ନେତାଙ୍କ ନିଆରା ଫ୍ୟାସନ : ସାଧାସିଧାରେ ବି ଷ୍ଟାଇଲିସ୍‌

ଫ୍ୟାସନକୁ ନେଇ ବଲିଉଡ୍‌ର ଅଭିନେତା ଅଭିନେତ୍ରୀମାନେ ଚର୍ଚ୍ଚାରେ ରୁହନ୍ତି ସତ କିନ୍ତୁ ଏକ୍ଷେତ୍ରରେ ନେତାମାନେ ବି ପଛରେ ନାହାନ୍ତି। ରାଜନୈତିକ ମଇଦାନରେ ଏମିତି କିଛି ନେତା ଏବଂ ନେତ୍ରୀ ବି ଅଛନ୍ତି ଯେଉଁମାନେ ନିଜ ସ୍ୱତନ୍ତ୍ର ପୋଷାକ ଓ ପରୀପାଟ୍ଟି ପାଇଁ ଅନ୍ୟମାନଙ୍କ ଠାରୁ ବାରି ହୋଇଯାଆନ୍ତି। ସେଇ ବେଶରେ ସେମାନେ ଭଲ ମାନନ୍ତି। ଖାସ ସେହି ନର୍ଦ୍ଧିଷ୍ଟ ଡ୍ରେସ୍‌କୁ ନେଇ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ଆସନ୍ତୁ ଜାଣିବା ସେମିତି  କିଛି ନେତା […]

ganfhi

ganfhi

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 10:56 PM IST

Sports

Latest News

ଫ୍ୟାସନକୁ ନେଇ ବଲିଉଡ୍‌ର ଅଭିନେତା ଅଭିନେତ୍ରୀମାନେ ଚର୍ଚ୍ଚାରେ ରୁହନ୍ତି ସତ କିନ୍ତୁ ଏକ୍ଷେତ୍ରରେ ନେତାମାନେ ବି ପଛରେ ନାହାନ୍ତି। ରାଜନୈତିକ ମଇଦାନରେ ଏମିତି କିଛି ନେତା ଏବଂ ନେତ୍ରୀ ବି ଅଛନ୍ତି ଯେଉଁମାନେ ନିଜ ସ୍ୱତନ୍ତ୍ର ପୋଷାକ ଓ ପରୀପାଟ୍ଟି ପାଇଁ ଅନ୍ୟମାନଙ୍କ ଠାରୁ ବାରି ହୋଇଯାଆନ୍ତି। ସେଇ ବେଶରେ ସେମାନେ ଭଲ ମାନନ୍ତି। ଖାସ ସେହି ନର୍ଦ୍ଧିଷ୍ଟ ଡ୍ରେସ୍‌କୁ ନେଇ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଅଧିକ। ତେବେ ଆସନ୍ତୁ ଜାଣିବା ସେମିତି  କିଛି ନେତା ଓ ନେତ୍ରୀଙ୍କ ସମ୍ପର୍କରେ...

ସୋନିଆ ଗାନ୍ଧୀ: ରାଜୀବ ଗାନ୍ଧୀଙ୍କୁ ବିବାହ ପରେ ସୋନିଆ ଗାନ୍ଧୀ ଭାରତୀୟ ଚଳଣିକୁ ଆପଣାଇଥିଲେ। ପ୍ରାୟତ‍ଃ ସୋନିଆ ସୂତା ଏବଂ ସିଲ୍‌କି ଶାଢୀ ପରିଧାନ କରିବାରେ  ବେଶୀ ନଜରକୁ ଆସନ୍ତି। ସେହିପରି ସୋନିଆ କମର ପର୍ଯ୍ୟନ୍ତ ବ୍ଲାଉଜ୍  ପର୍ଯ୍ୟନ୍ତ ପିନ୍ଧନ୍ତି। ସେ ନିଜ ଶାସୁ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ଶୈଳୀରେ ଶାଢୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି।

ଯୋଗୀ ଆଦିତ୍ୟନାଥ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱତନ୍ତ୍ର ଫର୍ମାଟରେ ଗେରୁଆ ବସ୍ତ୍ର ପରିଧାନ କରିଥାନ୍ତି।  ଏହି ବେଶରେ ସେ ଅନ୍ୟମାନଙ୍କୁ ଖୁବ୍‌ ଦୃଷ୍ଟି ଆକର୍ଷଣ କରିପାରନ୍ତି।  ଖାସ୍‌ ତାଙ୍କରି ପାଇଁ  ଏବେ ଲକ୍ଷ୍ନୌ ବଜାରରେ ଗେରୁଆ ବସ୍ତ୍ରର ଚାହିଦା ବେଶୀ

ରାହୁଲ ଗାନ୍ଧୀ:କଂଗ୍ରେସର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଧଳା କୁର୍ତ୍ତା ଏବଂ ନୀଳ ଜିନ୍ସ ପିନ୍ଧିବାକୁ ଖୁବ୍ ପସନ୍ଦ କରନ୍ତି।  ଏଥିସହ ସେ କୋହ୍ଲାପୁରୀ ଚପଲ ବ୍ୟବହାର କରନ୍ତି। ୪୬ ବର୍ଷର  ରାହୁଲ ଗାନ୍ଧୀଙ୍କ ଏହି ଷ୍ଟାଇଲ ଏବେ ଯୁବପିଢୀଙ୍କ ଫ୍ୟାସନ ପାଲଟି ଯାଇଛି।

ମମତା ବାନାର୍ଜୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା  ଧଳା ଏବଂ ନୀଳ ରଙ୍ଗର ଛାପ ଥିବା ଶାଢୀ ପିନ୍ଧନ୍ତି। ଏଥିସହ ସେ ହାୱାଇ ଚପଲ ବ୍ୟବହାର କରନ୍ତି। ଯଦି ଆପଣ ଚାହିଁବେ ତେବେ ଗରମ ଦାଉରୁ ରକ୍ଷା ପାଇଁ ଏମିତି ଫ୍ୟାସନକୁ ଆପଣାଇପାରିବେ।

ସ୍ୱର୍ଗତ ଜୟଲଳିଥା: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିଥା ନିଜ ଶାଢୀକୁ ସେ ଖୁବ୍‌ ଲୋକପ୍ରିୟ ରହିଥିଲେ। ବାରମ୍ବାର ଶାଢୀ ପରିବର୍ତ୍ତନ କରିବା ଜୟଲଲିଥାଙ୍କ ସୌକ୍‌  ଥିଲା।  ତାଙ୍କ ଶାଢୀ ପିନ୍ଧିବା ଅତି ନିଆରା। ଅନେକ ସମୟରେ ତାଙ୍କ ଶାଢୀକୁ ନେଈ ସେ ଚର୍ଚ୍ଚାରେ ରହୁଥିଲେ।

ଅରବିନ୍ଦ କେଜ୍ରିୱାଲ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୋଷାକ ପରିଚ୍ଛଦ ଅତି ସାଧାରଣ ହୋଇଥିଲେ ମଧ୍ୟ ମଫଲର ବେଶରେ  ଟିକେ ଅଲଗା ଲାଗନ୍ତି । ସେଥିପାଇଁ ମଫଲର ମ୍ୟାନ୍‌ଭାବେ ମଧ୍ୟ ସେ ପରିଚିତ।

ସୌଜନ୍ୟ ଆଜ୍‌ତକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story