ସାଇକେଲ୍‌ର ବେଗ ଘଣ୍ଟାକୁ ୩୦ କିମି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସାଇକେଲ୍‌ ଏପରି ଯାହାର ପେଡ଼ାଲ ନାହିଁ, କିନ୍ତୁ ଆପେ ଆପେ ଗଡ଼ିବ। ବେଗ  ଘଣ୍ଟାକୁ ୩୦ କିଲୋମିଟର। ଏଥିନିମନ୍ତେ ଇନ୍ଧନର ବି ଆବଶ୍ୟକତା ନାହିଁ। ଥରେ ଚାର୍ଜ କଲେ ଏହା ୫୦ କିଲୋମିଟର ଗଡ଼ିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସାଇକେଲ୍‌ରେ ଇଲେକ୍ଟ୍ରିକ ବ୍ରେକ, ଇଣ୍ଡିକେଟର, ହେଡଲାଇଟ, ହର୍ଣ୍ଣ ସୁବିଧା ମଧ୍ୟ ରହିଛି।  ଏହି ସାଇକେଲ୍‌ରେ ଲାଗି ଥିବା ମୋଟରର କ୍ଷମତା ୨୫୦ ୱାଟ୍‌, ୨୪ ଭୋଲଟ ଥିବା ବେଳେ ସ୍ପିଡୋମିଟର ବ୍ୟବସ୍ଥା ରହିଛି। […]

e-cycle-2-1

e-cycle-2-1

Niharika Rout
  • Published: Tuesday, 07 January 2020
  • Updated: 07 January 2020, 04:32 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସାଇକେଲ୍‌ ଏପରି ଯାହାର ପେଡ଼ାଲ ନାହିଁ, କିନ୍ତୁ ଆପେ ଆପେ ଗଡ଼ିବ। ବେଗ  ଘଣ୍ଟାକୁ ୩୦ କିଲୋମିଟର। ଏଥିନିମନ୍ତେ ଇନ୍ଧନର ବି ଆବଶ୍ୟକତା ନାହିଁ। ଥରେ ଚାର୍ଜ କଲେ ଏହା ୫୦ କିଲୋମିଟର ଗଡ଼ିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସାଇକେଲ୍‌ରେ ଇଲେକ୍ଟ୍ରିକ ବ୍ରେକ, ଇଣ୍ଡିକେଟର, ହେଡଲାଇଟ, ହର୍ଣ୍ଣ ସୁବିଧା ମଧ୍ୟ ରହିଛି।  ଏହି ସାଇକେଲ୍‌ରେ ଲାଗି ଥିବା ମୋଟରର କ୍ଷମତା ୨୫୦ ୱାଟ୍‌, ୨୪ ଭୋଲଟ ଥିବା ବେଳେ ସ୍ପିଡୋମିଟର ବ୍ୟବସ୍ଥା ରହିଛି।

ବିଦ୍ୟୁତ୍‌ ସରଞ୍ଜାମ ସହ ଖେଳୁ ଖେଳୁ ଦିନେ ଯେ ଏପରି ଏକ ସାଇକେଲ୍‌ ଉଦ୍ଭାବନ କରିବେ, ତାହା ଭାବି ନ ଥିଲେ ରାଉରକେଲା ସାରନଗରୀରେ ରହୁଥିବା ଭୋଳନାଥ ରାୟ। ମାଟ୍ରିକ ପାସ କରି ନ ଥିବା ଭୋଳନାଥଙ୍କର ପିଲାଟି ବେଳୁ ଇଲେକ୍ଟ୍ରି ସାମଗ୍ରୀ ପ୍ରତି ରହିଛି ଅହେତୁକ ଆକର୍ଷଣ। ଏହାର ପ୍ରତିଫଳନ ସ୍ୱରୂପ ସେ ଏକ ବ୍ୟାଟେରୀ ଚାଳିତ ସାଇକେଲ୍‌ର ସ୍ରଷ୍ଟା ହେବାର ପରିଚୟ ଲାଭ କରି ପାରିଛନ୍ତି ।

ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ପାଇ ଚାଲିଛି।  ଏହାଦ୍ୱାରା ନିର୍ଗତ ଧୂଆଁରୁ ପ୍ରଦୂଷଣର ମାତ୍ରା ମଧ୍ୟ ବଢି ଚାଲିଛି। ଫଳରେ ଅତିଷ୍ଠ ହୋଇ ପଡ଼ିଛି ମଣିଷ। ପ୍ରଦୂଷଣ ରୋକିବାକୁ ସବୁ ବର୍ଗରୁ ପ୍ରୟାସ ଜାରି ରହିଥିବା ବେଳେ ଏକ ଛୋଟ ପ୍ରୟାସ କରିଛନ୍ତି ଭୋଳନାଥ। ଭୋଳନାଥଙ୍କ ସାରନଗରୀ ରଙ୍ଗିଲା ଛକରେ ଏକ ଇଲକ୍ଟ୍ରୋନିକ୍ସ ଦୋକାନ ମଧ୍ୟ ଅଛି। ଏଠାରେ ଟିଭି, ଫ୍ରିଜ ମରାମତି କରୁ କରୁ କେତେବେଳେ ଯେ, ସେ ଏପରି ଏକ ସାଇକେଲ୍‌ ନିର୍ମାଣ କରିବାର ଇଚ୍ଛା ତାଙ୍କୁ ପାଗଳ କରିଦେଲା ତାହା ତାଙ୍କୁ ମଧ୍ୟ ଠିକ୍‌ ଭାବେ ଜଣା ନାହିଁ। କିନ୍ତୁ ଏଥିନିମନ୍ତେ ସେ ଦିନରାତି ଏକ କରିଦେଇଥିଲେ। ପ୍ରାୟ ୨ ମାସର ଅକ୍ଳାନ୍ତ ପରିଶ୍ରମର ଫଳ ସ୍ୱରୂପ ଭୋଳାନାଥ ଏପରି ଏକ ଭିନ୍ନ ସାଇକେଲ୍‌ ନିର୍ମାଣ କରିବାରେ ସଫଳ ହୋଇପାରିଲେ।

ଭୋଳାନାଥ କହିଛନ୍ତି, ଦିନକୁ ଦିନ ପେଟ୍ରୋଲ ଦାମ ବଢ଼ି ଚାଲିଛି। ଏଥିଯୋଗୁ ପ୍ରଦୂଷଣ ବି ହୁ ହୁ ହୋଇ ବଢ଼ି ଚାଲିଛି।  ତେଣୁ କମ୍‌ ଖର୍ଚ୍ଚରେ ଏପରି ଏକ ସାଇକେଲ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲି। ପିଲା ଦିନୁ ବୈଦ୍ୟୁତିକ ସରଞ୍ଜାମ ସହ ଜଡ଼ିତ ଥିବାରୁ ବିଭିନ୍ନ ସାମଗ୍ରୀ ଏକତ୍ରିତ କରି ଏପରି ଏକ ସାଇକେଲ୍‌ ବାହାର କରିବାରେ ସଫଳ ହେଲି।

ଏଥିସହ ସେ ଆହୁରି କହିଛନ୍ତି, ବର୍ତ୍ତମାନ ଯେଉଁ ସାଇକେଲ୍‌ ତିଆରି କରିଛି ତାହାକୁ ଚାର୍ଜ କରିବାକୁ ପଡ଼ୁଛି। ହେଲେ ଏହାପରେ ଯେଉଁ ସାଇକେଲ୍‌ ତିଆରି କରିବି ତାହା ଯେପରି ଅଟୋମେଟିକ ଚାର୍ଜ ହେବ ସେଥିନିମନ୍ତେ ପ୍ରଚେଷ୍ଟା ଜାରି ରଖିଛି। ଏହି ସାଇକେଲ୍‌ ନିମନ୍ତେ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହା ପରେ ଯେଉଁ ସାଇକେଲ୍‌ ତିଆରି କରିବି, ସେଥି ନିମନ୍ତେ କମ୍‌ ଖର୍ଚ୍ଚ ହେବ ବୋଲି ଆଶା ରଖିଛନ୍ତି ଭୋଳାନାଥ।

ଭୋଳାନାଥଙ୍କ ପଡ଼ୋଶୀ ରାକେଶ କୁମାର ଅଗ୍ରୱାଲ କହିଛନ୍ତି, ଏହାକୁ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଚଳାଇ ପାରିବେ। ଏହାଦ୍ୱାରା ଦୁର୍ଘଟଣା ହାର ମଧ୍ୟ ବହୁତ କମିବ। ପ୍ରଦୂଷଣ ରୋକାଯାଇ ପାରିବ। ଭୋଳାନାଥଙ୍କ ଏହି ସାଇକେଲ୍‌ ନିମନ୍ତେ ସେ ମଧ୍ୟ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story