APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
ବର୍ଷକ ଭିତରେ କେମିତି ନିଜ ବ୍ୟାଟିଂକୁ ପୂରା ବଦଳାଇ ଦେଲେ କେଏଲ ରାହୁଲ?
କ୍ରିକେଟ୍
19 April 2025
ଇତିହାସରେ ପ୍ରଥମ: କେମିତି ସଚିନଙ୍କୁ ପଛରେ ପକାଇଲେ ରଜତ ପାଟିଦାର?
କ୍ରିକେଟ୍
19 April 2025
ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ପାକିସ୍ତାନ: କାହିଁକି ଭାରତ ଓ ବିସିସିଆଇର ଚିନ୍ତା ବଢ଼ିଲା?
କ୍ରିକେଟ୍
18 April 2025
Latest News
ବଦଳିବ କି ମହାରାଷ୍ଟ୍ରର ରାଜନୀତିକ ସମୀକରଣ?
Sunday, 20 April 2025
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
Saturday, 19 April 2025
ନବୀନ ନବମ ଥର ସଭାପତି: ‘ରାଜ୍ୟ କାର୍ଯ୍ୟକାରିଣୀ’କୁ ନେଇ ସସପେନ୍ସ, ପୁରୁଖାଙ୍କୁ ଡାକିଲେନି
Saturday, 19 April 2025
୬୦ ବର୍ଷ ବୟସରେ କାହିଁକି ଦଳୀୟ ନେତ୍ରୀଙ୍କୁ ବିବାହ କଲେ ବରିଷ୍ଠ ବିଜେପି ନେତା?
Saturday, 19 April 2025
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
Saturday, 19 April 2025
ନିକୁଞ୍ଜ ଧଳଙ୍କୁ ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ମାମଲାତି: କେନ୍ଦ୍ରକୁ ବିଦା, ଜୁଲାଇରେ ଯିବେ
Friday, 18 April 2025
Politics News Updates
Politics
ଅଧ୍ୟାପକ ଅଭାବ ସଂପର୍କିତ ମୁଲତବି ନୋଟିସ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଲେ- ଆବଶ୍ୟକ ଅଧ୍ୟାପକ ନାହାଁନ୍ତି, ସରକାରୀ ଡିଗ୍ରୀ କଲେଜରେ ୧୦୧୦ ଅଧ୍ୟାପକ ପଦବୀ ଫାଙ୍କା ପଡ଼ିଛି, ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ବି ବ୍ୟାପକ ପଦବୀ ଫାଙ୍କା ରହିଛି
Thursday, 29 March 2018
Politics
ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା: ସର୍ବସାଧାରଣଙ୍କ ପାଇଁ କେବେ ଖୋଲାଯିବ ସେନେଇ ସତ୍ୟପାଠ ଜରିଆରେ ଜଣାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ
Thursday, 29 March 2018
Politics
ରତ୍ନ ଭଣ୍ଡାର ଯାଞ୍ଚ ସଂପର୍କରେ ହାଇକୋର୍ଟଙ୍କୁ ଜଣାଇଲା ପ୍ରଶାସନ: ଆପାତତଃ ରତ୍ନ ଭଣ୍ଡାର ୪ ତାରିଖରେ ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଛି, କେବେ ଓ କିପରି ମରାମତି ହେବ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ, ଏପ୍ରିଲ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି
Thursday, 29 March 2018
Politics
ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ନେଇ ବିଜେପିର ଅଭିଯୋଗକୁ ଖଣ୍ଡନ କଲା ବିଜେଡି: ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଲେ- ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଁ ଆମେ ଗର୍ବ କରିବା ଦରକାର, ଅନେକ ଅନୁଷ୍ଠାନ ଜମି ପାଇଁ ଆବେଦନ କରିଛନ୍ତି, ଆବଶ୍ୟକ ସ୍ଥଳେ ସରକାର ପଦକ୍ଷେପ ନେବେ
Thursday, 29 March 2018
Politics
ଶୂନ୍ୟକାଳରେ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ ଦଳ ନେତା କେ.ଭି. ସିଂଦେଓ: କହିଲେ- ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇଥିବା MIT କୁ ୧୦୦ ଏକର ଜମି ଦିଆଯିବାକୁ ଯୋଜନା ହୋଇଛି, ଏହା ଏକ ବଡ଼ ସ୍କାମ, ତଦନ୍ତ ହେବା ଦରକାର
Thursday, 29 March 2018
Politics
ଉମରକୋଟ: ଝରିଗାଁ ଥାନା ଦେଉଳକଣା କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ, ନାବାଳିକାଙ୍କ ମୃତଦେହ ଠାବ; ପ୍ରେମ କାରଣକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ
Thursday, 29 March 2018
Politics
ଭଞ୍ଜନଗର: ବୁଗୁଡ଼ା ଥାନା କରତୁଲି SBIରେ ୨୦ ଲକ୍ଷ ଦୁର୍ନୀତି ମାମଲା; ତତ୍କାଳୀନ ମ୍ୟାନେଜର ନିର୍ମଦ କୁମାର ନାଏକ ଗିରଫ
Thursday, 29 March 2018
Politics
ଲୋକାୟୁକ୍ତ ନିଯୁକ୍ତି ନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିବୃତି: କହିଲେ- ଲୋକାୟୁକ୍ତ ନେଇ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଧ୍ୟାନ କରାଯାଉଛି, ସେ ଦିଗରେ ଉଚିତ ପଦକ୍ଷେପ ନିଆଯିବ
Thursday, 29 March 2018
Politics
ରାଉରକେଲା ଜଲଦା ପଥର ଖଣିରେ ବ୍ଲାଷ୍ଟିଂ ବେଳେ ୨ ଶ୍ରମିକ ମୃତ; ୨ ଗୁରୁତର
Thursday, 29 March 2018
Politics
ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ: କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ପ୍ରାୟ ୩୫ ଲକ୍ଷ ଟଙ୍କାର ୧.୨ କି.ଗ୍ରା. ସୁନା ବିସ୍କୁଟ୍ ଜବତ, କାଲି ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା
Thursday, 29 March 2018
Politics
ବିଧାନସଭାରେ ଅଚଳାବସ୍ଥା ଦୂର; ପ୍ରଶ୍ନକାଳରେ ଗୃହ କାର୍ଯ୍ୟ ସ୍ୱାଭାବିକ
Thursday, 29 March 2018
Politics
ମାଓବାଦୀଙ୍କ ପକ୍ଷରୁ ୨୪ ଘଣ୍ଟିଆ ଝାଡ଼ଖଣ୍ଡ ବନ୍ଦ ଡାକରା: ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା: ରାଉରକେଲାରୁ ଝାଡଖଣ୍ଡକୁ ଯାଉଥିବା ସମସ୍ତ ବସ୍ ବନ୍ଦ
Thursday, 29 March 2018
Politics
ମାଲକାନଗିରି: ନିଜ ସର୍ଭିସ୍ ରିଭଲ୍ଭରରେ ଗୁଳି ଫୁଟାଇ ଟନେଲ BSF କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା; ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
Thursday, 29 March 2018
Politics
କଂଗ୍ରେସ ପକ୍ଷରୁ ବିଧାନସଭାରେ ମୁଲତବି ନୋଟିସ୍: ଶୀର୍ଷକ ରହିଛି-ଅଧ୍ୟାପକ ଅଭାବରୁ ରାଜ୍ୟରେ ବିପର୍ଯ୍ୟସ୍ତ ଉଚ୍ଚଶିକ୍ଷା ବ୍ୟବସ୍ଥା, ୩ ଦିନ ହେଲା ଗୃହରେ ଅଚଳାବସ୍ଥା ପାଇଁ ହୋଇପାରିନି ଆଲୋଚନା
Thursday, 29 March 2018
Politics
ଯାଜପୁର: ସଦର ଥାନା ପଦନା ଗାଁରେ ଘରୋଇ କଳହରୁ ପୁଅକୁ ଠେଙ୍ଗାରେ ପିଟି ମାରିଦେଲା ବାପା; ଅଭିଯୁକ୍ତ ଅଟକ
Thursday, 29 March 2018
First
Prev
1582
1583
1584
1585
1586
1587
1588
1589
1590
1591
1592
Next
Last
Trending
ସାଇବର ଠକକୁ କେମିତି ପାଣି ପିଆଇଲେ ଯୁବତୀ? ଭିଡିଓ ନିଶ୍ଚିତ ଦେଖନ୍ତୁ
ଭାଇରାଲ୍
14 April 2025
ଶିଖର ଧୱନଙ୍କ ସହ ରହସ୍ୟମୟ ଯୁବତୀ ଜଣଙ୍କ କିଏ, କରୁଛନ୍ତି କି ଡେଟିଂ?
ଭାଇରାଲ୍
21 February 2025
ଚୋର ଘରେ ଚୋରି: ଚ୍ୟାଟଜିପିଟି ବନାମ ଡିପସିକ୍
ଭାଇରାଲ୍
30 January 2025
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2025 - Odisha Reporter. All Rights Reserved.