ମହିଳା ଭୋଟ୍ ଭରସାରେ ବିଜେଡି: ଏସ୍‌ଏଚ୍‌ଜି ମହାସଂଘକୁ ହସ୍ତାନ୍ତର ହେବ ଅବ୍ୟବହୃତ ସରକାରୀ ସମ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ପିପିଲି ଉପନିର୍ବାଚନ ଓ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ପାରମ୍ପରିକ ମହିଳା ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଜୋରଦାର କରିଛି। କ୍ଷମତାସୀନ ବିଜେଡି ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ଭୋଟ୍ ବ୍ୟାଙ୍କ ଭାବେ ଉପଯୋଗ କରି ନିର୍ବାଚନ ବୈତରଣୀ ପାର ହେଉଥିବା ବେଳେ ସେଥିରେ ବିଜେପି ଛିଦ୍ର କରିବାରେ ଲାଗିଥିବାରୁ ବିଜେଡି ସରକାର ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ […]

bjd

bjd

Ordigital Desk
  • Published: Thursday, 08 April 2021
  • Updated: 08 April 2021, 05:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ପିପିଲି ଉପନିର୍ବାଚନ ଓ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ପାରମ୍ପରିକ ମହିଳା ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଜୋରଦାର କରିଛି। କ୍ଷମତାସୀନ ବିଜେଡି ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)କୁ ଭୋଟ୍ ବ୍ୟାଙ୍କ ଭାବେ ଉପଯୋଗ କରି ନିର୍ବାଚନ ବୈତରଣୀ ପାର ହେଉଥିବା ବେଳେ ସେଥିରେ ବିଜେପି ଛିଦ୍ର କରିବାରେ ଲାଗିଥିବାରୁ ବିଜେଡି ସରକାର ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି।

ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଂଚାୟତଗୁଡ଼ିକରେ ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ(ମିଶନ ଶକ୍ତି ମହାସଂଘ)କୁ ହସ୍ତାନ୍ତର କରାଯିବ। ଏହି ସମ୍ପତ୍ତି ହସ୍ତାନ୍ତର କାର୍ଯ୍ୟ ୨ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ନଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ଜିଲ୍ଲା, ବ୍ଳକ ଓ ପଂଚାୟତସ୍ତରରେ ଥିବା ମିଶନ ଶକ୍ତି ମହାସଂଘ(ମହିଳା ଏସଏଚଜି)ଙ୍କୁ ସେମାନଙ୍କ ଅଂଚଳରେ ଥିବା ଅବ୍ୟବୃହତ ସରକାରୀ ସମ୍ପତ୍ତି ହସ୍ତାନ୍ତର କରାଯିବ। ପଞ୍ଚାୟତରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନେକ ସରକାରୀ କୋଠା, ଦୋକାନ ଘର, ପୋଖରୀ ଆଦି ଅବ୍ୟବୃହତ ସରକାରୀ ସମ୍ପତ୍ତି ରହିଛି। ଏଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା, ବ୍ଲକ ଓ ପଂଚାୟତରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ଦିଆଗଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାକୁ ସମ୍ପୃକ୍ତ ଅଂଚଳରେ ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟରେ ଲଗାଇ ପାରିବେ। ସାଧାରଣ ଲୋକ ଉପକାର ପାଇବା ସହ ମିଶନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା ମାନେ ମଧ୍ୟ ଆର୍ଥିକ କାର୍ଯ୍ୟରେ ଏହାକୁ ଲଗାଇ ପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମିଶନ ଶକ୍ତି ଏବେ ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ମହିଳା ସଶକ୍ତିକରଣ ସବୁବେଳେ ତାଙ୍କ ସରକାରଙ୍କ ପ୍ରାଥମିକତା ରହିଆସିଛି। ଅବ୍ୟବହୃତ ସରକାରୀ ସମ୍ପତ୍ତି ସେମାନଙ୍କୁ ପ୍ରଦାନ କରାଗଲେ ମହିଳାମାନଙ୍କ ଏହି ନିରବ ଆନ୍ଦୋଳନ ଅଧିକ ସୁଦୃଢ଼ ହୋଇପାରିବ।

ସୂଚନାଯୋଗ୍ୟ, ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ‘ମିଶନ ଶକ୍ତି’ ନାଁରେ ଏକ ସ୍ୱତନ୍ତ୍ର ବିଭାଗ କାର୍ଯ୍ୟ କରୁଛି । ରାଜ୍ୟରେ ୬ଲକ୍ଷ ମହିଳା ଏସଏଚଜିରେ ପ୍ରାୟ ୭୦ଲକ୍ଷ ମହିଳା ସଦସ୍ୟ ଅଛନ୍ତି। ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ମହିଳା ଭୋଟରମାନଙ୍କ ମାଧ୍ୟମରେ ସେମାନଙ୍କର ପରିବାରର ଭୋଟକୁ ବିଜେଡି ସପକ୍ଷରେ ବାନ୍ଧି ରଖିବାକୁ କ୍ଷମତାସୀନ ବିଜେଡି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story