APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ଖୋଲୁଛି ଥାନା ବାବୁଙ୍କ ଗୁମର
Friday, 20 September 2024
ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା; ଜୋର ଧରିଲା ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
Friday, 20 September 2024
ଜେଡିୟୁ ନେତ୍ରୀଙ୍କୁ ପ୍ରବଳ ପିଟିଲେ ସହଯୋଗୀ, ପିନ୍ଧାଇଲେ ଚପଲ ମାଳ
Friday, 20 September 2024
କାଲିଠୁ ପୁଣି ରତ୍ନଭଣ୍ଡାର ନିରୀକ୍ଷଣ କରିବ ASI, ଅପରାହ୍ନ ୨ଟାରୁ ଦର୍ଶନ ବନ୍ଦ
Friday, 20 September 2024
ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୧୧ଟି ସ୍ଥାନରେ ଚଢ଼ାଉ
Friday, 20 September 2024
ଟିଫିନ ବୋମା ଖଞ୍ଜିଥିଲେ ନକ୍ସଲ; ନିଷ୍କ୍ରିୟ କଲେ ଯବାନ
Friday, 20 September 2024
Politics News Updates
Politics
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କଂଗ୍ରେସ ସହ ସଂପର୍କ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ‘ମୋଦିଙ୍କ ଗସ୍ତ ରାଜ୍ୟ ବିଜେପିକୁ ଶକ୍ତିଶାଳୀ କରିବ ସେ କଥା ମୁଁ ଭାବୁ ନାହିଁ, କଂଗ୍ରେସ ସହ ଆମର କୌଣସି ଭିତିରି ସମ୍ପର୍କ ନାହିଁ, ବିଜେଡି ଉଭୟ ଦଳଠାରୁ ସମଦୂରତ୍ୱରେ ଅଛି’
Friday, 25 May 2018
Politics
ପାରାଦୀପ ମହାନଦୀ ସଭାରେ ବିଷ୍ଣୁ ଦାସଙ୍କ ଅନୁପସ୍ଥିତି ପ୍ରସଙ୍ଗ: କଟାକ୍ଷ କଲେ ପାରାଦୀପ ବିଧାୟକ ଦାମୋଦର ରାଉତ; ପ୍ରଶ୍ନ କଲେ, ବିଷ୍ଣୁ ଦାସ କିଏ, ହଁ ବିଷ୍ଣୁ ଦାସ ବୋଲି ଆମର କିଏ ଜଣେ ଜିଲ୍ଲା ସଭାପତି ଅଛନ୍ତି, ମୁଁ ତାଙ୍କୁ କେବେ ଦେଖିନି କି ତାଙ୍କ ସହ କଥା ହୋଇନି
Friday, 25 May 2018
Politics
ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ମନଭରି ଗାଳିଦେଲେ ପାରାଦୀପ ବିଧାୟକ ଦାମୋଦର ରାଉତ: କହିଲେ, ମୋଦି କାଲି କଟକ ଆସୁଛନ୍ତି, ତାଙ୍କୁ ଲାଜସରମ ନାହିଁ, ଏସବୁ କ୍ଷମତାର ଅହଂ,ଏହାବେଶୀ ଦିନ ରହିବ ନାହିଁ
Friday, 25 May 2018
Politics
ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ମନଭରି ଗାଳିଦେଲେ ପାରାଦୀପ ବିଧାୟକ ଦାମୋଦର ରାଉତ: କହିଲେ,ମୋଦି ବାଜପେୟୀଙ୍କ ଠାରୁ କିଛି ଶିଖନ୍ତୁ
Friday, 25 May 2018
Politics
ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ମନଭରି ଗାଳିଦେଲେ ପାରାଦୀପ ବିଧାୟକ ଦାମୋଦର ରାଉତ: କହିଲେ, ଛତିଶଗଡ଼ ପାଇଁ ମହାନଦୀ ଶୁଖିଲା ପଡ଼ିଛି, ହାହାକାର ଅବସ୍ଥା, ବାଜପେୟୀ ଥିବା ବେଳେ ଅନେକ ସମସ୍ୟା ସମାଧାନ କରିଥିଲେ
Friday, 25 May 2018
Politics
ଲାଖପଡ଼ା ନିକଟରେ ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କୁ କଳାପତାକା ଦେଖାଇଲେ ଗାଁ ଲୋକେ: ଗାଁରେ ପାନୀୟ ଜଳ ପ୍ରକଳ୍ପ କାମ ହେଉନଥିବାରୁ ପ୍ରତିବାଦ
Friday, 25 May 2018
Politics
ଭୁବନେଶ୍ୱର ରେଲେୱେ ଷ୍ଟେସନରେ କାମାକ୍ଷା-ଯଶଓ୍ୱନ୍ତପୁର ଏକ୍ସପ୍ରେସ୍ରୁ ଜାଲ୍ ନୋଟ୍ ଜବତ: ବାଂଲାଦେଶରୁ ବେଙ୍ଗାଲୁରୁକୁ ଚୋରା ଚାଲାଣ ହେଉଥିଲା; ଜଣେ ଅଟକ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଦ୍ୱାରା ଜବତ
Friday, 25 May 2018
Politics
କେନ୍ଦ୍ରାପଡ଼ା: ଡେରାବିଶ ଅଞ୍ଚଳରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଥାନାରେ ଏତଲା, ଟାଙ୍ଗୀ ହଳଦିଆ ଅଞ୍ଚଳର ଯୁବକ ଅଟକ
Friday, 25 May 2018
Politics
ମାଲକାନଗିରି: ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ବିରୋଧ କରି ସିପିଆଇ ମାଓବାଦୀ ପକ୍ଷରୁ କାଳିମେଳାରେ ଲାଗିଛି ମାଓ ବ୍ୟାନର , ଆସନ୍ତାକାଲି କଟକ ଆସୁଛନ୍ତି ମୋଦି
Friday, 25 May 2018
Politics
ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଧମକପୂର୍ଣ୍ଣ ଫୋନ କଲ୍ ଘଟଣା: ଧମକ ଦେଉଥିବା ବ୍ୟକ୍ତିକୁ ଧରିଲା ଏୟାରଫିଲ୍ଡ ପୋଲିସ୍; ଅଭିଯୁକ୍ତ ବସନ୍ତ ପୃଷ୍ଟି ଗିରଫ, ଘର ନୟାଗଡ଼, ସ୍ତ୍ରୀ ଛାଡ଼ି ପଳାଇବା ପରେ ବସନ୍ତ ମାନସିକ ବିକୃତ ଥିବା ସୂଚନା
Friday, 25 May 2018
Politics
ଧର୍ମଗଡ଼: ଜୟପାଟଣା ଉଛଳା ଗାଁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଠାବ; ମହିଳା ଜଣଙ୍କ ୫ ଦିନ ହେବ ନିଖୋଜ ଥିଲେ, ହତ୍ୟା ସନ୍ଦେହ
Friday, 25 May 2018
Politics
ରାଉରକେଲା: ନୂଆଗାଁ ବ୍ଲକ କୁକେରମା ପଞ୍ଚାୟତରେ ହାତୀ ଆତଙ୍କ; ଗତକାଲି ରାତିରେ ୩ଟି ହାତୀ ଗାଁରେ ପଶି ଘର ଭଙ୍ଗାରୁଜା କରିବା ସହ ଘରେ ଶୋଇଥିବା ୪ ବର୍ଷ ଶିଶୁପୁତ୍ରକୁ ଦଳିଦେଲା
Friday, 25 May 2018
Politics
ଆଜି ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, କ୍ଲିନିକ୍ ଓ ଲ୍ୟାବ୍ ବନ୍ଦ: ଆଉଟ ଡୋର୍ ବନ୍ଦ ରହିବ, ନୂଆ ରୋଗୀ ଆଡମିଶନ କରାଯିବନି, ପୂର୍ବରୁ ଆଡମିଶନ ହୋଇଥିବା ପୁରୁଣା ରୋଗୀଙ୍କ ଚିକିତ୍ସା ଚାଲିବ
Friday, 25 May 2018
Politics
ତୈଳ ଦର ବୃଦ୍ଧି ନେଇ ରାଜ୍ୟର ଆନ୍ଦୋଳନକୁ ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:କହିଲେ, ତୈଳ ଦର ହ୍ରାସ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି, ଗତ ଅକ୍ଟୋବରରେ ଆମେ ୨ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇଥିଲୁ, ରାଜ୍ୟ ସରକାର ଦାୟିତ୍ୱ ତୁଲାନ୍ତୁ, ଟିକସ ହ୍ରାସ କରନ୍ତୁ
Thursday, 24 May 2018
Politics
ତୈଳ ଦର ବୃଦ୍ଧି ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ଦର ବଢ଼ୁଛି, କେନ୍ଦ୍ର ବିଚାରବିମର୍ଷ କରୁଛି, ସମାଧାନର ରାସ୍ତା ବାହାର କରିବୁ
Thursday, 24 May 2018
First
Prev
1470
1471
1472
1473
1474
1475
1476
1477
1478
1479
1480
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.