ବିଧାନସଭା ପାଇଁ 49-56 ଫର୍ମୁଲା !

ବିଜେପି–ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଦିନକୁ ଦିନ ବଢିବାରେ ଲାଗିଛି। ହେଲେ ମେଣ୍ଟ ହେଲେ ଦୁଇ ଦଳର ଯେମିତି କ୍ଷତି ନହୁଏ ସେଥି ପ୍ରତି ଉଭୟ ଦଳର ଶୀର୍ଷ ନେତୃତ୍ବ ଧ୍ୟାନ ଦେଉଛନ୍ତି।

Manoj Swain
  • Published: Tuesday, 12 March 2024
  • Updated: 12 March 2024, 11:46 AM IST

Sports

Latest News

ବିଜେପି–ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଦିନକୁ ଦିନ ବଢିବାରେ ଲାଗିଛି। ହେଲେ ମେଣ୍ଟ ହେଲେ ଦୁଇ ଦଳର ଯେମିତି କ୍ଷତି ନହୁଏ ସେଥି ପ୍ରତି ଉଭୟ ଦଳର ଶୀର୍ଷ ନେତୃତ୍ବ ଧ୍ୟାନ ଦେଉଛନ୍ତି। ଲୋକସଭା ପାଇଁ କୌଣସି ଦ୍ବନ୍ଦ୍ବ ନଥିବାବେଳେ ବିଧାନସଭା ପାଇଁ ଟିକେ ଦ୍ବନ୍ଦ୍ବ ରହିଥିବା ଚର୍ଚ୍ଚା ହେଉଛି। ଆଉ ଆସ୍ତେ ଆସ୍ତେ ଏହି ଦ୍ବନ୍ଦ୍ବ ମଧ୍ୟ ଦୂର ହେବାରେ ଲାଗିଛି। ଲୋକସଭାରେ ବିଜେପି 14ଟି ଆସନରେ ଲଢୁଥିବା ସ୍ଥିର ହୋଇଥିବା ବେଳେ ବିଜେଡି 7ଟି ଆସନରେ ଲଢିବ ବୋଲି କୁହାଯାଉଛି। ଆଉ ଏହାକୁ ନେଇ ଦୁଇଟି ଫର୍ମୁଲା ଉପରେ ଜୋର ଆଲୋଚନା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos