ଝିଟିପିଟିର ଦାମ୍ 4 କୋଟି 50 ଲକ୍ଷ

ପଶୁଟିଏ କିମ୍ବା ପକ୍ଷୀଟିଏର ମୂଲ୍ୟ କେତେ ବା ହୋଇପାରେ। ଯଦିଓ କୌଣସି ଜୀବନର କିଛି ମୂଲ୍ୟ ନଥାଏ। ବେଳେବେଳେ କିନ୍ତୁ ଏହାକୁ ଦୁର୍ମୂଲ୍ୟ ବୋଲି ଧରିବାକୁ ହେବ।  ଏମିତି ଏକ ଘଟଣାକ୍ରମରେ କିଛିଦିନ ତଳେ ବିରଳ ପଶୁପକ୍ଷୀଙ୍କୁ ଚୋରା ଚାଲାଣ କରୁଥିବା କିଛି ଲୋକଙ୍କୁ ଧରିଥିଲା ପଶ୍ଚିମବଙ୍ଗ ପୋଲିସ୍। ଗିରଫ ଏହି ଲୋକମାନଙ୍କର କାମ କଣ ଜାଣନ୍ତି।  ଏମାନେ ପଶ୍ଚିମବଙ୍ଗର ଫାଲାକାଟୋ ଜଙ୍ଗଲରୁ ବିରଳ ପ୍ରଜାତିର ଝିଟିପିଟିଙ୍କୁ ଅନ୍ତର୍ଜାତୀୟ ବଜାରକୁ ଚୋରା ଚାଲାଣ କରିଥାନ୍ତି। ଝିଟିପିଟି ବିକ୍ରି […]

nn

nn

Rakesh Mallick
  • Published: Thursday, 22 June 2017
  • Updated: 22 June 2017, 01:37 PM IST

Sports

Latest News

ପଶୁଟିଏ କିମ୍ବା ପକ୍ଷୀଟିଏର ମୂଲ୍ୟ କେତେ ବା ହୋଇପାରେ। ଯଦିଓ କୌଣସି ଜୀବନର କିଛି ମୂଲ୍ୟ ନଥାଏ। ବେଳେବେଳେ କିନ୍ତୁ ଏହାକୁ ଦୁର୍ମୂଲ୍ୟ ବୋଲି ଧରିବାକୁ ହେବ।  ଏମିତି ଏକ ଘଟଣାକ୍ରମରେ କିଛିଦିନ ତଳେ ବିରଳ ପଶୁପକ୍ଷୀଙ୍କୁ ଚୋରା ଚାଲାଣ କରୁଥିବା କିଛି ଲୋକଙ୍କୁ ଧରିଥିଲା ପଶ୍ଚିମବଙ୍ଗ ପୋଲିସ୍।

ଗିରଫ ଏହି ଲୋକମାନଙ୍କର କାମ କଣ ଜାଣନ୍ତି।  ଏମାନେ ପଶ୍ଚିମବଙ୍ଗର ଫାଲାକାଟୋ ଜଙ୍ଗଲରୁ ବିରଳ ପ୍ରଜାତିର ଝିଟିପିଟିଙ୍କୁ ଅନ୍ତର୍ଜାତୀୟ ବଜାରକୁ ଚୋରା ଚାଲାଣ କରିଥାନ୍ତି। ଝିଟିପିଟି ବିକ୍ରି କଥା ଶୁଣି ଆମକୁ ହସ ଲାଗୁଥାଇ ପାରେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ସବୁ ବିରଳ ଝିଟିପିଟିର ମୂଲ୍ୟ ଅନ୍ତର୍ଜାତୀୟ ବଜାରେ ଅତି ଚଢ଼ା । ପୋଲିସର କହିବା ଅନୁଯାୟୀ, ଜବତ ହୋଇଥିବା ଝିଟିପିଟିର ମୂଲ୍ୟ ଭାରତୀୟ ଟଙ୍କାରେ 4 କୋଟି 50 ଲକ୍ଷ । ଗିରଫ ସମୟରେ 6ଟି ବିରଳ କିସମର ଝିଟିପିଟି ସେମାନଙ୍କ ପାଖରୁ ଉଦ୍ଧାର କରାଯାଇଥିଲା।  ଏହି ଦୁର୍ଲଭ ପ୍ରଜାତି ଝିଟିପିଟିଙ୍କ ନାଁ “ଟୋକେ ଗେକୋ”। ଚୋରା ଚାଲାଣକାରୀ ଏହି ଝିଟିପିଟିଙ୍କୁ ପ୍ରଥମେ ଚୀନକୁ ନେଉଥିଲେ। ସେଠାରୁ ଅନ୍ୟ ଦେଶକୁ ଚାଲାଣ କରୁଥିଲେ।  ଚୀନରେ ମଧ୍ୟ ଏହି ବିରଳ ପ୍ରଜାତି ଝିଟିପିଟିଙ୍କ ଚାହିଦା ବେଶ୍ ଅଧିକ। ଏହି ଛିଟିପିଟିରୁ ଅନେକ ମୂଲ୍ୟବାନ ଓୈାଷଧ ପ୍ରସ୍ତୁତ ହେଉଥିବାରୁ ଦାମ୍ ଆକାଶଛୁଆଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story