ଆଜିକାଲି ଡିଜିଟାଲ୍ ଦୁନିଆରେ ସାଧାରଣତଃ ଆମେ ଟଙ୍କା ନେଣଦେଣ ପାଇଁ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଉପରେ ନିର୍ଭର କରୁ। ଯାହାଦ୍ୱାରା ଡେବିଟ୍ ଓ କ୍ରେଡିଟ୍ କାର୍ଡର ମାତ୍ରାଧିକ ବ୍ୟବହାର ହୋଇଥାଏ। ତେବେ ଆପଣଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଯଦି ଚୋରି ହୋଇଯାଇଛି କିମ୍ବା ହଜି ଯାଇଛି ତେବେ ତୁରନ୍ତ ଏଥିପ୍ରତି ସଜାଗ ହୋଇଯାଅନ୍ତୁ।
ଆପଣଙ୍କ ଡେବିଟ୍ କାର୍ଡ ବା କ୍ରେଡିଟ୍ କାର୍ଡ ହଜି ଯାଇଛି, ତେବେ ତୁରନ୍ତ ସମ୍ପୃକ୍ତ ବ୍ୟାଙ୍କର କଷ୍ଟମର୍ କେୟାର୍କୁ କଲ୍ କରି କାର୍ଡକୁ ବ୍ଲକ କରିନିଅନ୍ତୁ। ପରେ ତୁରନ୍ତ ଏହି ବିଷୟରେ ବ୍ୟାଙ୍କକୁ ଜଣେଇଦିଅନ୍ତୁ।
କୌଣସି କାରଣରୁ ଯଦି ଏହା ସମ୍ଭବ ହୋଇପାରୁନି ତେବେ ନେଟ୍ ବ୍ୟାଙ୍କି ଜରିଆରେ ଆକାଉଣ୍ଟରେ ଥିବା ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଅନ୍ତୁ।
କାର୍ଡ ବ୍ଲକ ହେବା ପରେ ନୂଆ କାର୍ଡ ପାଇଁ ଆପଣ ବ୍ୟାଙ୍କରେ ଆବେଦନ କରିପାରିବେ। ଏହାସହ ଯଦି ଆପଣ ନେଟ୍ ବ୍ୟାଙ୍କି ବ୍ୟାବହାର କରୁଥାନ୍ତି ତେବେ କାର୍ଡ ହଜିଯିବା ମାତ୍ରେ ଏହାର ପାସୱାର୍ଡ ସଙ୍ଗେସଙ୍ଗେ ବଦଳେଇ ଦିଅନ୍ତୁ।
News Courtesy-abp news
Picture Courtesy –Business Line
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।