150 ଟଙ୍କିଆ ଟିଫିନକୁ 350 ଟଙ୍କିଆ ବରିୟାନି ଲୋଭ !

ଓଡ଼ିଆ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ଲୋକାର୍ପଣ ଉତ୍ସବକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ଅଫର। ଆସିଲେ ମିଳିବ ଦେଢ ଶହ ଟଙ୍କିଆ ଟିଫିନ୍ ସହିତ ୩୫୦ ଟଙ୍କିଆ ବିରିୟାନି।

Manoj Swain
  • Published: Thursday, 25 January 2024
  • Updated: 25 January 2024, 06:47 PM IST

Sports

Latest News

କଲେଜ ପ୍ରିନ୍ସିପାଲଙ୍କ ଅଫର ୱିଥ୍ ଧମକ ! ବିରିୟାନି ଖାଅ ନ ହେଲେ ଇଣ୍ଟରନାଲ ଓ ପ୍ରାକ୍ଟିକାଲ ମାର୍କର ଭୟ। ଗୋଟିଏ ପଟେ ଲୋଭ ତ ଅନ୍ୟପଟେ ଭୟରେ ଛାତ୍ରଛାତ୍ରୀ। ସେପଟେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଆ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ଲୋକାର୍ପଣ ଉତ୍ସବକୁ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷଙ୍କ ଅଫର। ଆସିଲେ ମିଳିବ ଦେଢ ଶହ ଟଙ୍କିଆ ଟିଫିନ୍ ସହ ୩୫୦ ଟଙ୍କିଆ ବିରିୟାନି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos