'ମୋଦି ଯାହା ନିଷ୍ପତ୍ତି ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନେବେ'

ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

Manoj Swain
  • Published: Thursday, 07 March 2024
  • Updated: 07 March 2024, 06:24 PM IST

ଓଡ଼ିଶାରେ ମେଣ୍ଟ ନେଇ ମୁହଁ ଖୋଲିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କହିଲେ, ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଛନ୍ତି। ଯାହା ନିଷ୍ପତ୍ତି ହେବ କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବ ମିଶିକି ଜଣାଇବେ। ପ୍ରଧାନମନ୍ତ୍ରୀ ମୋଦି ଯାହା ନିଷ୍ପତ୍ତି ନେବେ ଦେଶ ଓ ରାଜ୍ୟର ହିତ ପାଇଁ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos