ସରକାରୀ କାର୍ଯ୍ୟକ୍ରମରେ ସରକାରଙ୍କ ଡାହା ମିଛ!

କାମ ନକରି ବି ପ୍ରଚାର କରିଦେଲେ ଗୋଟେ ପରେ ଗୋଟେ ଯୋଜନା । ପଞ୍ଚାୟତବାସୀ କହିଲେ ହୋଇନି କାମ ସରକାର କରୁଛନ୍ତି ମିଥ୍ୟା ପ୍ରଚାର ।

Manoj Swain
  • Published: Sunday, 18 February 2024
  • Updated: 18 February 2024, 05:49 PM IST

Sports

Latest News

ମୁଣ୍ଡ ଉପରେ ନିର୍ବାଚନ, ଆଉ ଏବେଠୁ ଧରା ପଡିଗଲାଣି ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାର। କାମ ନକରି ବି ପ୍ରଚାର କରିଦେଲେ ଗୋଟେ ପରେ ଗୋଟେ ଯୋଜନା । ପଞ୍ଚାୟତବାସୀ କହିଲେ ହୋଇନି କାମ ସରକାର କରୁଛନ୍ତି ମିଥ୍ୟା ପ୍ରଚାର । ସରକାରୀ ଯୋଜନାର ପ୍ରଚାର, ପ୍ରସାର ପାଇଁ ପଞ୍ଚାୟତସ୍ତରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos