ଲେଖାଶ୍ରୀଙ୍କ ହାତରେ ଲମ୍ବା ତାଲିକା

ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ସେମାନଙ୍କ ବଦଳି ଦାବି କଲା ରାଜ୍ୟ ବିଜେପି ।

Manoj Swain
  • Published: Tuesday, 12 March 2024
  • Updated: 12 March 2024, 03:44 PM IST

Sports

Latest News

ପୁଣି ସରକାରୀ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା ବିଜେପି । ଗୋଟିଏ ଗୋଟିଏ ଜିଲ୍ଲାରେ 10ରୁ 15 ବର୍ଷ ହେଲାଣି ବିଭିନ୍ନ ପଦ ପଦବୀରେ ରହିଛନ୍ତି ଏକାଧିକ ସରକାରୀ ବାବୁ । ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ସେମାନଙ୍କ ବଦଳି ଦାବି କଲା ରାଜ୍ୟ ବିଜେପି । ତେବେ ଏହାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଣ କହିଛନ୍ତି ଶୁଣନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos