ବିଜେପିରେ ମିଶିଲେ ବବିଙ୍କ ମାମୁ

ପଦ୍ମ ଧରିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର।

Manoj Swain
  • Published: Thursday, 29 February 2024
  • Updated: 29 February 2024, 06:29 PM IST

Sports

Latest News

ପଦ୍ମ ଧରିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର। ବିଜେପି କାର୍ଯ୍ୟାଳୟରେ ସାଂସଦ ଅପରାଜିତାଙ୍କ ଉପସ୍ଥିତିରେ ମିଶିଲେ। ଟିକେଟ ଦେବାକୁ ଭଣଜା ଅସାମର୍ଥ୍ୟ ପ୍ରକାଶ କରିବାରୁ ବିଜେପି ଗଲେ। ତେବେ ଏହାକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos