ଯୋଗଗୁରୁ ସିଲ୍‌: ମଣିଷ ପରି କରୁଛି ଯୋଗାସନ

ଶରୀରକୁ ସୁସ୍ଥ ରଖିବାର ଏକ ମୁଖ୍ୟ ମାଧ୍ୟମ ହେଲା ଯୋଗ। ତେଣୁ ଯୋଗକୁ ଏକ ଭଲ ଅଭ୍ୟାସ ଭାବେ ଆମେ ସମସ୍ତେ ଆପଣେଇ ନେଇଥାଉ। ପ୍ରତ୍ୟେକ ଦିନ ସକାଳୁ ଉଠି ଟିଭିରୁ ଯୋଗଗୁରୁ ରାମଦେବଙ୍କୁ ଦେଖି ବହୁ ଲୋକ ଘରେ ଯୋଗ କରିଥାନ୍ତି। ଅନେକ ଲୋକ ପାର୍କରେ ମଧ୍ୟ ଯୋଗ କରିଥାନ୍ତି ।

ହେଲେ ଆଜିକାଲି ସୁସ୍ଥ ରହିବା ପାଇଁ ଜୀବଜନ୍ତୁ ମଧ୍ୟ ଯୋଗ କରିବା ଆରମ୍ଭ କଲେଣି । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି , ଅବଶ୍ୟ ସବୁ ଜୀବଜନ୍ତୁ ନୁହେଁ, ଏମିତି କିଛି ଜାଗାରେ ଦେଖିବାକୁ ମିଳିଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କାରାଯାଇଛି, ଯେଉଁଥିରେ ଏକ ସିଲ୍ ଯୋଗ କରୁଥିବାର ଦେଖିବାକୁ ମିଳିଛି । ପାଖରେ ଥିବା ଜଣେ ଯୋଗଗୁରୁଙ୍କୁ ଅନୁସରଣ କରି ସିଲ୍ ଟି ଯୋଗ କରୁଛି । ମୁଣ୍ଡରେ ହାତ ରଖି ମଣିଷ ପରି ସେ ଯୋଗ କରୁଛି , ଭିଡିଓକୁ ଦେଖି ଜଣେ ମୋଟା ଲୋକ ଯୋଗ କରୁଥିବାର ଅନୁଭବ ହେବ ।  କିନ୍ତୁ 200 କିଲୋରୁ ଅଧିକ ଓଜନ ବିଶିଷ୍ଟ ଏହି ବିଶାଳକାୟ ସିଲକୁ ଯୋଗ କରୁଥିବାର ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ ।

courtesy- NDTV

Ordigital Desk
• Published: Wednesday, 05 July 2017
• Updated: 05 July 2017, 08:40 PM IST

Sports

Latest News

ଶରୀରକୁ ସୁସ୍ଥ ରଖିବାର ଏକ ମୁଖ୍ୟ ମାଧ୍ୟମ ହେଲା ଯୋଗ। ତେଣୁ ଯୋଗକୁ ଏକ ଭଲ ଅଭ୍ୟାସ ଭାବେ ଆମେ ସମସ୍ତେ ଆପଣେଇ ନେଇଥାଉ। ପ୍ରତ୍ୟେକ ଦିନ ସକାଳୁ ଉଠି ଟିଭିରୁ ଯୋଗଗୁରୁ ରାମଦେବଙ୍କୁ ଦେଖି ବହୁ ଲୋକ ଘରେ ଯୋଗ କରିଥାନ୍ତି। ଅନେକ ଲୋକ ପାର୍କରେ ମଧ୍ୟ ଯୋଗ କରିଥାନ୍ତି ।

ହେଲେ ଆଜିକାଲି ସୁସ୍ଥ ରହିବା ପାଇଁ ଜୀବଜନ୍ତୁ ମଧ୍ୟ ଯୋଗ କରିବା ଆରମ୍ଭ କଲେଣି । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି , ଅବଶ୍ୟ ସବୁ ଜୀବଜନ୍ତୁ ନୁହେଁ, ଏମିତି କିଛି ଜାଗାରେ ଦେଖିବାକୁ ମିଳିଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କାରାଯାଇଛି, ଯେଉଁଥିରେ ଏକ ସିଲ୍ ଯୋଗ କରୁଥିବାର ଦେଖିବାକୁ ମିଳିଛି । ପାଖରେ ଥିବା ଜଣେ ଯୋଗଗୁରୁଙ୍କୁ ଅନୁସରଣ କରି ସିଲ୍ ଟି ଯୋଗ କରୁଛି । ମୁଣ୍ଡରେ ହାତ ରଖି ମଣିଷ ପରି ସେ ଯୋଗ କରୁଛି , ଭିଡିଓକୁ ଦେଖି ଜଣେ ମୋଟା ଲୋକ ଯୋଗ କରୁଥିବାର ଅନୁଭବ ହେବ ।  କିନ୍ତୁ 200 କିଲୋରୁ ଅଧିକ ଓଜନ ବିଶିଷ୍ଟ ଏହି ବିଶାଳକାୟ ସିଲକୁ ଯୋଗ କରୁଥିବାର ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ ।

courtesy- NDTV

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos