କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ; ସେମାନଙ୍କୁ କେବଳ ରୋଷେଇ କରିବା ଜଣା...

"ବଡ଼ କଥା ହେଉଛି କି କେମିତି କଥା କୁହାଯାଏ ଜାଣିବା କଥା, କିନ୍ତୁ ସେମାନେ କେବଳ ରୋଷେଇ ଘରେ ରୋଷେଇ କରିବା ଜାଣନ୍ତି"

Shamanur Shivashankarappa & Gayathri Siddeshwara

ଶାମନୁର ଶିବଶଙ୍କରପ୍ପା ଓ ଗାୟତ୍ରୀ ସିଦ୍ଧେଶ୍ୱର

Debibandita Barick
  • Published: Saturday, 30 March 2024
  • Updated: 30 March 2024, 01:03 PM IST

ବରିଷ୍ଠ କଂଗ୍ରେସ ବିଧାୟକ ଶାମନୁର ଶିବଶଙ୍କରପ୍ପାଙ୍କ ବିବାଦୀୟ ବୟାନ। ମହିଳାମାନଙ୍କୁ କେବଳ ରୋଷେଇ ଜଣା ବୋଲି ଶିବଶଙ୍କରପ୍ପା କହିଛନ୍ତି। କର୍ଣ୍ଣାଟକର ଦାବନଗିରି ସଂସଦୀୟ କ୍ଷେତ୍ରରୁ ବିଜେପି ବର୍ତ୍ତମାନର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିଏମ ସିଦ୍ଧେଶ୍ୱରଙ୍କ ପତ୍ନୀ ଗାୟତ୍ରୀ ସିଦ୍ଧେଶ୍ୱରଙ୍କୁ ଟିକେଟ୍ ଦେବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଶିବଶଙ୍କରପ୍ପା।

ଦଳୀୟକର୍ମୀଙ୍କୁ ନେଇ ବସିଥିବା ଏକ ବୈଠକରେ ଯୋଗ ଦେଇ ଶିବଶଙ୍କରପ୍ପା ଗାୟତ୍ରୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କ ପାଖରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବାର କ୍ଷମତା ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, "ଆପଣ ସମସ୍ତେଙ୍କୁ ଜଣା, ସେ ପ୍ରଥମେ ପଦ୍ମ ଫୁଟାଇ ମୋଦିଙ୍କୁ ଦେବାକୁ ଚାହୁଁଛନ୍ତି। ପ୍ରଥମେ, ସେମାନେ ଦାବନଗିରିବାସୀଙ୍କ ସମସ୍ୟା ବୁଝନ୍ତୁ। ଆମେ (କଂଗ୍ରେସ) ଏହି ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରିଛୁ। ବଡ଼ କଥା ହେଉଛି କି କେମିତି କଥା କୁହାଯାଏ ଜାଣିବା କଥା, କିନ୍ତୁ ସେମାନେ କେବଳ ରୋଷେଇ ଘରେ ରୋଷେଇ କରିବା ଜାଣନ୍ତି, ଜନସାଧାରଣଙ୍କ ଆଗରେ କଥାବାର୍ତ୍ତା କରିବାର ଶକ୍ତି ବିରୋଧୀ ଦଳ ପାଖରେ ନାହିଁ।"

Also Read

ସେପଟେ, ଶିବଶଙ୍କରପ୍ପାଙ୍କ ଏପରି ମନ୍ତବ୍ୟର ଜବାବ ରଖିଛନ୍ତି ଗାୟତ୍ରୀ ସିଦ୍ଧେଶ୍ୱର। ସେ କହିଛନ୍ତି, "ତାଙ୍କୁ(ଶିବଶଙ୍କରପ୍ପା) ବୋଧେ ଜଣାନାହିଁ, ମହିଳାମାନେ ଏବେ କେତେ ଆଗକୁ ଗଲେଣି। ଏବେ ମହିଳା ଆକାଶରେ ଉଡିପାରୁଛି। ମହିଳାମାନେ ଏବେ କେଉଁ ବୃତ୍ତିରେ ନାହାନ୍ତି? ସବୁ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ରହିଛି। ମହିଳାମାନେ କେତେ ପ୍ରେମର ସହ ବରିଷ୍ଠଠୁ ଛୋଟ ପିଲା ସମସ୍ତଙ୍କ ପାଇଁ ରୋଷେଇ କରନ୍ତି ତାହା ବୋଧେ ତାଙ୍କୁ ଜଣାନାହିଁ।" 

ଶିବଶଙ୍କରପ୍ପାଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିଛି ବିଜେପି। ଏଥିସହ ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଦଳର ମୁଖପାତ୍ର ମାଳବିକା ଅବିନାଶ କହିଛନ୍ତି।

୯୨ ବର୍ଷୀୟ ଶିବଶଙ୍କରପ୍ପା କଂଗ୍ରେସର ଜଣେ ବରିଷ୍ଠ ନେତା। ସେ ଦାବନଗିରିରୁ ପାଞ୍ଚ ଥର ବିଧାୟକ ହୋଇଛନ୍ତି। ତାଙ୍କ ବୋହୂ ପ୍ରଭା ମଲ୍ଲିକାର୍ଜୁନ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ତାଙ୍କ ବୋହୂଙ୍କ ବିପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିଏମ ସିଦ୍ଧେଶ୍ୱରଙ୍କ ପତ୍ନୀ ଗାୟତ୍ରୀ ସିଦ୍ଧେଶ୍ୱରଙ୍କୁ ଟିକେଟ୍ ଦେଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story