କିଏ ଏହି ନାରୀ ଗଛରେ ଜୀଅନ୍ତା ଝୁଲୁଛି ? ଜାଣନ୍ତୁ ପୂରା ରହସ୍ୟ

ଭଗବାନଙ୍କର ଏ ସୃଷ୍ଟି କେତେ ବିଚିତ୍ର, ତାହା  ଆମ ଚାରିପାଖର ଜିନିଷକୁ ଦେଖିଲେ ଜଣାପଡ଼େ । ଆଉ ବିଶ୍ୱାସ ହୁଏନି ଏଭଳି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ। ଏକ  ଫୁଲ ଅଛି ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଜଣେ ଯୁବତୀର ଶରୀର ପରି। ଆଉ କହିବେ ପ୍ରକୃତିର କି ଅଦ୍ଭୂତ କରିସ୍ମା  । ଯୁବତୀଙ୍କ ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ଫୁଲର ନାଁ ନାରୀଲତା  । ଫୁଲକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟଜନକ ଓ […]

21e

21e

Tapas Behera
  • Published: Tuesday, 24 September 2019
  • Updated: 24 September 2019, 07:21 PM IST

ଭଗବାନଙ୍କର ଏ ସୃଷ୍ଟି କେତେ ବିଚିତ୍ର, ତାହା  ଆମ ଚାରିପାଖର ଜିନିଷକୁ ଦେଖିଲେ ଜଣାପଡ଼େ । ଆଉ ବିଶ୍ୱାସ ହୁଏନି ଏଭଳି ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟେ।

ଏକ  ଫୁଲ ଅଛି ଯାହାକୁ ଦେଖିଲେ ଆପଣ ଭାବିବେ ଏହା ଜଣେ ଯୁବତୀର ଶରୀର ପରି। ଆଉ କହିବେ ପ୍ରକୃତିର କି ଅଦ୍ଭୂତ କରିସ୍ମା  । ଯୁବତୀଙ୍କ ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ଫୁଲର ନାଁ ନାରୀଲତା  ।

ଫୁଲକୁ ବିଶ୍ୱର ଏକ ଆଶ୍ଚର୍ଯ୍ୟଜନକ ଓ ବିରଳ ଫୁଲ ଭବେ ମଧ୍ୟ ଗଣାଯାଏ । ଯାହାକି ସବୁ ମହିଳାଙ୍କ ଶରୀର ପରି ଆକାର ନେଇ ଫୁଟିଥାଏ । ବିଶ୍ୱାସ କରାଯାଏ କି ଜଙ୍ଗଲରେ ଧ୍ୟାନ ଧାରଣା କରୁଥିବା ସାଧୁ ମାନଙ୍କୁ ଏହି ଫୁଲ ଅଡୁଆରେ ପକାଇଥାଏ। ଏହାକୁ ଦେଖି ସେମାନଙ୍କର ଏକାଗ୍ରତା ମଧ୍ୟ ଭଙ୍ଗ ହୋଇଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story