ଭୁବନେଶ୍ୱର ଅଡ଼ୁଆ ତୁଟିଲା, ନବରଙ୍ଗପୁର ରହିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ କାର୍ଯ୍ୟକାରୀ ସଭାପତି ଭାବେ ବିରଂଚି ନାରାୟଣ ସୁପକାରଙ୍କୁ ନିଯୁକ୍ତି ମିଳିଛି। ତେବେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ପଦବୀକୁ ନେଇ ଏବେବି ଅଡ଼ୁଆ ଲାଗି ରହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ଚଳିତବର୍ଷ ଫେବୃୟାରୀ ୨୧ ତାରିଖରେ ନିଯୁକ୍ତି ମିଳିଥିଲା। କିନ୍ତୁ ଜୁଲାଇ […]

ramesh-majhi

ramesh-majhi

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ କାର୍ଯ୍ୟକାରୀ ସଭାପତି ଭାବେ ବିରଂଚି ନାରାୟଣ ସୁପକାରଙ୍କୁ ନିଯୁକ୍ତି ମିଳିଛି। ତେବେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ପଦବୀକୁ ନେଇ ଏବେବି ଅଡ଼ୁଆ ଲାଗି ରହିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ସେଣ୍ଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଭାବେ ଚଳିତବର୍ଷ ଫେବୃୟାରୀ ୨୧ ତାରିଖରେ ନିଯୁକ୍ତି ମିଳିଥିଲା। କିନ୍ତୁ ଜୁଲାଇ ୧୬ତାରିଖରେ ଦଳ ପକ୍ଷରୁ ଜାରି ସାଧାରଣ ସମ୍ପାଦକ ତାଲିକାରେ ତାଙ୍କୁ ସାମିଲ କରାଯାଇଥିଲା। ଦଳୀୟ ନିୟମ ଅନୁସାରେ ସାଧାରଣ ସମ୍ପାଦକ ପଦବୀରେ କୌଣସି ଜିଲ୍ଲା ସଭାପତି ରହିପାରିବେ ନାହିଁ। ତେଣୁ ଆଜି ଦଳ ପକ୍ଷରୁ ସୁଶାନ୍ତଙ୍କୁ ସଭାପତି ଓ ବିରଂଚି(ଲିଟୁ)ଙ୍କୁ କାର୍ଯ୍ୟକାରୀ ସଭାପତି କରି ଭୁବନେଶ୍ୱର ଜିଲ୍ଲା ସଂଗଠନକୁ ସନ୍ତୁଳନ କାଏମ କରିବାକୁ ପ୍ରୟାସ କରାଯାଇଛି।

ଅନ୍ୟପକ୍ଷରେ ସେହି ସମାନ ତ୍ରୁଟି ନବରଙ୍ଗପୁର ଜିଲ୍ଲା ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ କ୍ଷେତ୍ରରେ ହୋଇଥିଲେ ବି ଦଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଶ୍ରୀ ମାଝୀଙ୍କୁ ଜୁଲାଇ ୮ତାରିଖରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ତେବେ ଶ୍ରୀ ମାଝୀ କେଉଁ ପଦବୀରେ ରହିବେ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି କି ଦଳ ପକ୍ଷରୁ ସେ ନେଇ କୌଣସି ସୂଚନା ଦିଆଯାଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story