ବନ୍ଦର ନଗରୀ ପାରାଦୀପ। ଏଠି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଦବ୍ଦବା ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ପୁତ୍ର ସମ୍ବିତ ରାଉତରାୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ। ବାପାଙ୍କ ପରି ସେ ନିଜର ପତିଆରା ଜାହିର କରିଥିଲେ। ସେ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ପରାସ୍ତ କରି ବିଧାନସଭାରେ ପହଞ୍ଚିଥିଲେ। ହେଲେ ଆଜି ପାରାଦୀନ ରାଜନୀତି କଡ଼ ଲେଉଟାଇଛି। ବାପି ସର୍ଖେଲଙ୍କ ପତ୍ନୀ ମୋନାଦୀପା ବିଜେଡିରେ ମିଶିଛନ୍ତି। ତେଣୁ ଚର୍ଚ୍ଚା ହେଉଛି, କାହାର ପକ୍ଷ ଚ୍ଛେଦନ ପାଇଁ ବିଜେଡିକୁ ଗଲେ ମୋନିଦୀପା? ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।
Politics
ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍
ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।
Politics
ରାଜ୍ୟରେ ୫ବର୍ଷରେ ୨ଗୁଣ ବଢ଼ିବ ଏମବିବିଏସ୍ ସିଟ୍ : ସ୍ୱାସ୍ଥ୍ୟମନ୍ତ୍ରୀ
ଆଜି ଶ୍ରୀ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ଏମବିବିଏସ୍ ସିଟ୍ ସଂଖ୍ୟାକୁ ୨୫୦୦ରୁ ୫ହଜାରକୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।
Politics
ଜେଲରେ ଜୟନାରାୟଣଙ୍କୁ ଦିଆଯାଇଥିଲା ବିଷ!
ଏତେ ସଂଘର୍ଷ ସତ୍ତ୍ୱେ ଦଳ କ୍ଷମତାକୁ ଆସିଥିଲେ ମଧ୍ୟ ତାଙ୍କୁ କୌଣସି ପଦପଦବୀ ଦିଆଯାଇନଥିବା ଯୋଗୁ ମନରେ ତାଙ୍କର ରହିଛି ଅନେକ କ୍ଷୋଭ।