନେକ ଫ୍ୟାନ୍ ଅଛନ୍ତି। ତେବେ ପ୍ରଶ୍ନ ଉଠେ ରାଜକୁମାରୀ ଡାଏନା କେଉଁ ଉପାୟରେ ନିଜ ସୌନ୍ଦର୍ଯ୍ୟର ରକ୍ଷା କରୁଥିଲେ। କୁହାଯାଏ ଡାଏନା ତାଙ୍କ କେଶର ଯତ୍ନ ଖୁବ୍ ତତ୍ପରତାର ସହ ନେଉଥିଲେ। ଚୁଟିକୁ ଘନ କରିବାକୁ ସେ ଏଥିରେ ନାସପାତି ଜାତୀୟ କିଛି ଫଳର ପେଷ୍ଟ ତିଆରି କରି ମୁଣ୍ଡରେ ଲଗାଉଥିଲେ। ସେହିପରି ନିୟମିତ ଭାବେ ପେସ୍ତା ଜାତୀୟ କିଛି ଡ୍ରାଏ ଫୁଡ୍ ଖାଉଥିଲେ। ନିଜକୁ ସଚେତ ରଖିବାକୁ ସେ ଏ ସବୁ ଖାଦ୍ୟ ଖାଉଥିଲେ।

ରାଜକୁମାରୀ ଗ୍ରେସ୍ କେଲି: ଗ୍ରେସ୍ ପାଟ୍ରିସିଆ କେଲି ଥିଲେ ଆମେରିକାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ୧୯୨୯ ମସିହାରେ ଆମେରିକାର ଫିଲାଡେଲ୍ଫିଆଠାରୁ ଜନ୍ମଗ୍ରହଣ କରିଥିବା ଗ୍ରେସ୍ ୧୯୫୬ ମସିହାରେ ରାଜକୁମାର ରେନିୟର ତୃତୀୟଙ୍କୁ ବିବାହ କରି ମୋନାକୋର ରାଣୀ ହୋଇଥିଲେ। କୁହାଯାଏ ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଗ୍ରେସ୍ ନିୟମିତ ଭାବେ ଗାଜର ଓ ପେସ୍ତା ଜାତୀୟ ଡ୍ରାଏ ଫ୍ରୁଟ୍ ଖାଉଥିଲେ। ସେ ନିଜର ଓଜନ ନିୟନ୍ତ୍ରଣ ଉପରେ ବେଶୀ ଗୁରୁତ୍ୱ ଦେଉଥିଲେ।

କୁଇନ୍ ମେରୀ ଏଣ୍ଟୋନେଟ୍: ଫରାସୀ ରାଷ୍ଟ୍ର ବିପ୍ଲବ ପୂର୍ବରୁ ମେରୀ ଥିଲେ ଫ୍ର।ନ୍ସର ଶେଷ ରାଣୀ। ୧୭୫୫ ମସିହାରେ ଅଷ୍ଟ୍ରିଆରେ ଜନ୍ମଗ୍ରହଣ କରିଥିବା ରାଣୀ ମେରୀ ଥିଲେ ସେ ସମୟର ଅପୂର୍ବ ସୁନ୍ଦରୀ। ରାଜବଂଶର ହୋଇଥିବାରୁ ସେ ନିଜର ସୌନ୍ଦର୍ଯ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦେଇପାରୁଥିଲେ। କୁହାଯାଏ ସେ ନିଜର କ୍ଷୀର ପାଉଡର, ଲେମ୍ବୁରସ, ଅଣ୍ଡାର ଧଳା ଅଂଶ ଓ ବିଅର ଜୀତୟ ପାନୀୟକୁ ମିଶାଇ ସେ ଏକରକମ ମାସ୍କ ପ୍ରସ୍ତୁତ କରୁଥିଲେ। ଏହାକୁ ହିଁ ସେ ଦୈନିକ ମୁଁହରେ ଲଗାଉଥିଲେ। ଏହା ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହେଉଥିବାରୁ ମେରୀଙ୍କ ସୌନ୍ଦର୍ଯ୍ୟ ଖୋଲି ଖୋଲି ଯାଉଥିବା ବୋଲି କୁହାଯାଏ।

ରାଣୀ ଭିକ୍ଟୋରିଆ: ୧୮୧୯ ମସିହାରେ ଜନ୍ମଗ୍ରହଣ କରିଥିବା ଆଲେକଜାଣ୍ଡ୍ରିଆ ଭିକ୍ଟୋରିଆ୧୮୩୭ ମସିହାରୁ ଗ୍ରେଟ୍ ବ୍ରିଟେନ୍ର ରାଣୀ ଭାବେ ଅଧିଷ୍ଠିତ ହୋଇଥିଲେ। ଜଣେ ଶାସକ ହିସାବରେ ଭିକ୍ଟୋରିଆଙ୍କର ବିଶ୍ୱବ୍ୟାପୀ ପ୍ରସିଦ୍ଧି ରହିଛି ସତ, ଜଣେ ସୁନ୍ଦରୀ ଭାବେ ବି ସେ ଖୁବ୍ ଚର୍ଚ୍ଚିତ ଥିଲେ। ନିଜ ସୌନ୍ଦର୍ଯ୍ୟ ପାଇଁ ସେ ଅନେକ ପ୍ରାକୃତିକ ଉପାୟ ଅବଲମ୍ୱନ କରୁଥିଲେ। କୁହାଯାଏ ତାଙ୍କ ପାଇଁ ସିଧାସଳଖ ଗୋଲାପ ପାଖୁଡ଼ାରୁ ହିଁ ପ୍ରସ୍ତୁତ ହେଉଥିଲା ସ୍ୱତନ୍ତ୍ର ଅତର। ଏହାକୁ ସେ ନିଜ ଶରୀରର ସୌନ୍ଦର୍ଯ୍ୟ ଉପଚାର ପାଇଁ ବ୍ୟବହାର କରୁଥିଲେ। ଏହା ତାଙ୍କ ତ୍ୱଚାରେ ଚମକ ଆଣି ଦେବା ସହ ତାଙ୍କୁ ଆକର୍ଷଣୀୟ କରି ଗଢ଼ି ତୋଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story