ପିପିଲିରେ ଅଧିକ କେନ୍ଦ୍ରୀୟ ଫୋର୍ସ ଓ ସିସିଟିଭି ଲଗାଯାଉ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପିପିଲି ଉପନିର୍ବାଚନରେ ହିଂସାକାଣ୍ଡ ବୃଦ୍ଧି ପାଇବାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉପନିର୍ବାଚନରେ ବୃଦ୍ଧି ପାଉଥିବା ହିଂସାକୁ ନେଇ ପୁଲିସ ଡିଜି ପିପିଲି ପରିସ୍ଥିତିର ସମୀକ୍ଷା କରିଥିବାବେଳେ ଉଭୟ ବିଜେଡି ଓ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି […]

bjp

bjp

Ordigital Desk
  • Published: Monday, 12 April 2021
  • Updated: 12 April 2021, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ପିପିଲି ଉପନିର୍ବାଚନରେ ହିଂସାକାଣ୍ଡ ବୃଦ୍ଧି ପାଇବାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଉପନିର୍ବାଚନରେ ବୃଦ୍ଧି ପାଉଥିବା ହିଂସାକୁ ନେଇ ପୁଲିସ ଡିଜି ପିପିଲି ପରିସ୍ଥିତିର ସମୀକ୍ଷା କରିଥିବାବେଳେ ଉଭୟ ବିଜେଡି ଓ ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପରସ୍ପର ବିରୁଦ୍ଧରେ ଅଭିଯୋଗ କରିବା ସହ ସାମ୍ବାଦିକ ସମ୍ମିଳନୀ କରି ମଧ୍ୟ ମୁହାଁମୁହିଁ ହୋଇଛନ୍ତି।

ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପିପିଲି ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଅଧିକ ସଂଖ୍ୟକ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଓ ସିସିଟିଭି ଲଗାଇବାକୁ ଦାବି କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି। ସେଥିପାଇଁ ବିଜେଡିର ଗୁଣ୍ଡମାନେ ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଚାଲିଛନ୍ତି। ଏପ୍ରିଲ ୧୦ ତାରିଖ ଦିନ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।

ଏପ୍ରିଲ ୧୧ ତାରିଖ ଦିନ ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ବେନାପୁଡ ପଂଚାୟତର ବାହ୍ଣଣବାଡ଼ ଗ୍ରାମରେ ବିଜେପି କର୍ମୀ ଅଶ୍ୱିନୀ କୁମାର ସାହୁ ଏବଂ ତାଙ୍କର ୪ ଜଣ ସହଯୋଗୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଜେଡି କର୍ମୀ ପନ୍ଧେଇ ଜେନା, କୁଶା ସ୍ୱାଇଁଙ୍କ ସମେତ ୪ ଜଣ ବିଜେଡିର ଗୁଣ୍ଡା ବିଜେପି କର୍ମୀଙ୍କୁ କାଠଫାଳିଆରେ ମାଡ ମାରିଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ଏବଂ ବୋମା ପକାଇ ହତ୍ୟା କରିବାର ଭୟ ଦେଖାଇଥିଲେ।

ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀ ସତ୍ୟବାଦୀ ଚଇନି, ମନୋରଜଂନ ବରାଳ, ସାଗର ଦାସଙ୍କ ମୁଣ୍ଡକୁ ମାଡ ମାରିବା ସହ ଅଶ୍ୱିନ ସାହୁଙ୍କ ବେକରେ ଥିବା ୨ ଭରି ସୁନା ଚେନକୁ ଲୁଟି ଲେଇଥିଲେ। ଏସମସ୍ତ କାର୍ଯ୍ୟ ଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଇଙ୍ଗିତରେ କରାଯାଇଥିଲା । ପୋଲିସ ମଧ୍ୟ ଶାସକ ଦଳ ଇସାରାରେ ସେଠାରେ କାର୍ଯ୍ୟ କରୁଛି । ଆଗାମୀ ଉପନିର୍ବଚନରେ ବିଜେଡି ବୁଥ ରିଗିଂ ଓ କ୍ୟାପଚରିଂ କରିବାର ଆଶଙ୍କା ଥିବାରୁ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story