ବାପା ବିଦା ହୋଇଥିଲେ, ପୁଅକୁ କୋଳେଇ ନେଲେ

ବିଜେଡି ଗଠନ ବେଳେ ବିଜୟ ମହାପାତ୍ରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତ ହେବା ପରେ ବିଜେପିରେ ମିଶିଥିଲେ ବିଜୟ।

Manoj Swain
  • Published: Friday, 08 March 2024
  • Updated: 08 March 2024, 05:05 PM IST

Sports

Latest News

ଅପ୍ରତ୍ୟାଶିତ ଢଙ୍ଗରେ ବାପା ବିଜୟ ମହାପାତ୍ର ବିଜେଡିରୁ ବିଦା ହେବାର 24 ବର୍ଷ ପରେ ପୁଣି ସେଇ ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଶଙ୍ଖ ଧରିଲେ ପୁଅ ଅରବିନ୍ଦ ମହାପାତ୍ର। ସୂଚନାଯୋଗ୍ୟ ଯେ, ବିଜେଡି ଗଠନ ବେଳେ ବିଜୟ ମହାପାତ୍ରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତ ହେବା ପରେ ବିଜେପିରେ ମିଶିଥିଲେ ବିଜୟ।  ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos