'ବିଜେପି ସରକାରକୁ ଆସିଲେ ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେବ'

ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

Manoj Swain
  • Published: Thursday, 09 May 2024
  • Updated: 09 May 2024, 12:38 PM IST

ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। କହିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨ ଶହ କୋଟି ଟଙ୍କା ଖର୍ଚ୍ଚ କଲେ, ଗୋଟିଏ ପାଚେରୀ ଓ  ୩ ପାଇଖାନା ତିଆରି କରି କହୁଛନ୍ତି ରୂପାନ୍ତୀକରଣ ହୋଇଛି। ବିଜେପି ସରକାରକୁ ଆସିଲେ, ପ୍ରଥମ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos