ଫ୍ରାଙ୍କୋଙ୍କ ଓଜନ କମାଇବାକୁ ସର୍ଜରୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୋଟା ବ୍ୟକ୍ତି ଫ୍ରାଙ୍କୋଙ୍କ ଓଜନ କମ୍‌ କରିବା ପାଇଁ ଗ୍ରାଷ୍ଟିକ୍‌ ବାଇପାସ୍‌ ସର୍ଜରୀ କରାଯାଇଛି। ଫ୍ରାଙ୍କୋଙ୍କ ଓଜନ ପ୍ରାୟ ୬୦୦ କିଲୋଗ୍ରାମ ଥିଲା। ଫ୍ରାଙ୍କୋଙ୍କୁ ସର୍ଜରୀ କରିଥିବା ଡାକ୍ତର କହିଛନ୍ତି, ସର୍ଜରୀ ଦ୍ୱାରା ତାଙ୍କ ଓଜନ ଅଧା କରିବାକୁ ଆମେ ଚେଷ୍ଟା କରୁଛୁ। ସର୍ଜରୀ ପରେ ତାଙ୍କ ଶରୀରର କିପରି ପରିବର୍ତ୍ତନ ହେଉଛି ତା’ ଉପରେ ନଜର ରଖିବାକୁ ପଡ଼ିବ। ଆମେ ଆଶା କରୁଛୁ ସବୁ କିଛି ଭଲ ହିଁ ହେବ। ସର୍ଜରୀ […]

fattest

fattest

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 11:38 AM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମୋଟା ବ୍ୟକ୍ତି ଫ୍ରାଙ୍କୋଙ୍କ ଓଜନ କମ୍‌ କରିବା ପାଇଁ ଗ୍ରାଷ୍ଟିକ୍‌ ବାଇପାସ୍‌ ସର୍ଜରୀ କରାଯାଇଛି। ଫ୍ରାଙ୍କୋଙ୍କ ଓଜନ ପ୍ରାୟ ୬୦୦ କିଲୋଗ୍ରାମ ଥିଲା।

ଫ୍ରାଙ୍କୋଙ୍କୁ ସର୍ଜରୀ କରିଥିବା ଡାକ୍ତର କହିଛନ୍ତି, ସର୍ଜରୀ ଦ୍ୱାରା ତାଙ୍କ ଓଜନ ଅଧା କରିବାକୁ ଆମେ ଚେଷ୍ଟା କରୁଛୁ। ସର୍ଜରୀ ପରେ ତାଙ୍କ ଶରୀରର କିପରି ପରିବର୍ତ୍ତନ ହେଉଛି ତା’ ଉପରେ ନଜର ରଖିବାକୁ ପଡ଼ିବ। ଆମେ ଆଶା କରୁଛୁ ସବୁ କିଛି ଭଲ ହିଁ ହେବ। ସର୍ଜରୀ ପରେ ଫ୍ରାଙ୍କୋଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।”

ତେବେ ସର୍ଜରୀ ପୂର୍ବରୁ ଫ୍ରାଙ୍କୋଙ୍କୁ ଡାଇବେଟିସ୍‌ ଓ ରକ୍ତଚାପ ନିୟନ୍ତ୍ରଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଫ୍ରାଙ୍କୋଙ୍କ ଦ୍ୱିତୀୟ ସର୍ଜରୀ ନଭେମ୍ୱରେ ହେବାର ସମ୍ଭାବନା ରହିଛି।

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story