ଦଳ ଭାଙ୍ଗିଯାଉଛି ତ ପ୍ରଳାପ କରୁଛନ୍ତି ବିଜେଡି ନେତା: ଗୋଲକ

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ । ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ବିଜେପିରେ ପ୍ରାର୍ଥୀ ଟିକେଟ୍ ନାମ ତାଲିକା ଘୋଷଣା କରନ୍ତିା

BJP

representational image

Ordigital Desk
  • Published: Monday, 01 April 2024
  • Updated: 01 April 2024, 10:32 PM IST

Sports

Latest News

ଦଳ ଭାଙ୍ଗିଯାଉଥିବାରୁ ବିଜେଡି ନେତାମାନେ ଏବେ ପ୍ରଳାପ କରୁଛନ୍ତି । ମିଛ ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ୍ ଜବାବ ଦେବାକୁ ଓଡ଼ିଶାବାସୀ ମନସ୍ଥିର କରିଛନ୍ତି ବୋଲି ବିଜେପି କହିଛି ।

Also Read

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠୁ ବଡ଼ ଏବଂ ଗଣତାନ୍ତ୍ରିକ ରାଜନୈତିକ ଦଳ । ଦିଲ୍ଲୀରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ବିଜେପିରେ ପ୍ରାର୍ଥୀ ଟିକେଟ୍ ନାମ ତାଲିକା ଘୋଷଣା କରନ୍ତିା ଠିକ୍ ସମୟରେ ବିଜେପିର ପ୍ରାର୍ଥୀ ଘୋଷଣା କରାଯିବ । ଗଣତନ୍ତ୍ର ବ୍ୟବସ୍ଥାରୁ ବାହାରେ ଥିବା ଏବଂ ବ୍ୟକ୍ତିବିଶେଷଙ୍କ ଦଳ ହୋଇ ପଡ଼ିଥିବା ବିଜେଡିକୁ ଏହା ବୁଝିବା ଅତ୍ୟନ୍ତ କଷ୍ଟକର । ଅନ୍ୟପଟେ ଦଳ ଭାଙ୍ଗି ଯାଉଥିବାରୁ ବିଜେଡି ନେତାମାନଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଯାଇଛି । ଏଥିସହ ସେମାନେ ପ୍ରଳାପ ଆରମ୍ଭ କରିଦେଇଛନ୍ତିିା ଅନ୍ୟ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଶାସକ ବିଜେଡି  ଆତ୍ମସମୀକ୍ଷା କରୁ ଏବଂ ଏବେସୁଦ୍ଧା କାହିଁକି ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇ ନାହିଁ ବୋଲି ସ୍ପଷ୍ଟ କରୁା ବାସ୍ତବରେ ବିଜୁ ଜନତା ଦଳ ଓଡିଶାବାସୀଙ୍କ ପାଇଁ କାଳ ସାଜିଛି ।

ଓଡ଼ିଶାବାସୀଙ୍କ ସହ ପ୍ରତାରଣା କରିଥିବାରୁ ବହୁ ନେତା ବିଜେଡିର ହାତ ଛାଡ଼ି ଦେଉଛନ୍ତିା ଆମଦାନୀ ନେତାଙ୍କୁ ଅପେକ୍ଷା କରି ବିଜେଡି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରୁନାହିାଁ ତେଣୁ ସେମାନେ ଏବେ ଅନ୍ୟ ଦଳ ଛାଡୁଥିବା ନେତାମାନଙ୍କୁ ବସଷ୍ଟାଣ୍ଡ ଏବଂ ରେଳଷ୍ଟେସନରେ ଅପେକ୍ଷାରତ ଅଛନ୍ତି । ମିଛ ଓ ଗୁଜବ ସୃଷ୍ଟିକାରୀ ବିଜେଡିକୁ ଉଚିତ୍ ଜବାବ୍ ଦେବା ପାଇଁ ଓଡ଼ିଶାବାସୀ ମନସ୍ଥିର କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story