APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ଘରେ ତିଆରି କରନ୍ତୁ ରାଶି ଆରିସା
Friday, 20 September 2024
ଭରତପୁର ଥାନା କାଣ୍ଡକୁ ନେଇ ବର୍ଷିଲେ ବିଜୟ ପଟ୍ଟନାୟକ, କହିଲେ - କାହିଁକି ବନ୍ଧା ହୋଇ ନାହାନ୍ତି ଅଭିଯୁକ୍ତ ?
Friday, 20 September 2024
ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍, ଆସୁଛି କ୍ରିପ୍ଟୋକରେନ୍ସି ଭିଡିଓ
Friday, 20 September 2024
ବାନ୍ଧବୀଙ୍କ ଭିଡିଓ ଭାଇରାଲ କରୁଛି ପୁଲିସ !
Friday, 20 September 2024
ପୁଲିସ ହାତରେ ପଡ଼ିପାରେ ହ୍ୟାଣ୍ଡକପ୍ !
Friday, 20 September 2024
'୨୦୨୬ ସୁଦ୍ଧା ଶେଷ ହେବ ନକ୍ସଲବାଦ'
Friday, 20 September 2024
Politics News Updates
Politics
ମହିଳା ଓ ନାବାଳିକାଙ୍କ ଉପରେ ନିର୍ଯାତନା ରୋକିବା ପାଇଁ କାଲିଠୁ ଆରମ୍ଭ ହେବ ସଚେତନ କାର୍ଯ୍ୟକ୍ରମ ‘ପରୀ ପାଇଁ କଥାଟିଏ’: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପରୀ ପାଇଁ କଥାଟିଏ ଅଭିଯାନର ଲୋଗୋ ଉନ୍ମୋଚିତ, କାଲିଠୁ ୩୦ ଜିଲ୍ଲାରେ ବୁଲିବ ୧୫ ରଥ, ଓଡ଼ିଶା ପୋଲିସ ଓ ୟୁନିସେଫ୍ର ମଳିତ ଆନୁକୁଲ୍ୟରେ ଚାଲିବ ଅଭିଯାନ
Sunday, 27 May 2018
Politics
ମହାନଦୀ ନେଇ ମୋଦିଙ୍କ ମନ୍ତବ୍ୟକୁ ପ୍ରସନ୍ନଙ୍କ ସମାଲୋଚନା ଉପରେ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ, ଯେଉଁମାନେ ୧୮ ବର୍ଷ ଧରି ଜଳସେଚନ ପାଇଁ କିଛି କରିନାହାନ୍ତି, ସେମାନଙ୍କୁ ମୋଦି ଶକ୍ତ ଚାପୁଡ଼ା ମାରିଛନ୍ତି , ମହାନଦୀ ପାଇଁ କେନ୍ଦ୍ର ସବୁବେଳେ ସହଯୋଗ କରି ଆସୁଛି
Sunday, 27 May 2018
Politics
ମହାନଦୀ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର, ଦ୍ୱନ୍ଦ୍ୱ, ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନଫ୍ୟୁଜନ୍ ଥିଲା, କମ୍ପ୍ଲିମେଣ୍ଟ ନଥିଲା
Sunday, 27 May 2018
Politics
ମନ୍ କି ବାତ୍ରେ କଟକର ଚା ବିକାଳି ପ୍ରକାଶ ରାଓଙ୍କ କଥା କହିଲେ ମୋଦି: ପ୍ରକାଶଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ, ପ୍ରକାଶ ଆୟର ୫୦% ଅର୍ଥ ଗରିବ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରନ୍ତି
Sunday, 27 May 2018
Politics
ମାଲକାନଗିରି: ବାଲିମେଳା ନିକଟରୁ ୧୫୦୦ କିଲୋ ଗଞ୍ଜେଇ ଜବତ; ୨ ଗିରଫ, ଲୁଣ ବୋଝେଇ ଟ୍ରକ୍ରେ ମହାରାଷ୍ଟ୍ର ଚାଲାଣ ହେଉଥିଲା, ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ
Sunday, 27 May 2018
Politics
ବ୍ରହ୍ମପୁର: ଖଲ୍ଲିକୋଟ କୁଶଢିପା ଗାଁରେ ପିଲା ଚୋର ଭାବି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ ଲୋକେ; ରାତିରେ ୬ ଜଣ ଚୋର ଗାଁକୁ ପଶିଥିବା ଲୋକଙ୍କ ଅଭିଯୋଗ, ୫ ଖସିଗଲେ, ଜଣଙ୍କୁ କାବୁ କଲେ
Sunday, 27 May 2018
Politics
