ମହାଭାରତର ମହା ସିକ୍ରେଟ : ଯେତିକ ରୋଚକ ସେତିକି ରୋମାଞ୍ଚକର

ହିନ୍ଦୁ ଧର୍ମର ଦୁଇଟି ପ୍ରମୁଖ ପୌରାଣିକ କାହାଣୀ ହେଉଛି ରାମାୟଣ ଏବଂ ମହାଭାରତ।  ଏହି ଦୁଇଟି କାହାଣୀରୁ ଜୀବନ ଦର୍ଶନ ବିଷୟରେ ଅନେକ କିଛି ଶିକ୍ଷିବାକୁ ମିଳିଥାଏ । ବିଶେଷକରି  ମହାଭାରତକୁ ଜ୍ଞାନର ଶକ୍ତିକେନ୍ଦ୍ର ବୋଲି କୁହାଯାଏ । ଏଥିରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା କୁରୁ‍କ୍ଷେତ୍ର ଯୁଦ୍ଧର କାହାଣୀ ବର୍ଣ୍ଣିତ ରହିଛି। ଏହା ଜ୍ଞାନ ଓ ତଥ୍ୟର ଏକ ବହୁମୁଖୀ ଆଧାର ହୋଇଥିବାରୁ ଏହାକୁ ଥରକରେ ମନେରଖିବା କିମ୍ବା ଏ ବିଷୟରେ ସବୁକିଛି ଜାଣିବା […]

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 09:56 PM IST

Sports

Latest News

ହିନ୍ଦୁ ଧର୍ମର ଦୁଇଟି ପ୍ରମୁଖ ପୌରାଣିକ କାହାଣୀ ହେଉଛି ରାମାୟଣ ଏବଂ ମହାଭାରତ।  ଏହି ଦୁଇଟି କାହାଣୀରୁ ଜୀବନ ଦର୍ଶନ ବିଷୟରେ ଅନେକ କିଛି ଶିକ୍ଷିବାକୁ ମିଳିଥାଏ । ବିଶେଷକରି  ମହାଭାରତକୁ ଜ୍ଞାନର ଶକ୍ତିକେନ୍ଦ୍ର ବୋଲି କୁହାଯାଏ । ଏଥିରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା କୁରୁ‍କ୍ଷେତ୍ର ଯୁଦ୍ଧର କାହାଣୀ ବର୍ଣ୍ଣିତ ରହିଛି। ଏହା ଜ୍ଞାନ ଓ ତଥ୍ୟର ଏକ ବହୁମୁଖୀ ଆଧାର ହୋଇଥିବାରୁ ଏହାକୁ ଥରକରେ ମନେରଖିବା କିମ୍ବା ଏ ବିଷୟରେ ସବୁକିଛି ଜାଣିବା ସମ୍ଭବପର ହୋଇ ନ ଥାଏ।  ଏବେବି ମହାଭାରତ ଯୁଦ୍ଧ ବିଷୟରେ ଅନେକ ତଥ୍ୟ  ରହିଛି ଯାହା ଖୁବ୍‌ କମ୍‌ ଲୋକଙ୍କୁ ଜଣା ଥିବ। ତେବେ ଆସନ୍ତୁ ମହାଭାରତର କିଛି ବିରଳ ତଥ୍ୟ  ବିଷୟରେ ଜାଣିବା ।

୧-ପାଣ୍ଡବ ଭାଇମାନଙ୍କ ମଧ୍ୟରେ କିଛି ନା କିଛି ବିଶେଷ ଗୁଣ ଥିଲା । କାହା ପାଖରେ ଦଶ ହଜାର ହାତୀର ବଳ ତ’ କିଏ ସର୍ବଶ୍ରେଷ୍ଠ ଧନୁର୍ଧର ଥିଲେ । ସେମାନଙ୍କ ମଧ୍ୟରେ ସହଦେବ ଥିଲେ ସବୁଠାରୁ ସାନ ଭାଇ । ତାଙ୍କ ପାଖରେ ଭବିଷ୍ୟତ ଦେଖିପାରିବାର ଶକ୍ତି ରହିଥିଲା । ସେ ମହାଭାରତ ଯୁଦ୍ଧରେ ଭବିଷ୍ୟତ ଆଗରୁ ଜାଣିସାରିଥିଲେ । କିନ୍ତୁ କାହାକୁ କହିପାରୁ ନଥିଲେ । କାରଣ ତାଙ୍କୁ ଅଭିଶାପ ମିଳିଥିଲା । ଯୁଦ୍ଧର ବିଭୀଷିକା ଜଣି ମଧ୍ୟ ଅଭିସାପ ଯୋଗୁଁ ଚୁପ ରହିଥିଲେ ସହେଦବ।

୨- ମହାଭାରତରେ ଭୀସ୍ମ ଜଣେ ବୁଦ୍ଧିମାନ ଓ ଦୂରଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ଥିଲେ। ଯୁଦ୍ଧରେ ସେ ଜାଣିଶୁଣି ମରଣକୁ ବରଣ କରିଥିଲେ । ଭୀସ୍ମ ଜାଣିଥିଲେ ଯେ ଶ୍ରୀଖଣ୍ଡୀ ହେଉଛନ୍ତି ପୂର୍ବ ଜନ୍ମର ପ୍ରତିଶୋଧ ନିଆଁରେ ଜଳୁଥିବା କାଶୀ ରାଜାଙ୍କ କନ୍ୟା ଅମ୍ବାଙ୍କ ସ୍ଵରୂପ। ସେ ଏକଥା ଜାଣିବି ଅର୍ଜୁନଙ୍କୁ ବିରୋଧ କରି ନ ଥିଲେ । ଆଉ ତାଙ୍କରି ସରରେ ଭୀସ୍ମଙ୍କର ସରଶଯ୍ୟା ହୋଇଥିଲା

୩-ମହାଭରତ ଯୁଦ୍ଧରେ ପାଣ୍ଡବ ଓ କୌରବ ଉଭୟ ଉଭୟଙ୍କ ରକ୍ତ ପୀପାଶୁ ଥିଲେ । ଯୁଦ୍ଧରେ କୃଷ୍ଣ ପାଣ୍ଡବ ପକ୍ଷରେ ଥିଲେ। ଏକଥା ଜାଣିବି ଦୁର୍ଯ୍ୟୋଧନଙ୍କ ପତ୍ନୀ  ଭାନୁମତି ଶ୍ରୀକୃଷ୍ଣଙ୍କୁ ଖୁବ ଭକ୍ତି କରୁଥିଲେ।  କାରଣ ଭାନୁମତି ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଥିଲେ ।

୪- ବଳରାମଙ୍କଠାରୁ ଦୁର୍ଯ୍ୟୋଧନ ଗଦାଯୁଦ୍ଧ ଶିଖୁଥିଲେ । ଶିଷ୍ୟ ହିସାବରେ ବଳରାମ ଦୁର୍ଯ୍ୟୋଧନଙ୍କୁ ଖୁବ ଭଲ ପାଉଥିଲେ । ସେ ସୁଭଦ୍ରାଙ୍କୁ ଦୁର୍ଯ୍ୟୋଧନଙ୍କ ସହ ବିବାହ ଦେବାକୁ ଚାହୁଁଥିଲେ। କିନ୍ତୁ ସୁଭଦ୍ରା ଅର୍ଜୁନଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ଅର୍ଜୁନଙ୍କ ହାତ ଧରି ତାଙ୍କ ସାଙ୍ଗରେ ଚାଲିଆସିଥିଲେ ।

୫- ପ୍ରକୃତରେ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ କଲ୍ୟାଭଣ ନାମକ ଜଣେ ରାକ୍ଷସର ଆତ୍ମା ଥିଲା । ଶ୍ରୀକୃଷ୍ଣ କଲ୍ୟାଭଣଙ୍କୁ ମାରି ଜାଳିଦେଇଥିଲେ । ପରେ ତାଙ୍କ ଆତ୍ମାକୁ ବନ୍ଧନ କରି ଦ୍ଵାରିକା ନେଇଯାଇଥିଲେ ।

୬- ମହାଭାରତର ଏକଲବ୍ୟ ହେଉଛନ୍ତି କୃଷ୍ଣଙ୍କର ସମ୍ପର୍କୀୟ ଭାଇ । ସେ ଦେବଶ୍ରବାଙ୍କ ପୁଅ ଥିଲେ । ପିଲାବେଳୁ ଏକଲବ୍ୟ ଜଙ୍ଗଲରେ ହଜିଯାଇଥିଲେ। ନିଶାଦ ହିରଣ୍ୟାଧନୁ ନାମକ ଜଣେ ଶବର ତାଙ୍କୁ ପାଇ ଥିଲେ । ଯାଦବ ବଂଶ ସହିତ ଯୁଦ୍ଧ କରି କୃଷ୍ଣଙ୍କ ହାତରେ ଏକଲବ୍ୟଙ୍କର ମୃତ୍ୟୁ ହୋଇଥିଲା ।

୭-ଦ୍ରୌପଦୀଙ୍କ ବ୍ୟତୀତ ଯୁଧିଷ୍ଟିରଙ୍କ ଦେବିକା ନାମ୍ନୀ  ଆଉ ଜଣେ ପତ୍ନୀ ଥିଲେ । ସେ ଗୋଭାସନଙ୍କ ଝିଅ ଥିଲେ । ସେ ଜାତିରେ ଶୈବ ଥିଲେ । ତାଙ୍କର ପୁତ୍ର ଥିଲେ ୟୌଦ୍ଧେୟ ।

୮-ମହାଭାରତ ୟୁଦ୍ଧ ଶେଷରେ ଯୁଧିଷ୍ଟିର ରାଜା ହେବା ପରେ ଗାନ୍ଧାରୀ ଓ ଧ୍ରୁତରାଷ୍ଟ୍ର ୧୫ ବର୍ଷ ବନବାସ ଗମନ କରିଥିଲେ । କାରଣ ଭୀମ ତାଙ୍କୁ ସବୁବେଳେ ବ୍ୟଙ୍ଗ ଓ ବିଦ୍ରୁପ କରୁଥିଲେ । ଯାହା ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା ।

୯-ସରଶଯ୍ୟାରେ ଭୀସ୍ମ ରାଜ ଶାସନର ଜ୍ଞାନ  ବାଣ୍ଟୁଥିବା ବେଳେ ଦ୍ରୌପଦୀ ଭୀସ୍ମଙ୍କ ଉପରେ ବ୍ୟଙ୍ଗ ଏବଂ ବିଦ୍ରୁପ ଭରା ହସ ହସିଥିଲେ ।

୧୦- ଯୁଦ୍ଧ ଶେସ ହେବା ପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଥମେ ରଥରୁ ଓହ୍ଲାଇଯିବାକୁ କହିଥିଲେ । ଅର୍ଜୁନ ଏହାର କାରଣ ପଚାରିବାରୁ ଶ୍ରୀକୃଷ୍ଣ ତାଙ୍କୁ ପ୍ରଥମେ ଓହ୍ଲାଇ ଯିବାକୁ କହିଲେ । ଅର୍ଜୁନ ରଥରୁ ଆସିବା ପରେ ଶ୍ରୀକୃଷ୍ଣ ଓହ୍ଲାଇଥିଲେ । ପରେ ରଥରେ ଅଗ୍ନି ବିସ୍ଫୋରଣ ହୋଇଥିଲା । ଏହାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରଥ ଜଳିଯିବା ସମ୍ବନ୍ଧରେ ବୁଝାଇଥିଲେ ।

ସୌଜନ୍ୟ:RVCJ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story