ପାନ ଗୁଆ ଖଇର ଗୁଆକାତି, ବ୍ୟବସାୟ ନୁହେଁ ରାଜନୀତି: ୭ କୋଟିପତି ନେତାଙ୍କ କାହାଣୀ

ଆଜିକାଲିର ରାଜନେତାଙ୍କୁ ଦେଖିଲେ, ମନକୁ ଆପଣାଛାଏଁ ଚାଲିଆସେ ଓଡ଼ିଆ ଫିଲ୍ମର ଏକ ଗୀତ। ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି। ବର୍ତ୍ତମାନର ରାଜନେତାମାନେ ରାଜନୀତିର ସଂଜ୍ଞାକୁ ପୁରାପୁରି ବଦଳାଇ ଦେଇଛନ୍ତି। ରାଜନୀତିକୁ ବ୍ୟବସାୟ କହିବା ମଧ୍ୟ କିଛି ଭୁଲ ନୁହେଁ। କାରଣ ଭାରତୀୟ ରାଜନେତାମାନେ ରାଜନୀତିକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଛନ୍ତି। ରାତାରାତି ଧନୀ ହେବାକୁ କିଛି ଲୋକ ରାଜନୀତିକୁ ବାଛି ନେଇଥାନ୍ତି। ଲୋକଙ୍କ ସେବା କରିବାର ଦ୍ୱାହି ଦେଇ ନଜ ପକେଟ୍ […]

politician

politician

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 06:39 PM IST

Sports

Latest News

ଆଜିକାଲିର ରାଜନେତାଙ୍କୁ ଦେଖିଲେ, ମନକୁ ଆପଣାଛାଏଁ ଚାଲିଆସେ ଓଡ଼ିଆ ଫିଲ୍ମର ଏକ ଗୀତ। ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି। ବର୍ତ୍ତମାନର ରାଜନେତାମାନେ ରାଜନୀତିର ସଂଜ୍ଞାକୁ ପୁରାପୁରି ବଦଳାଇ ଦେଇଛନ୍ତି। ରାଜନୀତିକୁ ବ୍ୟବସାୟ କହିବା ମଧ୍ୟ କିଛି ଭୁଲ ନୁହେଁ। କାରଣ ଭାରତୀୟ ରାଜନେତାମାନେ ରାଜନୀତିକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଛନ୍ତି। ରାତାରାତି ଧନୀ ହେବାକୁ କିଛି ଲୋକ ରାଜନୀତିକୁ ବାଛି ନେଇଥାନ୍ତି। ଲୋକଙ୍କ ସେବା କରିବାର ଦ୍ୱାହି ଦେଇ ନଜ ପକେଟ୍ ଗରମ କରିବା ଏବେକା ରାଜନେତାଙ୍କର ମୂଳ ଲକ୍ଷ୍ୟ। ଆସନ୍ତୁ ଜାଣିବା ଦେଶର କିଛି କୋଟିପତି ରାଜନେତାଙ୍କୁ।

Savitra-jindal-ସାବିତ୍ରୀ ଜିନ୍ଦଲ: ଜିନ୍ଦଲ ପାୱାର ଆଣ୍ଡ ଷ୍ଟିଲ୍ କମ୍ପାନୀର ଚେୟାରମ୍ୟାନ ସାବିତ୍ରୀ ଜିନ୍ଦଲ। ଏସିଆର ଧନୀ ମହିଳା ତାଲିକାରେ ଅଛନ୍ତି ପ୍ରମୁଖ ସ୍ଥାନରେ। ସେ ମଧ୍ୟ କଂଗ୍ରେସର ନାରୀ ନେତ୍ରୀ ଭାବେ ଜଣାଶୁଣା। ହରିଆଣାର ହୁଡ଼ା ସରକାରରେ ସେ ଥିଲେ କ୍ୟାବିନେଟ ମନ୍ତ୍ରୀ। ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ହେଉଛି ୪୫୦ କୋଟିରୁ ମଧ୍ୟ ଅଧିକ।

