ମେଣ୍ଟ ଚାହୁଁନାହାନ୍ତି ନେତା

ତୃଣ ମୂଳ ସ୍ତରର କର୍ମୀ ମଧ୍ୟ ଏକପ୍ରକାର ନିରାଶ। ବିଜେପି-ବିଜେଡି ମେଣ୍ଟକୁ ନେଇ କଥା ବଢୁଥିବା ବେଳେ ରାଜ୍ୟ ରାଜନୀତିରେ ଦେଖା ଦେଇଛି ଗରମାଗରମ ସ୍ଥିତି।

Manoj Swain
  • Published: Friday, 08 March 2024
  • Updated: 08 March 2024, 02:07 PM IST

Sports

Latest News

ସମୟ ଯେତିକି ବଢୁଛି ରାଜ୍ୟର ଉଭୟ ବିଜେଡି ଓ ବିଜେପି ନେତାଙ୍କ ଛାତି ଧଡଧଡ ହେଉଛି। ତୃଣ ମୂଳ ସ୍ତରର କର୍ମୀ ମଧ୍ୟ ଏକପ୍ରକାର ନିରାଶ। ବିଜେପି-ବିଜେଡି ମେଣ୍ଟକୁ ନେଇ କଥା ବଢୁଥିବା ବେଳେ ରାଜ୍ୟ ରାଜନୀତିରେ ଦେଖା ଦେଇଛି ଗରମାଗରମ ସ୍ଥିତି। ତେବେ ଏକମାତ୍ର ବିରୋଧି ଦଳ ଭାବରେ କଂଗ୍ରେସ ପାଖରେ ସୁଯୋଗ ଥିଲେ ବି ଦଳ କେତେ ଫାଇଦା ଉଠାଇପାରିବ। ନୂଆ ଆଞ୍ଚଳିକ ଦଳ ଗଠନର ସ୍ଥିତି ବି ରହିଛି। ତେବେ ଏ ତମାମ ପ୍ରସଙ୍ଗକୁ ନେଇ ଦେଖନ୍ତୁ ମନ୍ଥନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos