APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
ପାକିସ୍ତାନରେ ଆୟୋଜନ ହେବନି ଚାମ୍ପିୟନ୍ସ ଟ୍ରଫି!
କ୍ରିକେଟ୍
28 November 2024
ଟିମ ଇଣ୍ଡିଆକୁ ଫେରିବା ପାଇଁ ଶାମିଙ୍କ ଆଗରେ ବଡ଼ ସର୍ତ୍ତ ରଖିଲା ବିସିସିଆଇ
କ୍ରିକେଟ୍
28 November 2024
ଚାମ୍ପିୟନ୍ସ ଟ୍ରଫି: ଭାରତକୁ ପୁଣି ଚେତାବନୀ ଦେଲା ପାକିସ୍ତାନ
କ୍ରିକେଟ୍
28 November 2024
Latest News
ରାହୁଲ ଗାନ୍ଧୀଙ୍କୁ ନେଇ ବହୁ ପ୍ରଶ୍ନ
Friday, 29 November 2024
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
Friday, 29 November 2024
ଅଲୋଡ଼ା ଶିଶୁକନ୍ୟା; ରାଜଧାନୀରୁ ଉଦ୍ଧାର
Friday, 29 November 2024
ଜଳିଗଲା ଗ୍ରୋସରୀ ଦୋକାନ; ଥାନାରେ ଅଭିଯୋଗ
Friday, 29 November 2024
ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର
Friday, 29 November 2024
ଆଜି ଭୁବନେଶ୍ୱରରେ ହାଫ୍ ଡେ' ସ୍କୁଲ୍
Friday, 29 November 2024
Politics News Updates
Politics
ଗୋଆ ଫେରନ୍ତା ବାଲେଶ୍ୱରର ୮ ଜଣଙ୍କୁ ଅଜଣା ଜ୍ୱର ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ନିପା ଦ୍ୱାରା କେହି ଆକ୍ରାନ୍ତ ନୁହଁନ୍ତି, ତୁଛା ଗୁଜବ, କଟକ SCBରେ ସେମାନଙ୍କର ବିଭିନ୍ନ ପ୍ରକାର ଟେଷ୍ଟ ଚାଲିଛି, ଡେଙ୍ଗୁ, ସ୍ୱାଇନ୍ ଫ୍ଲୁ ଆଦି ଟେଷ୍ଟ ହୋଇଛି, ମାଗଣା ଚିକିତ୍ସା କରାଯାଉଛି
Thursday, 19 July 2018
Politics
ଟିଟୋ ପେଟ୍ରୋଲ ଟାଙ୍କି ନେଇ ସିବିଆଇ ତଦନ୍ତ ସୁପାରିଶ ପ୍ରସଙ୍ଗ: IOCL ସିଜିଏମ୍ ପ୍ରୀତିଶ ଭରତ କହିଲେ- ଟିଟୋକୁ ପେଟ୍ରୋଲ୍ ଟାଙ୍କି ଆବଣ୍ଟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା, ଆମେ ଏ ନେଇ ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଅବଗତ କରିଥିଲୁ, ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଛି
Thursday, 19 July 2018
Politics
ଜଗା-କାଳିଆଙ୍କ ଡିସଚାର୍ଜ ପ୍ରସଙ୍ଗ: ୫ ଜଣିଆ ଡାକ୍ତରୀ ଟିମ୍ ସହ ଆସନ୍ତାକାଲି ଦିଲ୍ଲୀ ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ
Thursday, 19 July 2018
Politics
୫ ଜଣିଆ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତିନିଧିଙ୍କ ସହ ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ କଲେ ଡିଜିପି ଆର.ପି. ଶର୍ମା: ଡିଜିପିଙ୍କ ସହ ଆର୍ପି କୋଚେ, ଆର୍କେ ଶର୍ମା, ଓ ଘନଶ୍ୟାମ ଉପାଧ୍ୟାୟ ସାମିଲ ଥିଲେ
Thursday, 19 July 2018
Politics
ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି ସୁମିତ୍ରା ମହାଜନ: ଜୁଲାଇ ୧୮ରେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଥିବା ନେଇ ଲୋକସଭାରେ ସଦସ୍ୟମାନଙ୍କୁ ସୂଚିତ କଲେ ବାଚସ୍ପତି; ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ବୈଜୟନ୍ତ
Thursday, 19 July 2018
Politics
ଜଳବନ୍ଦୀ ସମସ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ: ରାଜଧାନୀରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଆଲୋଚନା, ବିଏମ୍ସି କମିଶନର, NHAI ଅଧିକାରୀ, ପୂର୍ତ୍ତ ବିଭାଗ ସଚିବ ଓ ଅଗ୍ନିଶମ ଡିଜି ବି.କେ ଶର୍ମା ଉପସ୍ଥିତ
Thursday, 19 July 2018
Politics
ନୂଆଦିଲ୍ଲୀ: ବିଜେଡି ସଂସଦୀୟ ଦଳ ବୈଠକ ଶେଷ; ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା, ଆସନ୍ତାକାଲି ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା,ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି
Thursday, 19 July 2018
Politics
ନୂଆଦିଲ୍ଲୀ: ବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ; ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦ ଉପସ୍ଥିତ
Thursday, 19 July 2018
Politics
ବ୍ରହ୍ମପୁର: ପାଟପୁର ଥାନା ପଦ୍ମପୁର ଗାଁରେ ସାନଭାଇର ଠେଙ୍ଗାମାଡ଼ରେ ସଂପର୍କୀୟ ବଡ଼ଭାଇର ମୃତ୍ୟୁ; ଗଛକଟାକୁ କେନ୍ଦ୍ର କରି ଯୁକ୍ତିତର୍କ ପରେ ବଡ଼ଭାଇକୁ ଆକ୍ରମଣ, ଅଭିଯୁକ୍ତ ଉଦୟ ମଳିକ ଅଟକ
Thursday, 19 July 2018
Politics
ବ୍ରହ୍ମପୁର: ସ୍କିନ ଗ୍ରାଫଟିଂ ଓ ଲେଜର ଟ୍ରିଟ୍ମେଣ୍ଟ ଦ୍ୱାରା ଆସନ୍ତା ଗୁରୁବାର ହେବ ଲୋମଶ କାହ୍ନାର ଅପରେସନ; MKCG ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ରାଜୁ ଦାସଙ୍କ ସୂଚନା
Thursday, 19 July 2018
Politics
ପୁରୀ: ରଥଯାତ୍ରା ଦିନ ମୁମ୍ବାଇ ଅଭିନେତ୍ରୀ ମାହିକା ଶର୍ମାଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଏନେଇ ସୋଶାଲ୍ ମିଡିଆରେ କଲେ ଅଭିଯୋଗ, ଅଭିନେତ୍ରୀଙ୍କ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଆଧାରରେ ଅଧିକ ତଥ୍ୟ ମାଗିଲେ ପୁରୀ ଏସ୍ପି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ ଏସ୍ପି
Thursday, 19 July 2018
Politics
ସମ୍ବଲପୁର: ଯାଞ୍ଚ ବେଳେ କୁଲୁଥକାନିରେ ୨ଟି ମାଛରୁ ମିଳିଲା ଫର୍ମାଲିନ୍; ସୂଚନା ଦେଲେ ଫିସେରୀ ଉପନିର୍ଦ୍ଦେଶକ ଓ ଖାଦ୍ୟ ସୁରକ୍ଷା ଅଧିକାରୀ, ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ, ସହରର ବିଭିନ୍ନ ସ୍ଥାନରୁ ମାଛ ନମୂନା ସଂଗ୍ରହ କରିଛି ମହାନଗର ନିଗମ
Thursday, 19 July 2018
Politics
ସମ୍ବଲପୁର: ଅଇଁଠାପାଲ୍ଲୀ, ବୁଢ଼ାରାଜା, କମଲୀବଜାର ଓ ଗୋବିନ୍ଦତଲାରେ ଥିବା ବିଭିନ୍ନ ମାଛ ମାର୍କେଟ ଉପରେ ମତ୍ସ୍ୟ ବିଭାଗ ଓ ମହାନଗର ନିଗମ ପକ୍ଷରୁ ଚଢ଼ଉ; ମାଛରେ ଫର୍ମାଲିନ୍ ଅଛି ନା ନାହିଁ ଜାଣିବାକୁ ନମୂନା ସଂଗ୍ରହ
Thursday, 19 July 2018
Politics
ଚୌଦ୍ୱାର: ହାତୀ ଆକ୍ରମଣରେ ଜଣେ ମହିଳା ମୃତ; ମୃତକ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ଗାଁର
Thursday, 19 July 2018
Politics
ଖୋର୍ଦ୍ଧାର ବିଭିନ୍ନ ମାଛ ମାର୍କେଟ୍ରେ ଚଢ଼ଉ: ମାଛରେ ଫର୍ମାଲିନ୍ ଅଛି ନା ନାହିଁ ଜାଣିବାକୁ ନମୂନା ସଂଗ୍ରହ
Thursday, 19 July 2018
First
Prev
1469
1470
1471
1472
1473
1474
1475
1476
1477
1478
1479
Next
Last
Trending
ମଝି ଆକାଶରେ ଯାତ୍ରୀଙ୍କ ଉତ୍ପାତ, ଲାତ ମାରି ଭାଙ୍ଗିଲେ ସିଟ୍
ଦୁନିଆ
28 November 2024
ଅବତରଣ ପରେ ବିମାନରେ ଲାଗିଗଲା ନିଆଁ, ଥିଲେ ୮୯ ଜଣ ଯାତ୍ରୀ
ଭାଇରାଲ୍
25 November 2024
ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...
ଭାଇରାଲ୍
25 November 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.