ଭଦ୍ରକ: ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଲେ କଂଗ୍ରେସ, ବିଜେପି ନେତୃବୃନ୍ଦ

ଭଦ୍ରକ: ତିହିଡ଼ି ବ୍ଲକ କୁବେରା ପଞ୍ଚାୟତରେ ଆତ୍ମହତ୍ୟା କରିଥିବା ଚାଷୀ ଅଣାକାର ବେହେରାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଉଭୟ କଂଗ୍ରେସ ଓ ବିଜେପି ନେତୃବୃନ୍ଦ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କଂଗ୍ରେସ ନେତାମାନେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପରେ ତିହିଡ଼ିଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଥିରେ ଯୋଗଦେଇ ପ୍ରଦେଶ କଂଗ୍ରେସ୍ କୃଷକ ସେଲର ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ […]

bjp

bjp

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 10:52 AM IST

Sports

Latest News

congressଭଦ୍ରକ: ତିହିଡ଼ି ବ୍ଲକ କୁବେରା ପଞ୍ଚାୟତରେ ଆତ୍ମହତ୍ୟା କରିଥିବା ଚାଷୀ ଅଣାକାର ବେହେରାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଉଭୟ କଂଗ୍ରେସ ଓ ବିଜେପି ନେତୃବୃନ୍ଦ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। କଂଗ୍ରେସ ନେତାମାନେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପରେ ତିହିଡ଼ିଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଏଥିରେ ଯୋଗଦେଇ ପ୍ରଦେଶ କଂଗ୍ରେସ୍ କୃଷକ ସେଲର ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କ। କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ।bjp

ସେହିପରି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ସମେତ ଅନେକ ବିଜେପି ନେତା ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ବିଜେପି ପକ୍ଷରୁ ମଧ୍ୟ ଉପଯୁକ୍ତ କ୍ଷତିପୂରଣ ଦାବି କରାଯାଇଛି । ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story