ଓଜନ କମୁଛି? ହୋଇପାରେ କ୍ୟାନସର: ଡାକ୍ତରଙ୍କ ପାଖକୁ ନଯାଇ କେମିତି ଜାଣିବେ କ୍ୟାନସର ଲକ୍ଷଣ

ସମଗ୍ର ବିଶ୍ୱରେ କ୍ୟାନସର ଏକ ଆତଙ୍କ ଭାବେ ଦେଖାଦେଇଛି। ଯଦି ଠିକ୍ ସମୟରେ କ୍ୟାନସରର ଉପଯୁକ୍ତ ଚିକିତ୍ସା କରାନଯାଏ ତେବେ ଏହା ମଣିଷକୁ ମୃତ୍ୟୁମୁଖକୁ ଠେଲିଦିଏ। ତେବେ କ୍ୟାନସରକୁ ଚିହ୍ନିବାରେ ବିଳମ୍ୱ କରିଥାନ୍ତି ସାଧାରଣ ଲୋକେ। ତେବେ ମଣିଷ ଶରୀରର କିଛି ଲକ୍ଷଣ ଦେଖି ଚିହ୍ନି ହେବ କ୍ୟାନସରକୁ। ପଢନ୍ତୁ ଏହି ରିପୋର୍ଟ। ହଠାତ୍ ଓଜନ କମିଗଲେ: ଶାରୀରିକ ପରିଶ୍ରମ ବିନା ଯଦି ହଠାତ୍ ଶରୀରର ଓଜନ ୪ରୁ ୫ କିଲୋଗ୍ରାମ କମୁଥାଏ ତେବେ ଏହା କ୍ୟାନସରର […]

cancer 2

cancer 2

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 08:02 PM IST

Sports

Latest News

ସମଗ୍ର ବିଶ୍ୱରେ କ୍ୟାନସର ଏକ ଆତଙ୍କ ଭାବେ ଦେଖାଦେଇଛି। ଯଦି ଠିକ୍ ସମୟରେ କ୍ୟାନସରର ଉପଯୁକ୍ତ ଚିକିତ୍ସା କରାନଯାଏ ତେବେ ଏହା ମଣିଷକୁ ମୃତ୍ୟୁମୁଖକୁ ଠେଲିଦିଏ। ତେବେ କ୍ୟାନସରକୁ ଚିହ୍ନିବାରେ ବିଳମ୍ୱ କରିଥାନ୍ତି ସାଧାରଣ ଲୋକେ। ତେବେ ମଣିଷ ଶରୀରର କିଛି ଲକ୍ଷଣ ଦେଖି ଚିହ୍ନି ହେବ କ୍ୟାନସରକୁ। ପଢନ୍ତୁ ଏହି ରିପୋର୍ଟ।

ହଠାତ୍ ଓଜନ କମିଗଲେ: ଶାରୀରିକ ପରିଶ୍ରମ ବିନା ଯଦି ହଠାତ୍ ଶରୀରର ଓଜନ ୪ରୁ ୫ କିଲୋଗ୍ରାମ କମୁଥାଏ ତେବେ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ। ସାଧାରଣତଃ ବୟସ୍କ ଲୋକଙ୍କର ଓଜନ ସହଜରେ କମି ନଥାଏ ତେବେ ଯଦି ବିନା ଶାରୀରିକ ପରିଶ୍ରମରେ ଆପଣ ପତଳା ହେବା ସହ ଓଜନ କମୁଥାଏ ତାହେଲେ ସର୍ତକ ହୋଇ ଯାଆନ୍ତୁ। କାରଣ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ।

ଲଗାତାର ଜ୍ୱର ହେଲେ: ଜ୍ୱର ଏକ ସାଧାରଣ ରୋଗ। କିନ୍ତୁ ଲଗାତାର ଜ୍ୱର ହେବା କ୍ୟାନସରର ଅନ୍ୟତମ ଲକ୍ଷଣ। ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ। ଯାହାଦ୍ୱାରା ବିଭିନ୍ନ ରୋଗରୁ ଶରୀର ନିଜକୁ ରକ୍ଷା କରି ପାରି ନଥାଏ। ବ୍ଲଡ୍‌ କ୍ୟାନସର ଓ ଲ୍ୟୁକିମିଆର ପ୍ରାଥମିକ ଲକ୍ଷଣ ଜ୍ୱରରୁ ଆରମ୍ଭ ହୋଇଥାଏ।

ପରିସ୍ରାରେ ରକ୍ତ ପଡ଼ିବା: ପରିସ୍ରା କରିବା ସମୟରେ ମୂତ୍ରାଶୟରେ କଷ୍ଟ ହେବା ସହ ପରିସ୍ରାରେ ରକ୍ତ ବାହାରିବା ପ୍ରୋଷ୍ଟେଟ୍‌ କ୍ୟାନସରର ଲକ୍ଷଣ। ଏହାଦ୍ୱାରା ବାରମ୍ୱାର ପରିସ୍ରା ଲାଗିଥାଏ। ତେବେ ବିନା କାରଣରେ ଥକିଯିବା ପ୍ରୋଷ୍ଟେଟ କ୍ୟାନସରର ପ୍ରମୁଖ ଲକ୍ଷଣ ଅଟେ। ଏହି କ୍ୟାନସର ହେଲେ ରୋଗୀର ହାତ ଗୋଡ଼ କାମ କରି ନଥାଏ।

ଶରୀରର ରଙ୍ଗ ହଠାତ୍ କଳା ପଡ଼ିଯିବା: ତ୍ୱଚାର ରଙ୍ଗ ହଠାତ୍ ପରିବର୍ତ୍ତନ ହୋଇ କଳା ପଡ଼ିଯିବା କ୍ୟାନସରର ପ୍ରାଥମିକ ଲକ୍ଷଣ। ଯଦି ବିନା କାରଣରେ ଶରୀରର ରଙ୍ଗ ଶ୍ୟାମଳ କିମ୍ୱା କଳା ପଡିଯାଏ ତେବେ ସର୍ତକ ହୋଇଯାଆନ୍ତୁ। ଯଦି ତ୍ବଚାରେ କଳାଜାଈର ଆକାର ବଢିବାକୁ ଲାଗେ ତେବେ ଡେ଼ରି ନକରି ଯଥା ସମ୍ଭବ ଡ଼କ୍ଟରଙ୍କୁ ଦେଖାନ୍ତୁ। ଏହା ସ୍କ୍ରିନ କ୍ୟାନସରର ଅନ୍ୟତମ ଲକ୍ଷଣ।

ଗିଳିବା ସମସ୍ୟା: ଯଦି ଖାଦ୍ୟ ଖାଇବା ସମୟରେ ଗିଳିବାରେ ଅସୁବିଧା ହୁଏ ତେବେ ଏହା ଗଳ କର୍କଟର ପ୍ରାଥମିକ ଲକ୍ଷଣ। କାଶିବାରେ ରକ୍ତ ପଡ଼ିବା ସହ କଫ୍ ଅଧିକ ଦିନ ରହିଲେ ଏହା ଗଳ କର୍କଟର ଲକ୍ଷଣକୁ ସୂଚାଇ ଥାଏ। ଏହିଭଳି ଲକ୍ଷଣ ଦେଖାଦେଲେ ଆଦୌ ହେଳା ନକରି ଅତିଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମୁହଁରେ ଧଳା ଦାଗ ଦେଖାଦେଲେ: ସିଗାରେଟ କିମ୍ୱା ତମ୍ୱାକୁ ଖାଇବା ବେଳେ ଯଦି ଜିଭ କିମ୍ୱା ପାଟିରେ ଧଳା ଦାଗ ଦେଖାଯାଏ ତେବେ ଏହା କ୍ୟାନସରର ଲକ୍ଷଣ। ପାଟିର ଭିତରେ କୌଣସି ବି ସ୍ଥାନରେ ଯଦି ଧଳା ଦାଗ ଦେଖାଯିବା କିମ୍ୱା ମୁଖରୁ ଦୁର୍ଗନ୍ଧ ଆସିବା ଓ ପାଟି ଖୋଲିବା ବେଳେ କଷ୍ଟ ହେବା ଆଦି ମୁଖ କର୍କଟର ଲକ୍ଷଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story