ମାଆ ପୁଅଙ୍କୁ ହଟାଇବାକୁ ମାନସିକ ଭୋଜି

ଆସିକାରେ ମାଆ ପୁଅ ରାଜକୁ ସମାପ୍ତ କରିଦେବା ପାଇଁ ବିଜେଡି ବିରୋଧରେ ବିଜେଡି କର୍ମୀ କରୁଛନ୍ତି ମନ୍ତ୍ରଣା ।

Manoj Swain
  • Published: Wednesday, 12 July 2023
  • Updated: 12 July 2023, 05:59 PM IST

Sports

Latest News

ଆସିକାରେ ଆରମ୍ଭ ହେଲା ମାଆ ପୁଅ ହଟାଅ ଅଭିଯାନ ପାର୍ଟ ଟୁ । ମାନସିକ ଭୋଜିରେ କର୍ମୀଙ୍କ ବଜ୍ର ଶପଥ ଏଥର ଦେଖିବେ ନୂଆ ମୁହଁ । ଏହା ହେଉଛି ମାନସିକ ଭୋଜିର ଚିତ୍ର। ମାନସିକ ଭୋଜିରେ ହେଉଛି ବଡ଼ ପ୍ଲାନିଂ। ଆସିକାରେ ମାଆ ପୁଅ ରାଜକୁ ସମାପ୍ତ କରିଦେବା ପାଇଁ ବିଜେଡି ବିରୋଧରେ ବିଜେଡି କର୍ମୀ କରୁଛନ୍ତି ମନ୍ତ୍ରଣା । ଯୋଜନା ହେଉଛି ମା ଓ ପୁଅ କେମିତି ବାଦ ପଡିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos