ବିଶ୍ୱରେ ବିରଳ: ୪୭୦ ଗ୍ରାମ ଓଜନ ଶିଶୁର ହାର୍ଟ ସର୍ଜରୀ, ଗର୍ଭର ୫ ମାସ ପରେ ଜନ୍ମ ହୋଇଥିଲା ଶିଶୁ

ଉଦୟପୁର(ରାଜସ୍ଥାନ): ଆଖି ଫିଟିନି । ଚମ କାଗଜଠାରୁ ଆହୁରି ପତଳା। ଓଜନ ୪୭୦ ଗ୍ରାମ ହେବ। ଅସ୍ୱାଭାବିକ୍‌ ଭାବେ ଜନ୍ମ ହୋଇଥିବା ଏମିତି ଏକ ଶିଶୁର ହୃଦୟ(ହାର୍ଟ)ରେ ହୋଇଛି ଅସ୍ତ୍ରୋପଚାର। ରାଜସ୍ଥାନର ଉଦୟପୁରରେ ଘଟିଛି ଏହି ଘଟଣା। ଗର୍ଭର ୫ ମାସ(୨୮) ପରେ ଜନ୍ମ ହୋଇଥିବା ଶିଶୁ ପୁତ୍ରଟି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତା’ର ହାର୍ଟ ସର୍ଜରୀ କରାଯାଇଛି। ରାଜସ୍ଥାନର ଗୀତାଞ୍ଜଳି ମେଡିକାଲ କଲେଜ୍‌ ଏବଂ ଜୀବନ୍ତ ହସ୍‌ପିଟାଲ ପକ୍ଷରୁ ମିଳିତ ଭାବେ ଏହି […]

Untitled-1

Untitled-1

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 01:31 PM IST

ଉଦୟପୁର(ରାଜସ୍ଥାନ): ଆଖି ଫିଟିନି । ଚମ କାଗଜଠାରୁ ଆହୁରି ପତଳା। ଓଜନ ୪୭୦ ଗ୍ରାମ ହେବ। ଅସ୍ୱାଭାବିକ୍‌ ଭାବେ ଜନ୍ମ ହୋଇଥିବା ଏମିତି ଏକ ଶିଶୁର ହୃଦୟ(ହାର୍ଟ)ରେ ହୋଇଛି ଅସ୍ତ୍ରୋପଚାର। ରାଜସ୍ଥାନର ଉଦୟପୁରରେ ଘଟିଛି ଏହି ଘଟଣା। ଗର୍ଭର ୫ ମାସ(୨୮) ପରେ ଜନ୍ମ ହୋଇଥିବା ଶିଶୁ ପୁତ୍ରଟି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତା’ର ହାର୍ଟ ସର୍ଜରୀ କରାଯାଇଛି। ରାଜସ୍ଥାନର ଗୀତାଞ୍ଜଳି ମେଡିକାଲ କଲେଜ୍‌ ଏବଂ ଜୀବନ୍ତ ହସ୍‌ପିଟାଲ ପକ୍ଷରୁ ମିଳିତ ଭାବେ ଏହି ଅସ୍ତ୍ରୋପଚାର କରାଯାଇଛି।

ଏବେ ସ୍ଥିତିରେ ସୁଧାର ଆସିଥିବା ଜଣାପଡ଼ିଛି।  ଜନ୍ମର ୧୫ ଦିନ ପରେ ଶିଶୁପୁତ୍ରଟିକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅପରେସନ ବେଳେ ଶିଶୁପୁତ୍ରଟିର ଛାତି ଭିତରେ ଦୁଇଟି ରକ୍ତଶିରା ଯୋଡ଼ି ହୋଇଯାଇଥିବା ଜଣାପଡ଼ିଥିଲା। ତେବେ ଅପରେସନ  ସଫଳ ହୋଇଥିବା ବେଳେ ଶିଶୁପୁତ୍ରଟି ଏବେ ମେଡିକାଲରେ ଚିକିତ୍ସାଧୀନ ରହିଛି। ଶିଶୁଟି ଯେଭଳି ନିଶ୍ୱାସ ନେବାରେ କଷ୍ଟ ଅନୁଭବ ନକରେ ସେଥିପ୍ରତି ଯତ୍ନ ନିଆଯାଉଛି। ଚିକିତ୍ସା ବିଜ୍ଞାନରେ ସବୁଠାରୁ ଏହା ବିରଳ ଅସ୍ତ୍ରୋପଚାର ବୋଲି କୁହାଯାଉଛି।

କାରଣ ଏତେ କମ୍‌ ଓଜନର ଶିଶୁର ହାର୍ଟ  ଅପରେଶନ କରାଯିବା ବିଶ୍ୱର କେଉଁଠି ବି ନଜିର ନାହିଁ।  ଏଭଳି ପରିସ୍ଥିତିରେ  ଜଣେ ରୋଗୀର ବଞ୍ଚିବା ସମ୍ଭାବନା ୫୫ ପ୍ରତିଶତ ରହିଥାଏ ବୋଲି ଡାକ୍ତର କହିଛନ୍ତି। ତଥାପି ସମ୍ପୃକ୍ତ ଶିଶୁ ଜୀବନ ପ୍ରତି ସେତେଟା ବିପଦ ନ ଥିବା ଡାକ୍ତର ଆଶା ରଖିଛନ୍ତି।

Courtesy-Times of india

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story