ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଇଚ୍ଛା ଥିଲା କହିଲେ ଚିଲିକା ବିଧାୟକ ତଥା ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ। କହିଲେ, ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ଲଢ଼ିବାକୁ ଚାହୁଁଥିଲି। ଦଳ ମୋତେ ହିଞ୍ଜିଳି ପାଇଁ ପ୍ରାର୍ଥୀ କଲାନି, ମୁଁ ଏଥର ନିର୍ବାଚନ ଲଢ଼ିବିନି ହେଲେ ବିଜେଡିକୁ ହଟାଇବାକୁ ସହିଦ ହେବାକୁ ପ୍ରସ୍ତୁତ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।