APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
ଆଜି ହାଇ ଭୋଲଟେଜ ମ୍ୟାଚ୍; 'କର ବା ମର' ସ୍ଥିତିରେ ଚେନ୍ନାଇ-ବେଙ୍ଗାଲୁରୁ
କ୍ରିକେଟ୍
18 May 2024
ବ୍ରାଜିଲକୁ ମିଳିଲା ଫିଫା ମହିଳା ବିଶ୍ୱକପ ଆୟୋଜନର ଅଧିକାର
ଖେଳ
17 May 2024
ଡ୍ରାଭିଡଙ୍କ ପରେ ମୁଖ୍ୟ କୋଚ୍ ପଦକୁ ମନା କଲେ ଏହି ମହାନ କ୍ରିକେଟର
କ୍ରିକେଟ୍
16 May 2024
Latest News
ନବ ଦାସଙ୍କ ପୁଅଙ୍କ PAଙ୍କ ଘରେ ପଶିଲା ଆଇଟି ଟିମ୍; ଚାଲିଛି ରେଡ୍
Saturday, 18 May 2024
ଇୟରଫୋନ୍ ଦେଇ ରେଳ ଲାଇନ୍ ପାର ହେଉଥିଲେ ଦୁଇ ଭଉଣୀ, ପିଟି ଦେଲା ଟ୍ରେନ୍
Saturday, 18 May 2024
ଗାଡ଼ି ଚେକିଂ ପାଇଁ ଅଟକାଇଲା ପୁଲିସ; ଗର୍ଜନ କଲେ ମନ୍ତ୍ରୀ
Saturday, 18 May 2024
ବିଜେପି ନେତାଙ୍କ ସାଂଘାତିକ ଅଭିଯୋଗ - ରେଭାନ୍ନାଙ୍କ ଭିଡିଓ ଭାଇରାଲ କରିବାକୁ ଶିବକୁମାର ଯାଚିଥିଲେ ଶହେ କୋଟି
Saturday, 18 May 2024
ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଘାଣ୍ଟିଲା ଆଇଟି ଟିମ୍
Saturday, 18 May 2024
୩୬ ଥର ଛୁରୀ ଭୁଷି ଚାଷୀଙ୍କୁ ହତ୍ୟା କରିଥିଲେ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ
Saturday, 18 May 2024
Politics News Updates
Politics
ବାରିପଦା: ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ହାତୀ ଦଳିଦେଲା, ମୃତ ଯୁବକ ପୀଠାବଟା ରେଞ୍ଜ୍ ନୟାପୁରୁଷୋତ୍ତମପୁର ଗାଁର
Tuesday, 24 April 2018
Politics
କୋଣାର୍କ: କାକଟପୁର ସୁନାରୀବସ୍ତ ପ୍ରକଳ୍ପ ୟୁ.ପି. ସ୍କୁଲରେ ଦୁଇ ଜଣ ପଞ୍ଚମ ଶ୍ରେଣୀ ଛାତ୍ରୀ ଓ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ, ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ
Tuesday, 24 April 2018
Politics
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର ଗିରଫ, ବିସ୍ଫୋରଣ ଘଟଣାରେ ମାଷ୍ଟରମାଇଣ୍ଡ୍ ଥିଲେ ପୁଞ୍ଜିଲାଲ୍,ଅଧ୍ୟକ୍ଷ ପଦବୀ ବିବାଦ ପାଇଁ ଷଡ଼ଯନ୍ତ୍ର ରଚିଥିଲେ, କାଲି ତାଙ୍କ ଘରୁ ବାଣ ଜବତ ହୋଇଥିଲା
Tuesday, 24 April 2018
Politics
ଢେଙ୍କାନାଳ: ଗନ୍ଦିଆ ବ୍ଲକ ଝାରଦା ଗାଁରେ ବୋମା ଫୁଟି ଗୋଟିଏ ପରିବାରର ୪ ଆହତ, ଆହତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ ଓ ଜଣେ ବୃଦ୍ଧ, ହାତୀ ଘଉଡ଼ାଇବାକୁ ଘରେ ରଖିଥିଲେ ବୋମା, ପିଲାଟି ଗଡ଼ାଇ ଦେବାରୁ ହୋଇଥିଲା ବିସ୍ଫୋରଣ
Monday, 23 April 2018
Politics
ଅନୁଗୋଳ: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରାଙ୍କୁ ଗିରଫ କଲା କଣିହାଁ ଥାନା ପୋଲିସ, ଦୁଷ୍ମନ୍ତ ମାରପିଟ୍ କରିଥିବା ଅଭିଯୋଗ
Monday, 23 April 2018
Politics
ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ ମୃତ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ପୈତୃକ ଘରୁ କିଛି ନଡ଼ିଆ ବାଣ ଜବତ, ସନ୍ଧାନୀ କୁକୁର ସହାୟତା ଘରେ ସର୍ଚ୍ଚ ବେଳେ କ୍ରାଇମବ୍ରାଞ୍ଚକୁ ମିଳିଲା ବାଣ
Monday, 23 April 2018
Politics
ନାବାଳିକା ଦୁଷ୍କର୍ମ ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ବିଧାନସଭାରେ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇଥିଲେ, ମୁଖ୍ୟମନ୍ତ୍ରୀ ବିବୃତି ଦେଲେନି; ବାଚସ୍ପତି ନିରବ ରହିଲେ, ରାଜ୍ୟରେ ଏବେ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି
Monday, 23 April 2018
Politics
ସାଲେପୁର ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ସତ୍ତ୍ୱେ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ଦେଲେ SCB ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନଗୋ
Monday, 23 April 2018
Politics
ସଲିମ ଖାଁ ଅଡିଓ ଟେପ୍ ଖୁଲାସା ନେଇ ସାଂସଦ ବୈଜୟନ୍ତ ପଣ୍ଡା କହିଲେ-‘P’ ନାମରେ ଜଣେ ବ୍ୟକ୍ତି ଷଡ଼ଯନ୍ତ୍ର କରୁଛନ୍ତି,ମୋତେ ଓ ମୋ ସହଯୋଗୀଙ୍କୁ ହଇରାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସଲିମ ଖାଁ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଓ ପରିବାରର ସୁରକ୍ଷା ମାଗିଛନ୍ତି, ମୁଁ ମଧ୍ୟ ତାଙ୍କର ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଅପିଲ କରୁଛି #Odisha
Monday, 23 April 2018
Politics
ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ,ଗୃହକୁ ୧୨ଟା ୫୦ ଯାଏଁ ମୁଲତବି କଲେ ବାଚସ୍ପତି, ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଅଭିଯୋଗରେ ବିବୃତି ଦାବି କରିଥିଲେ କଂଗ୍ରେସ ଓ ବିଜେପି
Monday, 23 April 2018
Politics
ବାଲେଶ୍ୱର ଓ ବଲାଙ୍ଗିର ଗସ୍ତରେ MCI ଟିମ୍: ବାଲେଶ୍ୱର ମେଡିକାଲ କଲେଜ ଅନୁଧ୍ୟାନ କରୁଛନ୍ତି ୩ ଜଣିଆ ଟିମ୍, ବଲାଙ୍ଗିରରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୩ ଜଣିଆ MCI ଟିମ୍
Monday, 23 April 2018
Politics
ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ଘଟଣା ନେଇ ବିଧାନସଭାରେ ହୋହଲ୍ଲା ପ୍ରସଙ୍ଗ: ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ-ଓଡ଼ିଶାରେ ଦୁଷ୍କର୍ମ ବଢ଼ୁଛି, ନାରୀ ସମାଜ ଅସୁରକ୍ଷିତ; ଥାନାରେ ଡେସ୍କ ଖୋଲିଲେ ଦୁଷ୍କର୍ମ ବନ୍ଦ ହେବ କି? ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ
Monday, 23 April 2018
Politics
ଜୟପୁର: ସଦର ଥାନା କେରାପୁଟ ଗାଁରେ ବିଲରେ ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା, ଗୁରୁତର ନାବାଳକ ଡାକ୍ତରଖାନାରେ ଭର୍ତ୍ତି, ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଦୁହେଁ ବିଷ ପିଇଥିବା ସନ୍ଦେହ
Monday, 23 April 2018
Politics
ଅନୁଗୋଳ କଣିହାଁ ନିକଟ ଡେରଙ୍ଗରେ ଯାତ୍ରା ଚାଲିଥିବା ବେଳେ ଓଲିଉଡ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ
Monday, 23 April 2018
Politics
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣ ମୃତ ଘଟଣା: ସ୍କାଏକିଙ୍ଗ୍ କୋରିଅର ମାଲିକ ଦିଲୀପ ଦାସ ଓ କୋରିଅର ବଏ ସୁଶାନ୍ତ ସେଠଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ସର୍କିଟ ହାଉସରେ ଉଭୟଙ୍କୁ ବନ୍ଦ କୋଠରୀରେ ଜେରା
Monday, 23 April 2018
First
Prev
1393
1394
1395
1396
1397
1398
1399
1400
1401
1402
1403
Next
Last
Trending
ପନିର ବିରିୟାନିରୁ ବାହାରିଲା ଚିକେନ୍ ପିସ୍
ଭାଇରାଲ୍
15 May 2024
ଭଉଣୀ ବାହାଘରରେ ନାଚୁ ନାଚୁ ଟଳିପଡ଼ିଲେ ଯୁବତୀ
ଭାଇରାଲ୍
29 April 2024
ସମ୍ପତ୍ତି ପାଇଁ ବାପାକୁ ମୁଥ ମାରି ମାରି ମାରିଦେଲା ପୁଅ
ଭାଇରାଲ୍
29 April 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.