ସୁଭାଷ ଚନ୍ଦ୍ରା: ଟେଲିଭିଜନ ଜଗତରୁ ଆସିଛନ୍ତି ରାଜନୀତିକୁ। ସାଟେଲାଇଟ ଟେଲିଭିଜନର ଜନକ ଭାବେ ଜଣାଶୁଣା ସୁଭାଷ ଚନ୍ଦ୍ରା, ଜି-ନ୍ୟୁଜ୍ ଚ୍ୟାନେଲ୍‌ର ମାଲିକ। ୨୦୧୬ରେ ସେ ରାଜ୍ୟସଭା ସଦସ୍ୟ ଭାବେ ହରିଆଣାରୁ ନିର୍ବାଚିତ ହୋଇଛନ୍ତି। ନ୍ୟୁଜ୍ ଚ୍ୟାନେଲ୍ ସହ ଆଉକିଛି କମ୍ପାନୀର ମଧ୍ୟ ସେ ମାଲିକ। ତାଙ୍କ ପୁରା ସମ୍ପତ୍ତିର ମୂଲ୍ୟ ୨୦୦ କୋଟିରୁ ଉର୍ଦ୍ଧ୍ୱ।

ନବୀନ ଜିନ୍ଦଲ: କଂଗ୍ରେସର ୟୁଥ୍ ବିଗ୍ରେଡର ଆଗଧାଡ଼ିର ନେତା ନବୀନ ଜିନ୍ଦଲ। ତାଙ୍କର ଅନ୍ୟ ଏକ ପରିଚୟ ହେଉଛି, ସେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡର ଚେୟାରମ୍ୟାନ। ପୂର୍ବରୁ କୁରୁକ୍ଷେତ୍ର ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ନବୀନ। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୩୨ କୋଟି।

rajivରାଜୀବ ଚନ୍ଦ୍ରଶେଖର: କର୍ଣ୍ଣାଟକ ରାଜନୀତିରେ ଏକ ଜଣାଶୁଣା ଚେହେରା ରାଜୀବ ଚନ୍ଦ୍ରଶେଖର। ବିପିଏଲ୍ ମୋବାଇଲର ଜନକ ଚନ୍ଦ୍ରଶେଖର ରାଜ୍ୟସଭା ସଦସ୍ୟ ଭାବେ କର୍ଣ୍ଣାଟକରୁ ନିର୍ବାଚିତ ହୋଇଛନ୍ତି। ତତ୍‌ସହିତ କର୍ଣ୍ଣାଟକ ବିଜେପିର ଉପ-ସଭାପତି ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୦ କୋଟିରୁ ଉର୍ଦ୍ଧ୍ୱ।

କମଲ ନାଥ: କଂଗ୍ରେସର ବରିଷ୍ଠ ନେତା ଭାବେ ଜଣାଶୁଣା କମଲ ନାଥ। ମଧ୍ୟପ୍ରଦେଶର ଛିଣ୍ଡୱାରା ଆସନରୁ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି କମଲ ନାଥ। ସାଂସଦଙ୍କ ମଧ୍ୟରେ ସବୁଠାରୁ ଅନୁଭବୀ ନେତା ହେଉଛନ୍ତି କମଲ ନାଥ। ପାଖାପାଖି ୨୦ଟି କମ୍ପାନୀର ମାଲିକ ଥିବା କମଲ ନାଥଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୦୦ କୋଟି।

ଆନନ୍ଦ ସିଂହ: କର୍ଣ୍ଣାଟକ ବିଜୟନଗର ଆସନରୁ ବିଜେପି ବିଧାୟକ ଥିବା ଆନନ୍ଦ ସିଂହଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଅନେକ କମ୍ପାନୀର ମାଲିକ ଥିବା ଆନନ୍ଦଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮୦୦ କୋଟିରୁ ମଧ୍ୟ ଉର୍ଦ୍ଧ୍ୱ। ଭାରତର ଧନୀ ବିଧାୟକ ଭାବେ ତାଙ୍କର ଖ୍ୟାତି ରହିଛି। ସେ ପୂର୍ବରୁ କର୍ଣ୍ଣାଟକରେ ବିଜେପି ସରକାର ଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ।

ରବୀନ୍ଦ୍ର କିଶୋର ସିହ୍ନା: ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ବିଜେପି ସାଂସଦ ରବୀନ୍ଦ୍ର କିଶୋର ସିହ୍ନା। ସାଂସଦ ଭାବେ ସବୁଠାରୁ ଧନୀ ନେତା ହେଉଛନ୍ତି ସେ। ୫ ହଜାର କୋଟି ଏସ୍ଆଇଏସ୍ କମ୍ପାନୀର ମାଲିକ ଥିବା ରବୀନ୍ଦ୍ରଙ୍କ ନିଜ ନାମରେ ରହିଛି ୯୦୦ କୋଟି ଟଙ୍କ।।

(କାଟୁର୍ନ: ସୌଜନ୍ୟ ଦେବାଶିଷ ଦେବ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story