ସୁନ୍ଦରଗଡ଼: ବାଲିଶଙ୍କର ବ୍ଲକ ଅଫିସ୍ ନିକଟ ଏକ ପୋଲ ଉପରେ ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ଭାଇଭଉଣୀ ମୃତ, ବସ୍କୁ ଓଭରଟେକ୍ ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ ସହ ଧକ୍କା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ପୋଲ ସଂପ୍ରସାରଣ ଦାବି
Sunday, 27 May 2018
Politics
ଭୁବନେଶ୍ୱର: ବାରଙ୍ଗ ଥାନା ନିକଟରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ଡ୍ରାଇଭର ଚାପି ହୋଇ ରହିଛନ୍ତି, ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଓ ହେଲପର ଫେରାର୍, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
Sunday, 27 May 2018
Politics
ଖୋର୍ଦ୍ଧା: ନିରାକାରପୁର ଥାନା କଲେଜ ଛକରେ ଥିବା ଏକ୍ସିସ୍ ବ୍ୟାଙ୍କ ATMରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; CCTV ଭାଙ୍ଗିବା ସହ ହାର୍ଡଡିସ୍କ ଲୁଟିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନଭିନ୍ ଚଳାଇଛି
Sunday, 27 May 2018
Politics
ବଲାଙ୍ଗିର ରେଲୱେ ଷ୍ଟେସନ ପାଇଖାନାରେ ୨ ମାସର ଯାଆଁଳା ଶିଶୁକନ୍ୟାଙ୍କୁ ଛାଡ଼ି ପଳାଇଲା ମାଆ: ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଗୁରୁତର ଅବସ୍ଥାରେ ଉଭୟ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି
Sunday, 27 May 2018
Politics
କାଳବୈଶାଖୀର ସତର୍କ ସୂଚନା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରୁ ଭୁବନେଶ୍ୱର ସଡ଼କ ପଥରେ ଫେରିପାରନ୍ତି
Saturday, 26 May 2018
Politics
ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କଲେ ରାଜ୍ୟପାଳ ସତ୍ୟପାଲ୍ ମଲିକ, ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା
Saturday, 26 May 2018
Politics
ବିଳମ୍ବରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ପ୍ରାୟ ଦେଢରୁ ୨ ଘଣ୍ଟା ବିଳମ୍ବରେ ପହଞ୍ଚିବା ସମ୍ଭାବନା; ଦିନ ୧ ଟା ୨୫ରେ ଦିଲ୍ଲୀ ଛାଡ଼ିଥାନ୍ତେ ପ୍ରଧାନମନ୍ତ୍ରୀ, ସାମାନ୍ୟ ବିଳମ୍ବ ହେବ କହିଲେ ମୁଖପାତ୍ର ଗୋଲକ ମହାପାତ୍ର
Saturday, 26 May 2018
Politics
କାଳବୈଶାଖୀ ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା: ସନ୍ଧ୍ୟା ୬ ଯାଏଁ ୫ ଜିଲ୍ଲାକୁ ସାବଧାନ ରହିବାକୁ ପରାମର୍ଶ, ଝଡ଼ବର୍ଷା ସହ କୁଆପଥର ମାଡ଼ ହେବା ସମ୍ଭାବନା, ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା
Saturday, 26 May 2018
Politics
ବାରିପଦା: ଏନ୍ଏଚ୍-୧୮ ବାଙ୍ଗିରିପୋଷି ବୁଢ଼ାମରା ନିକଟରେ ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା; ୧୬ ଜଣ ଆହତ, ସମସ୍ତ ଶ୍ରମିକ, ଏକ ଡାଲା ଅଟୋରେ ରାସ୍ତା କାମ ସାରି ଫେରୁଥିଲେ
Saturday, 26 May 2018
First
Prev
1468
1469
1470
1471
1472
1473
1474
1475
1476
1477
1478
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.