ବିଶ୍ୱାସର ହାତକଡ଼ି ପିନ୍ଧି ପୁଅ ପାଇଁ ଚୋର ସାଜେ ବାପା: କେଉଁଠି...କେମିତି...?  

ମିଛ କହିବ ନାହିଁ, ଚୋରି କରିବ ନାହିଁ। କଥା କହି ଶିଖିବା ପୂର୍ବରୁ ଏମିତି କିଛି କଥା ଆପଣ ଶୁଣିଥିବେ ନିଜ ଅଭିଭାବକଙ୍କ ଠାରୁ। ଆଉ ସ୍କୁଲ୍‌ରେ ପାଠ ପଢା ଆରମ୍ଭ ହେବା ଠାରୁ ତ ଏକଥା ଶୁଣି ଶୁଣି ଆପଣଙ୍କ କାନ ବଧିରା ହୋଇଯାଇଥିବ। ହେଲେ କେବେ ଭାବିଛନ୍ତି ଚୋରି କଲେ ମାନସିକପୂରଣ ହୁଏ ବୋଲି। ହଁ, ଏଠୁସେଠୁ ନୁହେଁ ଏକ ନିର୍ଦ୍ଦିଷ୍ଟ ମନ୍ଦିରରୁ ଚୋରି କଲେ ମାନସିକପୂରଣ ହେବାର ବିଶ୍ୱାସ ରହିଛି। ଉତ୍ତରାଖଣ୍ଡର ଚୂଡ଼ାମଣି […]

chudamani-devi,,

chudamani-devi,,

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 12:05 PM IST

Sports

Latest News

ମିଛ କହିବ ନାହିଁ, ଚୋରି କରିବ ନାହିଁ। କଥା କହି ଶିଖିବା ପୂର୍ବରୁ ଏମିତି କିଛି କଥା ଆପଣ ଶୁଣିଥିବେ ନିଜ ଅଭିଭାବକଙ୍କ ଠାରୁ। ଆଉ ସ୍କୁଲ୍‌ରେ ପାଠ ପଢା ଆରମ୍ଭ ହେବା ଠାରୁ ତ ଏକଥା ଶୁଣି ଶୁଣି ଆପଣଙ୍କ କାନ ବଧିରା ହୋଇଯାଇଥିବ। ହେଲେ କେବେ ଭାବିଛନ୍ତି ଚୋରି କଲେ ମାନସିକପୂରଣ ହୁଏ ବୋଲି। ହଁ, ଏଠୁସେଠୁ ନୁହେଁ ଏକ ନିର୍ଦ୍ଦିଷ୍ଟ ମନ୍ଦିରରୁ ଚୋରି କଲେ ମାନସିକପୂରଣ ହେବାର ବିଶ୍ୱାସ ରହିଛି।

ଉତ୍ତରାଖଣ୍ଡର ଚୂଡ଼ାମଣି ଦେବୀ ମନ୍ଦିର। ଏହି ମନ୍ଦିରରୁ ଚୋରି କଲେ ମାନସିକପୂରଣ ହୋଇଥାଏ। ଯେଉଁ ଦମ୍ପତ୍ତିଙ୍କର ପୁଅ  ନ ହୋଇଥାଏ, ସେମାନେ ଏହି ମନ୍ଦିରକୁ ଆସି ମା’ଙ୍କ ପାଖରେ ଗୁହାରୀ କରିଥାନ୍ତି। ମା’ଙ୍କ ପାଖରୁ କାଠ ବିଡ଼ା ଚୋରି କରି ନିଜ ସାଙ୍ଗରେ ନେଇ ଗଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।  ଆଉ ପୁଅଟିଏ ଜନ୍ମ ହେଲା ପରେ  ବାପା ମା’ ନିଜ  ପୁଅ ସାଥୀରେ ଆଣି ମା’ଙ୍କ ପାଖରେ ମୁଣ୍ଡିଆ ମାରିଥାନ୍ତି।

୧୮୦୫ ମସିହାରେ ଲଢ଼ୋରା ରିଆସତର ରାଜା ଚୁଡାମଣୀ ମା’ଙ୍କ ମନ୍ଦିର ନିର୍ମାଣ କରିଥିଲେ। ଥରେ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ମା’ ତାଙ୍କୁ ଦର୍ଶନ ଦେଇଥିଲେ। ରାଜାଙ୍କର କୌଣସି ପୁଅ ନ ଥିବାରୁ ସେ ମା’ ପାଖରେ ପୁତ୍ର ସନ୍ତାନ ପାଇଁ ମାନସିକ କରିଥିଲେ। ରାଜାଙ୍କ ପୁଅ ହେଲା ପରେ ରାଜା ଚୂଡ଼ାମଣି ମନ୍ଦିର ନିର୍ମାଣ କରିଥିଲେ।

ସେଥିପାଇଁ ଯେଉଁ ଦମ୍ପତ୍ତିଙ୍କର ପୁଅ ନଥାଏ, ସେମାନେ ଚୂଡାମଣି ମନ୍ଦିରକୁ ଆସିଥାନ୍ତି। ମନ୍ଦିରରୁ କାଠବିଡ଼ା ଚୋରି କରି ନେଲା ପରେ ପୁଅଟିଏ ହୋଇଥାଏ ବୋଲି ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story