ଏଟିଏମ୍‌ କାର୍ଡ ହଜିଗଲେ କଣ କରିବେ? ତୁରନ୍ତ ହୁଅନ୍ତୁ ସଜାଗ

ଆଜିକାଲି ଡିଜିଟାଲ୍‌ ଦୁନିଆରେ ସାଧାରଣତଃ ଆମେ ଟଙ୍କା ନେଣଦେଣ ପାଇଁ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ଉପରେ ନିର୍ଭର କରୁ। ଯାହାଦ୍ୱାରା ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ମାତ୍ରାଧିକ ବ୍ୟବହାର ହୋଇଥାଏ। ତେବେ ଆପଣଙ୍କ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ଯଦି ଚୋରି ହୋଇଯାଇଛି କିମ୍ବା ହଜି ଯାଇଛି ତେବେ ତୁରନ୍ତ ଏଥିପ୍ରତି ସଜାଗ ହୋଇଯାଅନ୍ତୁ। ଆପଣଙ୍କ ଡେବିଟ୍‌ କାର୍ଡ ବା କ୍ରେଡିଟ୍‌ କାର୍ଡ ହଜି ଯାଇଛି, ତେବେ ତୁରନ୍ତ ସମ୍ପୃକ୍ତ ବ୍ୟାଙ୍କର କଷ୍ଟମର୍‌ କେୟାର୍‌କୁ […]

CREDIT_CARDS_jpg_1382559f

CREDIT_CARDS_jpg_1382559f

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 08:08 PM IST

Sports

Latest News

ଆଜିକାଲି ଡିଜିଟାଲ୍‌ ଦୁନିଆରେ ସାଧାରଣତଃ ଆମେ ଟଙ୍କା ନେଣଦେଣ ପାଇଁ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ଉପରେ ନିର୍ଭର କରୁ। ଯାହାଦ୍ୱାରା ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ମାତ୍ରାଧିକ ବ୍ୟବହାର ହୋଇଥାଏ। ତେବେ ଆପଣଙ୍କ ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ ଯଦି ଚୋରି ହୋଇଯାଇଛି କିମ୍ବା ହଜି ଯାଇଛି ତେବେ ତୁରନ୍ତ ଏଥିପ୍ରତି ସଜାଗ ହୋଇଯାଅନ୍ତୁ।

ଆପଣଙ୍କ ଡେବିଟ୍‌ କାର୍ଡ ବା କ୍ରେଡିଟ୍‌ କାର୍ଡ ହଜି ଯାଇଛି, ତେବେ ତୁରନ୍ତ ସମ୍ପୃକ୍ତ ବ୍ୟାଙ୍କର କଷ୍ଟମର୍‌ କେୟାର୍‌କୁ କଲ୍‌ କରି କାର୍ଡକୁ ବ୍ଲକ କରିନିଅନ୍ତୁ। ପରେ ତୁରନ୍ତ ଏହି ବିଷୟରେ ବ୍ୟାଙ୍କକୁ ଜଣେଇଦିଅନ୍ତୁ।

କୌଣସି କାରଣରୁ ଯଦି ଏହା ସମ୍ଭବ ହୋଇପାରୁନି ତେବେ ନେଟ୍‌ ବ୍ୟାଙ୍କି ଜରିଆରେ ଆକାଉଣ୍ଟରେ ଥିବା ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଅନ୍ତୁ।

କାର୍ଡ ବ୍ଲକ ହେବା ପରେ ନୂଆ କାର୍ଡ ପାଇଁ ଆପଣ ବ୍ୟାଙ୍କରେ ଆବେଦନ କରିପାରିବେ। ଏହାସହ ଯଦି ଆପଣ ନେଟ୍‌ ବ୍ୟାଙ୍କି ବ୍ୟାବହାର କରୁଥାନ୍ତି ତେବେ କାର୍ଡ ହଜିଯିବା ମାତ୍ରେ ଏହାର ପାସୱାର୍ଡ ସଙ୍ଗେସଙ୍ଗେ ବଦଳେଇ ଦିଅନ୍ତୁ।

News Courtesy-abp news

Picture Courtesy –Business Line

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story